• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Russia Ukraine War
ଦ୍ୱାଦଶ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ; ମରିଲେଣି ୧୩ ହଜାର ସୈନ୍ୟ, ଶତାଧିକ ସାଧାରଣ ନାଗରିକ

ଉଭୟ ରାଷ୍ଟ୍ରମୁଖ୍ୟ, ଅର୍ଥାତ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କୁ ସିଧାସଳଖ ପରସ୍ପର ସହ କଥା ହେବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Rina Diwedi
ଭୋଟ ଦେଲେ ଭାଇରାଲ୍ ଭାଉଜ ରୀନା ଦ୍ୱିବେଦୀ, ଫଟୋ ଉଠାଇବାକୁ ଠେଲାପେଲା

ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।

Yogi Adityanath
Exit Poll: ଅଖିଳେଶଙ୍କୁ ପୁଣି ଝଟ୍‌କା, ୟୁପିରେ ବାବା କରିବେ ରାଜ, ଆଉ ଉତ୍ତରାଖଣ୍ଡରେ..

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁଣି ଥରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ମୋଟ ୪୦୩ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ।

Modi-Rahul-Kejriwal
Exit Poll: ପଞ୍ଜାବରେ ସତ୍ତା ହରାଇବ କଂଗ୍ରେସ, ସରକାର ଗଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି !

 ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।  

Russia Ukraine War
ଋଷକୁ ୟୁକ୍ରେନ୍‌ର ଚେତାବନୀ, ‘ଓ୍ୱି ଓ୍ୱିଲ୍ ନେଭର ଫରଗେଟ୍, ନେଭର୍ ଫରଗିଭ’

ଆମ ମାଟିରେ ଯେଉଁମାନେ ଏହି ଧ୍ୱଂସଲୀଲା ରଚିଛନ୍ତି, ଶହ ଶହ ଲୋକଙ୍କୁ ଜାଣିଶୁଣି ହତ୍ୟା କରିଛନ୍ତି, ସେମାନଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ ।

Aparajita Sarangi
ପୌର ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ବଡ଼ ବୟାନ, କହିଲେ..

ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି ।

Narendra Modi
ଲୋକଙ୍କ ଦୁଃଖ ଦୂର ସହ ଆର୍ଥିକ ବୋଝକୁ ହାଲୁକା କରୁଛି ଜନ ଔଷଧି ! ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ହିତାଧିକାରୀ

ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PM Modi
ମୋଦିଙ୍କ ବଡ଼ ଘୋଷଣା ! ଏଣିକି ସରକାରୀ ଫି’ ଦେଇ ପ୍ରାଇଭେଟ୍‌ ମେଡିକାଲ କଲେଜରେ ପଢ଼ିପାରିବେ ଛାତ୍ରଛାତ୍ରୀ

ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Politics
ବାଜା, ବାଣ, ରୋଷଣି ଭିତରେ ନାମାଙ୍କନ ଦାଖଲ

ବାଜା, ବାଣ, ରୋଷଣି ଭିତରେ ନାମାଙ୍କନ ଦାଖଲ। ପୂର୍ବରୁ ଖାଁ ଖାଁ ରହୁଥିବା ଏଡିଏମ୍ ଅଫିସ୍ ଆଜି ଦୁଲିକିଛି। ଆସନ୍ତାକାଲି ପୌର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଦିନକ ପୂର୍ବରୁ ଭୁବନେଶ୍ୱରରେ ହାଇପ୍ରୋଫାଇଲ୍ ପ୍ରାର୍ଥୀ ଶୋଭାଯାତ୍ରାରେ ଯାଇ ଆଜି ନାମାଙ୍କନ ଭରିଛନ୍ତି। 

Varanasi
ସେବେକାର ବନାରସ- ଏବେକାର ବାରାଣସୀ, ରୂପ ଓ ପରିପାଟିରେ ଆକାଶ ପାତାଳ ଫରକ

ସେବେକାର ବନାରସ- ଏବେକାର ବାରାଣସୀ, ରୂପ ଓ ପରିପାଟିରେ ଆକାଶ ପାତାଳ ଫରକ । ଉତ୍ତର ପ୍ରଦେଶ ନିର୍ବାଚନ ଖବର ସଂଗ୍ରହ ବେଳେ ବାରାଣସୀରେ କିଛି ଘଂଟା ପାଇଁ ଅଟକି ରହିଥିଲା ଓଟିଭି ଟିମ୍ ।

