• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

BJP MP Aparajita Sarangi
କଂଗ୍ରେସକୁ ଅପରାଜିତାଙ୍କ କଟାକ୍ଷଭରା ଟ୍ୱିଟ୍‌, ପରୋକ୍ଷରେ କହିଲେ ‘ସବ୍‌କା ଟାଇମ୍‌ ଆତା ହେ’

୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍‌ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।

Russia Ukraine War
୨୧ ଦିନ ହେଲାଣି ଯୁଦ୍ଧ: ନିଷ୍ଠୁର ଋଷ, ପ୍ରସୂତି ହସ୍ପିଟାଲରେ କଲା ବୋମାମାଡ଼ ! ଆତ୍ମସମର୍ପଣ ପାଇଁ ୟୁକ୍ରେନ୍‌ ନାରାଜ

ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି । ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ବିବାଦ ଘନେଇଛି ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ।

Labh Singh
ସବୁଠୁ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚିତ୍‌ପଟାଙ୍ଗ କରିଦେଲେ ମୋବାଇଲ ମେକାନିକ୍‌ ଲାଭ ସିଂହ

ଏକ୍‌ଜିଟ୍‌ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍‌ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।

Goa BJP
ଗେରୁଆ ହେଲା ଗୋଆ, ସରକାର ଗଢ଼ିବ ବିଜେପି !

ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ ।

Aam Admi Party
ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା, ବିଜୟର ବଲ୍ଲେ ବଲ୍ଲେ ! ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀଙ୍କ ଗଡ଼

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।

Narendra Modi- Yogi Adityanath
ୟୁପିରେ ପୁଣି ବୁଲଡୋଜର ବାବାଙ୍କ ରାଜ, ୩୭ ବର୍ଷ ପରେ ଇତିହାସର ପୁନରାବୃତ୍ତି

ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ।

Arvind Kejriwal
ଏହି ୧୦ଟି କାରଣ ପାଇଁ ପଞ୍ଜାବରେ ଜିତିଲା ଆପ୍

ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।

BMC
ଆସିଲା BMCର ଫାଇନାଲ ରିପୋର୍ଟ ! ମଇଦାନରେ ୧୨ ମେୟର- ୩୪୩ କର୍ପୋରେଟର ପ୍ରାର୍ଥୀ

ବିଏମ୍‌ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।

Aparajita Sarangi
ଖୁବ୍‌ଶୀଘ୍ର ଓଡ଼ିଶାରେ କମ୍‌ବ୍ୟାକ୍‌ କରିବ ବିଜେପି: ଅପରାଜିତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।

Vigilance Raid
ଭିଜିଲାନ୍ସ ଜାଲରେ କୋଟିପତି ଇଂଜିନିୟର, ଖଟ ଗଦି ତଳୁ ବାହାରରିଲା ୨୦ ଲକ୍ଷ ଟଙ୍କା

ଭିଜିଲାନ୍ସ ଜାଲରେ କୋଟିପତି ଇଂଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୁରାଲ ୱାର୍କସ ଇଲେକ୍ଟ୍ରିକାଲ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ ।

BJD-BJD
ବିଜେଡି ପାଇଁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଜାରି ରହିଛି ପୌର ନିର୍ବାଚନ ପ୍ରାର୍ଥିପତ୍ର ଯାଞ୍ଚ । ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରି ହେବ ନାମାଙ୍କନ ପତ୍ର । ହେଲେ ବିଜେଡି ପାଇଁ ଟେନସନ୍ ପାଲଟିଛନ୍ତି ବିଦ୍ରୋହୀ ପ୍ରାର୍ଥୀ । କେବଳ ୩ ମହାନଗର ନୁହେଁ ପୌର ପରିଷଦ ଓ ଏନଏସିଗୁଡିକରେ ବି ଦଳକୁ ଅଡୁଆ...

