• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Karnataka Bypolls
ପ୍ରଚଣ୍ଡ ବହୁମତ ସହ କର୍ଣ୍ଣାଟକରେ କଂଗ୍ରେସକୁ ମିଳିଲା ବିଜୟ ଟନିକ୍, Next ଟାର୍ଗେଟ୍‌..

ବେଙ୍ଗାଳୁରୁର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରୁ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ, ଭୁବନେଶ୍ୱରରୁ ଗୌହ୍ୱାଟି, ରାୟପୁରରୁ ଥିରୁବନନ୍ତପୁରମ ସବୁଠି ସେଲିବ୍ରେସନ୍‌ ମାହୋଲ ।

Elephant
ସୁଧୁରିବେନି ପାପା କି ପରୀ

ସୁଧୁରିବେନି ପାପା କି ପରୀ… ବିଚ୍‌ ରାସ୍ତାରେ ମହନ୍ତଙ୍କୁ ଧକ୍କା ଦେଲା, ଡରିଯାଇ ହାତୀ ଦଉଡିଲା । ଭାଇରାଲ ହେଉଛି ଭିଡିଓ

Public Toilet
ଶୌଚାଳୟରେ ତାଲା, ସାମ୍ନାରେ ମଳତ୍ୟାଗ କଲେ ଲୋକେ

ଚେଇଁ ଶୋଇଛି ପ୍ରଶାସନ । ଶୌଚାଳୟ ହେଲା କିନ୍ତୁ ତାଲା ଖୋଲିଲାନି...କଲର ମାରିବା ପରେ ବି କାମ ଦେଲାନି । ବିରକ୍ତ ହେଲେ ଲୋକେ...ଶୌଚାଳୟ ସାମ୍ନାରେ କଲେ ମଳତ୍ୟାଗ

Manda Pitha
ଅଧ ରାତିରେ ସ୍ୱପ୍ନାଦେଶ ଦେଲେ ମାଆ : କହିଲେ, ଭେଣ୍ଡା ବଦଳରେ ମଣ୍ଡା ଦିଅ

ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ

Patala Ganga
ସୀତାଙ୍କୁ ଶୋଷ ଲାଗିବାରୁ...ପାତାଳକୁ ଏଇଠି ତୀର ମାରିଥିଲେ ଲକ୍ଷ୍ମଣ, ଆର୍ବିଭାବ ହୋଇଥିଲେ ଗଙ୍ଗା

ବନବାସ ସମୟରେ ମାଆ ସୀତାକୁ ଶୋଷ ଲାଗିଥିଲା । ପାଣି ଖୋଜିବା ପରେ ବି ମିଳିନଥିଲା...ପାତାଳକୁ ଶର ମାରି ଗଙ୍ଗାଙ୍କ ଆର୍ବିଭାବ କରିଥିଲେ ଲକ୍ଷ୍ମଣ । ସେହିଦିନରୁ ଏଇଠି ବୁଡ ଦେବାକୁ ଭକ୍ତଙ୍କ ଲାଗିଛି ଲାଇନ୍‌ । ବିଶ୍ବାସ ଅଛି ଏଇଠି ବୁଡ଼ ପକାଇଲେ ହେବନି ଚର୍ମ ରୋଗ।

Municipal chairperson
ବଡ଼ କିଏ ? ପୌରାଧ୍ୟକ୍ଷ ନା କାର୍ଯ୍ୟନିର୍ବାହୀ ଅଧିକାରୀ ?

‘କିଏ ଏଠି ହେଡ୍ । ମୁଁ ନା ତୁମେ? କିଏ କାହା ନିର୍ଦ୍ଦେଶକୁ ମାନିବ ? ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି ? ଆଗେ ଏକଥା ସ୍ପଷ୍ଟ କର ତାହା ପରେ ଉଠିବି… ବାସ୍‌ କିଛି ଏମିତି କହି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ...

