• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Bamboo workers
ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର

MKCG hospital
ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ...

Sarapancha Auto Driver
ସରପଂଚ ହେବ ତ ଏମିତି : ଜିତିଲା ପରେ ବି ଚଳାଉଛନ୍ତି ଅଟୋ

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?

Soro Marriage
ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଠାରରେ ଠାରରେ ମିଶିଗଲା ହୃଦୟ: ଆଉ ଏବେ ସତ ହୋଇଗଲା ସ୍ୱପ୍ନ

ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ...

mla soumya ranjan patnaik
କଂଗ୍ରେସକୁ କଣ୍ଟା ଫୋଡିଲେ, ବିଜେପିକୁ ଛିଗୁଲେଇଲେ...ବିଜେଡିକୁ ବି ଛାଡ଼ିଲେନି

ଅବସର ଥିଲା, କଂଗ୍ରେସର ଅସନ୍ତୁଷ୍ଟ କଟକ ବିଧାୟକ ମହମ୍ମଦ ମୁକିମଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ । ଯାହାର ସାମଗ୍ରିକ ଉଦ୍ଦେଶ୍ୟ ଥିଲା, କେମିତି ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଥିଲା ଏବଂ କଂଗ୍ରେସକୁ ପୁଣି କେମିତି ସେହି ସମୟ ଫେରିବ, ସେ ସଂପର୍କରେ ଚିନ୍ତନ...

Woman cries for govt aid
ଘରର ଛାତ କହିଲେ ଖଣ୍ଡିଏ ପାଲ, ଖଟିଆରେ ସ୍ୱାମୀ...ପ୍ରଶାସନକୁ ଚାହିଁ ବସିଛି ସ୍ତ୍ରୀ

କାଳ ହେଲା ନଳକୂଅ । ଏମିତି ପଡ଼ିଲେଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି ।

Kids sell ice cream
ମାଆକୁ ବଂଚାଇବା ଲାଗି ଆଇସ୍‌କ୍ରିମ୍‌ ବିକିଲେ ଭାଇ-ଭଉଣୀ

ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ

Mahabharat
ଅଜ୍ଞାତବାସରେ ମହାଭାରତ: କୁଡ଼ିଆ ଘରେ ରହିବେ ମାସେ କାଳ

ସେ ଧନୀ ହୁଅନ୍ତୁ କି ଗରିବ... ମାସେକାଳ ସବୁ ମୋହ ମାୟାରୁ ମୁକ୍ତି ହୋଇ କୁଡିଆରେ ରହିବାକୁ ପଡେ । ଆଉ ଚାଲେ ମହାଭାରତର ସଂପୂର୍ଣ୍ଣ ପୂରାଣ । ବିଶ୍ୱାସ ରହିଛି ଯେ ଏହି ବ୍ରତ ଯିଏ ପାଳନ କରେ ସେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରେ...

Elderly man’s impressive stunt on cycle
ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ, ଯିବା ଲୋକ ବି ଅଟକିଗଲେ

ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ । ଯିବା ଲୋକ ବି ଅଟକିଗଲେ, ଭାଇରାଲ ହେଲା ଭିଡିଓ

Andhra Pradesh traders
ଓଡ଼ିଶା ସରକାର କିଣୁନି କୋଟିଆ ତେନ୍ତୁଳି: ଶସ୍ତାରେ ବୋହି ନେଉଛନ୍ତି ଆନ୍ଧ୍ର ସାହୁକାର

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି ଓ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ଆଦି ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ଆନ୍ଧ୍ର ଭରସାରେ...

Fish Farming
ରଙ୍ଗୀନ ମାଛ ରଖିଲେ ବାସ୍ତୁ ଦୋଷ ନିରାକରଣ ହୁଏ ?

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର...

Biplabi Dhananidhar Nayak
ପ୍ରଜାମେଳିର ନେତୃତ୍ୱ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲେ ମହାନ ବିପ୍ଲବୀ ଧରଣୀଧର ନାଏକ

କେନ୍ଦୁଝରର ମହାନ୍ ବିପ୍ଳବୀ ବୀର ଧରଣୀଧର ନାଏକ । ୧୮୯୧ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମେଳୀର ସେ ନେଇଥିଲେ ନେତୃତ୍ୱ । ଯାହା ସେତେବେଳେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ନିକଟରେ ପ୍ରଥମ ଥର ପାଇଁ ପ୍ରଶାସନ ତରଫରୁ ଜନ୍ମମାଟିରେ ପାଳିତ ହୋଇଛି...

Retired employees
ହାତ ପତାଇ କୋଟିଏ ସଂଗ୍ରହ କଲେ, ଗଢିଦେଲେ ଲକ୍ଷ୍ମୀ ମନ୍ଦିର

ଦୁଆର ଦୁଆର ବୁଲି ଅର୍ଥ ସଂଗ୍ରହ କରିଲେ.. ମନ୍ଦିର ସାମ୍ନାରେ ବସି ବି ଲୋକଙ୍କୁ ହାତ ପତାଇଥିଲେ.. ଆଉ ଗଢିଦେଲେ ମା ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର

Prerana
ସୁନା ଝିଅର ରେଶମୀ କାମ… ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

କେନ୍ଦୁଝରର ବଣମଲ୍ଲୀ ରାଜ୍ୟ ସାରା ମହ ମହ ବାସୁଛି.. ସୁନା ଝିଅ କୁନି ଦେହୁରୀ ରେଶମ ସୂତା କାରିଗରୀର କଳାକୁ ନେଇ ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

Yojanara Na Hariloot
ବୁଦ୍ଧ ପାର୍କ ନାଁରେ ହରିଲୁଟ୍

ବୁଦ୍ଧ ପାର୍କ ନାଁରେ ହରିଲୁଟ୍.. ଏଷ୍ଟିମେଟ୍ ୩୦ ଲକ୍ଷ ଟଙ୍କା କୁଆଡ଼େ ଗଲା ?

Bhadrak Sarapancha
ଏମିତି ସରପଞ୍ଚ ଥିଲେ ବିକାଶକୁ ରୋକିବ କିଏ ? ନିଜ ଦରମା ଟଙ୍କାରେ କରିଦେଲେ ଗାଁ ରାସ୍ତା

ସାବାସ୍‌ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ସମସ୍ୟା ଚୁଟକିରେ ହେଲା ସମାଧାନ

Apple Farming
୪୨ ଡିଗ୍ରୀ ଖରାରେ ବି ହେଉଛି ସେଓ ଚାଷ...ମାଲେମାଲ୍‌ ଚାଷୀ

କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ

President Droupadi Murmu
ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗ; ତେଜିଲା ରାଜ୍ୟ ରାଜନୀତି

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି...

Beneficiaries facing hardship in getting pension money in Odisha
ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା...

World Laughter Day
ବିଶ୍ୱ ହସ ଦିବସ; ବିଭିନ୍ନ ପାର୍କରେ ମନ ଖୋଲି ହସିଲେ ଲୋକେ

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି