ଭୟଙ୍କର ବାଣ ବିସ୍ଫୋରଣ ତାଲିକାରେ ନୂଆ ନାଁ ଭୁଷଣ୍ଢପୁର । ପୂର୍ବରୁ ବାଲେଶ୍ୱର, କେନ୍ଦ୍ରାପଡ଼ା, ବାଲିପାଟଣା ଓ ଜଗତସିଂହପୁରରେ ବି ଘଟି ସାରିଛି ।
୧୮ ଅକ୍ଟୋବର ୨୦୧୭ - ଦୀପାବଳି ଅମାବାସ୍ୟାର ପୂର୍ବ ଅପରାହ୍ନ। ବାଲେଶ୍ୱର ଜିଲ୍ଲା ବାହାବଳପୁରରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଘଟଣାସ୍ଥଳରେ ୬ ଜଣ ଓ ପରେ ଏସସିବିରେ ଆଉ ୫ ଜଣଙ୍କୁ ମିଶାଇ ମୋଟ ୧୧ ଜଣଙ୍କର ପ୍ରାଣ ଯାଇଥିଲା ।
୧ ନଭେମ୍ବର ୨୦୧୮- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଭାକରସାହିରେ ଘଟିଥିଲା ଆକସ୍ମିକ ବାଣ ବିସ୍ଫୋରଣ । ପ୍ରଚଣ୍ଡ ଶବ୍ଦ କରି ୫ ବଖରା ଛାତ ଘର ଉଡ଼ି ଯାଇଥିଲା । ଯେଉଁଥିରେ ସେହି ଗାଁର ଏକ ଦଂପତିଙ୍କ ମୃତ୍ୟୁ ଘଟିଥିଲା ।
Published: Satyendu Shekher Mishra
Last updated: 06 March 2023, 09:43 PM IST
ପ୍ଲେନ୍ଟିରେ ମୋଟ୍ ୯୨ଜଣ ଯାତ୍ରୀ ଯାତ୍ରା କରୁଥିଲେ । LANSA Flight 508ରେ ଜୁଲିୟନଙ୍କ ସହ ତାଙ୍କ ମା’ ମଧ୍ୟ ରହିଥିଲେ । ସେହି ସମୟରେ ନିଜର ବୁଦ୍ଧି ଖଟାଇ ଜୁଲିୟନ ପ୍ଲେନରୁ ତଳକୁ ଡେଇଁପଡ଼ିଥିଲେ ।