Russia Ukraine War
୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍

୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍ । ରାଜଧାନୀ ଦଖଲ ପୂର୍ବରୁ ପାଓ୍ୱାର୍ ପ୍ଲାଣ୍ଟ୍ ଓ ଏୟାର୍ ବେସ୍ ଉପରେ ଆକ୍ରମଣ ଜାରି ରଖିଛି ଋଷୀୟ ସେନା । 

Puri Srimandir Heritage Corridor Project
ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ା ଖୋଳାଯାଇଛି ବିରାଟ ବିରାଟ ଗାତ, ବନ୍ଧା ଯାଇଛି ଲୁହାରଡ଼, ଚାଲିଛି କଂକ୍ରିଟ୍ ନିର୍ମାଣ।କୁହାଯାଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ତିଆରି ହେଉଛି, ଇଲେକ୍ଟ୍ରିକାଲ୍ ରୁମ, ସେଲଟର ରୁମ୍ ଓ ଶୌଚାଳୟ। 

Medical Education
ସରକାରଙ୍କ ମହଙ୍ଗା ମାଡ଼ରୁ ବାଦ୍ ପଡ଼ିଲାନି ସରକାରୀ ମେଡିକାଲ କଲେଜ ପାଠପଢ଼ା

ସରକାରଙ୍କ ମହଙ୍ଗା ମାଡ଼ରୁ ବାଦ୍ ପଡ଼ିଲାନି ସରକାରୀ ମେଡିକାଲ କଲେଜ ପାଠପଢ଼ା। ବଢ଼ିଲା ମେଡିକାଲ କଲେଜ ଆଡମିଶନ ଫି। ଉଭୟ ଏମବିଏସ୍/ବିଡିଏସ୍ ଓ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଆଡମିଶନ ଫି ବଢ଼ାଇଛନ୍ତି ରାଜ୍ୟ ସରକାର। 

Varanasi
ଚକ୍‌ଚକ୍ କାଶୀ-ବାରାଣସୀ, ୟୁପି ରାଜନୀତିକୁ କରୁଛି ଜୋରଦାର ପ୍ରଭାବିତ

ପବିତ୍ର କାଶୀ ବା ବାରାଣସୀ ସହରର ସବଠୁ ବଡ଼ ପରିଚୟ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ହିନ୍ଦୁମାନଙ୍କର ।

Indian Women Cricket Team With Bismah Maroof's Daughter
ମ୍ୟାଚ୍ ଜିତିବା ପରେ ପାକିସ୍ତାନ କ୍ୟାପ୍ଟେନ୍‌ଙ୍କ ସହ ଭାରତୀୟ ଖେଳାଳିଙ୍କ ଭିଡିଓ ଭାଇରାଲ

ମ୍ୟାଚ୍‌ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

Russia Ukraine War
ଘମାଘୋଟ୍‌ ହେଉଛି ଯୁଦ୍ଧ ! କିଭ୍‌ କବ୍‌ଜା ଋଷ ପାଇଁ ଏବେ ବି ସ୍ୱପ୍ନ, ୧୧ ହଜାର ସୈନ୍ୟ ହେଲେଣି ନିହତ

ୟୁକ୍ରେନ୍ ୧୧ ଦିନରେ ୧୧ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ସାଧାରଣ ନାଗରିକଙ୍କୁ ଓ୍ୱାର୍‌ଜୋନ୍‌ରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ।

Sabita Suar
ଅପେକ୍ଷାର ଅନ୍ତ ଘଟିଲା ! ବ୍ରହ୍ମପୁର ମେୟର ପ୍ରାର୍ଥୀ ହେଲେ ଡ. ସବିତା ସୁତାର

ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

Narendra Modi
କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।

India Won
ରେକର୍ଡ କଲା ଭାରତ ! ଶ୍ରୀଲଙ୍କା ବିପକ୍ଷରେ ଇନିଂସ ବିଜୟ

କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।

BMC Election
ନାମାଙ୍କନ ଭରିବାକୁ ଯାଉଥିବା ବେଳେ ବିଜେଡି ପ୍ରାର୍ଥିନୀଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ

ମଇଦାନକୁ ଓହ୍ଲାଇବା ପାଇଁ ସବୁ ଦଳ ଅଣ୍ଟା ଭିଡ଼ିସାରିଲେଣି । ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଇଁ ଉପୁଜିଛି ଅଡ଼ୁଆ ପରିସ୍ଥିତି । ପୌର ନିର୍ବାଚନ ପର୍ବ ଆରମ୍ଭରୁ କେଁ ବାହାରିଲାଣି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।