Russia-Ukraine War
ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍

ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍ । ଅସ୍ତ୍ରବିରତି ସମୟ ଶେଷ ହେଲା କ୍ଷଣି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରାଯାଉଛି । ୟୁକ୍ରେନ ରାଜଧାନୀକୁ ଦଖଲ ଲାଗି ଏହା ଋଷ ସେନାର ଫାଇନାଲ ଆସଲ୍ଟ ହେବ ବୋଲି କୁହାଯାଉଛି । 

Shree Jagannath Temple
ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତାଡ଼, କେଉଁଠି ୬ ଫୁଟ୍ ତ କେଉଁଠି ୧୨ ଫୁଟ୍ ଗଭୀର ଗାତ

ଉତ୍ତର-ଦକ୍ଷିଣ-ପଶ୍ଚିମ । ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତାଡ଼ । କେଉଁଠି ୬ ଫୁଟ୍ ତ କେଉଁଠି ୧୨ ଫୁଟ୍ ଗଭୀର ଗାତ । ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ଚୌହଦିରେ ଏଭଳି ଖନନକୁ ନେଇ ଉଠିଛି ବିରାଟ ପ୍ରଶ୍ନ ।...

Exit Poll
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ?

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।

Car Accident
ରାତି ଅଧରେ ମଣିଷ ମାରିଦେଲା ସରକାରୀ ଗାଡ଼ି, ରାଗରେ ଜାଳିଦେଲେ ଲୋକେ

ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୂଚନା ।

Russia-Ukraine War
କିଭ୍‌ରେ ଫାଇନାଲ ଆଟାକ୍‌ କରିବ ଋଷ, ଭୟଙ୍କର ଯୁଦ୍ଧ ନେଇ ଆଶଙ୍କା

ଅସ୍ତ୍ରବିରତି ଲାଗୁ ସହରକୁ ଛାଡ଼ି ଅନ୍ୟାନ୍ୟ ସ୍ଥାନରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ଅନ୍ୟପକ୍ଷରେ ସେ ନାଟୋରେ ଯୋଗ ଦେବାକୁ ଆଉ ଇଚ୍ଛୁକ ନୁହଁନ୍ତି ଏବଂ ଋଷିଆ ସ୍ୱାଧୀନ ଘୋଷଣା କରିଥିବା ଦୁଇ ପ୍ରଦେଶକୁ ନେଇ ସାଲିସ କରିବାକୁ ପ୍ରସ୍ତୁତ ବୋଲି ଜେଲେନସ୍କି ଇଙ୍ଗିତ ଦେଇଛନ୍ତି...

Exit Poll
ୟୁପି-ପଞ୍ଜାବ-ଉତ୍ତରାଖଣ୍ଡ-ଗୋଆ-ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ବିଜେପି ଶିବିରରେ ଉତ୍ସବର ମାହୋଲ

ପଞ୍ଜାବରେ ମଧ୍ୟ ଆମ୍ ଆଦ୍‌ମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକ୍‌ଜିଟ୍ ପୋଲ୍‌ର ଆକଳନକୁ ନେଇ ବେଶ୍ ଉତ୍ସାହିତ ଦଳ ।  ହେଲେ ୟୁପିରେ ଇଭିଏମ୍ ଗଡ଼ବଡ଼ି ନେଇ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ତେଜିଛି ରାଜନୀତି ।

Cuttack Maalgodam Bridge Collapsed
କଟକରେ ବଡ଼ ଦୁର୍ଘଟଣା ! ମାଲ ଗୋଦାମ ପୋଲ ଭୁଶୁଡ଼ି ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା ।

Cuttack Bridge Collapsed
ବଡ଼ ଦୁର୍ଘଟଣା ! ଭୁଶୁଡ଼ିଲା ପୋଲ, ୩ ଗୁରୁତର ଉଦ୍ଧାର; ଜିଲ୍ଲାପାଳ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ । ତଦନ୍ତ କିଏ କରିବ ସେନେଇ ସରକାର ନିଷ୍ପତ୍ତି ନେବେ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଜିଲ୍ଲାପାଳ ।

Covavax
ପୁଣି ଆସିଲା ଆଉ ଏକ ଖୁସି ଖବର, କରୋନା ଟିକା କୋଭୋଭାକ୍ସକୁ ମିଳିଲା ଅନୁମତି

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ’ । ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ । 

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।