Unseasonal rains
ସବୁ ସାରିଦେଲା ଅଦିନିଆ ବର୍ଷା : ଲିଚୁ ଫଳିଛି, ହେଲେ ସୁଆଦ ନାହିଁ...ଚିନ୍ତାରେ ଚାଷୀ

ଅଦିନିଆ ବର୍ଷାକୁ ପ୍ରବଳ ଖରା । ଫଳିଲାନି ଲିଚୁ...ଲୋକେ ଗଲେ ବି ମିଳୁନି କୋଳି । ଚିନ୍ତାରେ ଚାଷୀ ଓ ବେପାରୀ

Papa ki pari crashes into mahout
ପାପା କି ପରୀ… ମାହୁନ୍ତଙ୍କୁ ଧକ୍କା ଦେଲା ଗାଡ଼ି, ଡରିଯାଇ ହାତୀ ଦଉଡିଲା

ସୁଧୁରିବେନି ପାପା କି ପରୀ… ବିଚ୍‌ ରାସ୍ତାରେ ମାହୁନ୍ତଙ୍କୁ ଧକ୍କା ଦେଲା, ଡରିଯାଇ ହାତୀ ଦଉଡିଲା । ଭାଇରାଲ ହେଉଛି ଭିଡିଓ

Young Doctor
ଯୁବ ଡାକ୍ତରଙ୍କ ମାନବସେବା : ଅସହାୟଙ୍କୁ ଉଦ୍ଧାର କରୁଛନ୍ତି, ସୁସ୍ଥ ପାଇଁ ଚିକିତ୍ସା କରୁଛନ୍ତି

ପେଶା ଡାକ୍ତର, ନିଶା ମାନବ ସେବା । ରାସ୍ତାରେ ବୁଲିବା ବେଳେ ଯେଉଁ ଅସହାୟଙ୍କୁ ଦେଖନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି । ‌ଏମିତି ସେବାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ପ୍ରଶଂସା

Free Tution
ମୁଁ ଥିବା ପର୍ଯ୍ୟନ୍ତ ବସ୍ତିରେ କୌଣସି ପିଲା ଅପାଠୁଆ ରହିବେନି : ଏମିତି ଶପଥ ନେଇଛନ୍ତି ଶୁଭଲକ୍ଷ୍ମୀ

ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

Manda Pitha
ଅଧ ରାତିରେ ମାଆଙ୍କର ହେଲା ସ୍ୱପ୍ନାଦେଶ : ଭେଣ୍ଡା ବଦଳରେ ମଣ୍ଡା ଦେଇ ସନ୍ତୁଷ୍ଟ କଲେ ଶ୍ରଦ୍ଧାଳୁ

ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ

Bamboo workers
ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ...ପରିବାର ଚଳିବ କେମିତି ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି ? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର।

Bridge Problem
୯ ବର୍ଷ ହେଇଗଲା...ଆଉ କେବେ ସରିବ ସେତୁ?

ବାଃ ବାଃରେ ପ୍ରଶାସନ । ୯ ବର୍ଷ ହୋଇଗଲା କିନ୍ତୁ ସେତୁ କାମ ସରିଲା ନାହିଁ...ନିର୍ବାଚନ ପାଖେଇ ଆସୁଥିବାରୁ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ

Protesting college girls
କହି କହି ଥକିଥିଲେ, ରାସ୍ତା ନିର୍ମାଣ ହେଉନଥିଲା...କଲେଜ୍‌ ଛାତ୍ରୀ ଏମିତି କାମ କଲେ ସାଙ୍ଗେ ସାଙ୍ଗେ ହେଇଗଲା

ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍‌ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ...

Danda Jatra
ରାଜସ୍ଥାନରୁ ପୁରୀ...‘ମୁଁ ଜଗାର ଭକ୍ତ...ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି’

ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ...

tourist site
ଭାରି ଚର୍ଚ୍ଚାରେ ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ...

ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ...

Protesting college girls
ପ୍ରଶାସନକୁ ପାଠ ପଢାଇଲେ କଲେଜ୍‌ ଛାତ୍ରୀ

ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍‌ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ...

Soro Marriage
ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଠାରରେ ଠାରରେ ମିଶିଗଲା ହୃଦୟ: ଆଉ ଏବେ ସତ ହୋଇଗଲା ସ୍ୱପ୍ନ

ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ...

MKCG hospital
ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ବଡ ମେଡିକାଲରେ ବଡ଼ ଅବ୍ୟବସ୍ଥା । ରକ୍ତ ନେବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି ୩ ଦିନ...ଛୁଆକୁ ଛାଡି ମାଆ କାନ୍ଦୁଛି ତ ମାଆକୁ ଛାଡି ପୁଅ କାନ୍ଦୁଛି...

Water Issue
ନିର୍ବାଚିତ ପ୍ରତିନିଧି ସମସ୍ୟାର ସମାଧାନ ପାଇଁ ହାତ ଟେକିଦେଉଛନ୍ତି, ସେଇଠି ଲୋକଙ୍କ ଦୁଃଖ ବୁଝିବ କିଏ?

ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି