Russia Ukraine War
ସଫଳ ହେବାକୁ ଯାଉଛି ଅପରେସନ୍ ଗଙ୍ଗା ଅନ୍ତର୍ଗତ ମିଶନ୍ ସୁମି । ପ୍ରବଳ ଋଷୀ ଅକ୍ରମଣର ଶିକାର ହୋଇଥିବା ୟୁକ୍ରେନୀୟ ସହର ସୁମିରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ୧୨ଟି ବସ୍ରେ ଆଉ ଏକ ସହରକୁ ନିଆଯାଇଛି । ଗତକାଲି ଏହି ପ୍ରସଙ୍ଗରେ ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଥିଲା ଭାରତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)