Advertisment

‘ମୁଁ ଭୟଭୀତ ନୁହେଁ, ମୁଁ ଲୁଚି ନାହିଁ, ଆମେ ଯୁଦ୍ଧ ଜିତିବୁ’: ଜେଲେନ୍‌ସ୍କି

‘ମୁଁ ଭୟଭୀତ ନୁହେଁ, ମୁଁ ଲୁଚି ନାହିଁ । ଆମେ ଯୁଦ୍ଧ ଜିତିବୁ ।’ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନର ତ୍ରୟୋଦଶ ଦିନରେ ଭିଡିଓ ମେସେଜ୍ ଜାରି କରି ଏଭଳି ଦୃଢୋକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନ୍‌ସ୍କି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

‘ମୁଁ ଭୟଭୀତ ନୁହେଁ, ମୁଁ ଲୁଚି ନାହିଁ । ଆମେ ଯୁଦ୍ଧ ଜିତିବୁ ।’ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନର ତ୍ରୟୋଦଶ ଦିନରେ ଭିଡିଓ ମେସେଜ୍ ଜାରି କରି ଏଭଳି ଦୃଢୋକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନ୍‌ସ୍କି । ତାଙ୍କୁ ହତ୍ୟା ଲାଗି ୩ ଥର ଉଦ୍ୟମ ହୋଇ ସାରିଥିବା ଖବର ମଧ୍ୟରେ ସେ ରହୁଥିବା କିଭ୍ ବ୍ୟାଙ୍କୋଭା ଷ୍ଟ୍ରିଟ୍‌ର ଠିକଣା ମଧ୍ୟ ଜଣାଇଛନ୍ତି ।

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment