ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ ।
Published: Satyendu Shekher Mishra
Last updated: 08 March 2022, 09:52 PM IST
ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ । କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ପାଇଁ ସାହସ ଜୁଟାଇ ପାରିଲେନି। ଯାହାକୁ ନେଇ ଦଳ ଭିତରେ ଏବେଠୁ ଅସନ୍ତୋଷ ଦେଖାଦେଲାଣି । କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ସମୟରେ ହେବ । ମାତ୍ର ଦଳ ପରିଚାଳନାକୁ ନେଇ ବରିଷ୍ଠଙ୍କଠାରୁ କନିଷ୍ଠ ନେତାଙ୍କ ଯାଏଁ ବୟାନବାଜି, ନବୀନଙ୍କ ମୁଣ୍ଡ ବିନ୍ଧା ଯେ ବଢ଼ାଇ ଦେଇଛି ଏଥିରେ ସନ୍ଦେହ ନାହିଁ ।