• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Abandoned by children
ପର କରିଦେଲା ଜନ୍ମ କଲା ପିଲା : ଆଶ୍ରମରେ ରହୁଛନ୍ତି ୧୭ ଅସହାୟ ମାଆ

୩ ପିଲା ଜନ୍ମ କରିଥିଲା । ଭାବିଥିଲା ପରିଣତ ବୟସରେ ଏଇ ପିଲାଙ୍କ ପାଖରେ ରହିବ, ସେବ ଶୂଶ୍ରୁଷା ପାଇବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବୁଢୀ ବୟସରେ ଆଶ୍ରମରେ ରହି ପିଲାଙ୍କୁ ଝୁରୁଛି ଏଇ ମାଆ

Onion Price
ଯାହାକୁ ବିକିଥିଲେ ୪ ଟଙ୍କାରେ, ତାକୁ କିଣିଲେ ୪୦ ଟଙ୍କାରେ

ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି

Operation
ଆଖିକୁ ଭଲ ଦିଶିବା ଲାଗି ଅପରେସନ୍‌ କରିବାକୁ ଯାଇଥିଲେ, ଏବେ ମୂଳରୁ ଦେଖାଯାଉନି

ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ...

Medical Issue
ଏଇ ମେଡିକାଲକୁ ଯିଏ ଆସିବ, ସିଏ ନିଶ୍ଚୟ...

ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି

Elderly man sells lemonsoda
ମୋର କେହି ନାହାନ୍ତି...ନିଜେ ଖଟିଲେ ସଂସାର ଚାଲିବ

ବାବୁ ମୋର କେହି ନାହାନ୍ତି । ୮୦ ବର୍ଷ ହେଲାଣି କିନ୍ତୁ ମୁଁ କାମ କରୁଛି...ନିଜେ ନଖଟିଲେ ଖାଇବି କଣ?

special arrangements for thirsty birds
ପ୍ଲାଷ୍ଟିକ୍‌ ଜାଗାରେ ପାଣି ରହୁଛି...ଖରା ବେଳେ ପିଇବେ ପକ୍ଷୀ

ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍‌ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ

ପଂଜାବ ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିର ପୂରା ବିଶ୍ବରେ ପ୍ରସିଦ୍ଧ । ଏଥିସହିତ ଏଠାରେ ବିଭିନ୍ନ ପ୍ରକାରର ଷ୍ଟ୍ରିଟଫୁଡ଼ ବି ମିଳିଥାଏ । ଯାହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମେ । ଖାଲି ଖାଇବା କାହିଁକି? ବରଂ ଏହି ମନ୍ଦିର ପାଖରେ ମୃଦୁ ପାନୀୟ ବି...

Onion Price
ଯାହାକୁ ବିକିଥିଲେ ୪ ଟଙ୍କାରେ, ତାକୁ କିଣିଲେ ୪୦ ଟଙ୍କାରେ

ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି

Operation
ଆଖିକୁ ଭଲ ଦିଶିବା ଲାଗି ଅପରେସନ୍‌ କରିବାକୁ ଯାଇଥିଲେ, ଏବେ ମୂଳରୁ ଦେଖାଯାଉନି

ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ...

Hanuman Temple
ଏମାନଙ୍କୁ ଧର୍ମ ସହିବନି : ହନୁମାନଙ୍କ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌

ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ

2 divyang children
ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଲାଗି ମାଟି ହାଣୁଛନ୍ତି ବାପା-ମାଆ

ବାପା-ମାଆ ଥିବେ ଯାହାର, ଚିନ୍ତା ନାହିଁ ତାଙ୍କର । ଜନ୍ମରୁ ପୁଅ-ଝିଅ ଦିବ୍ୟାଙ୍ଗ...ହେଲେ ହତାଦର କରୁନାହାନ୍ତି ବାପା-ମାଆ । ଭେଣ୍ଡିଆ ପୁଅର ଯତ୍ନ ନେଉଛନ୍ତି, ସ୍ନେହ ଆଦର କରି ଖୁଆଇ ଦେଉଛନ୍ତି । ପୁଣି ଘର ଚଳେଇବା ଲାଗି ପର ଦୁଆରେ ମାଟି ହାଣୁଛନ୍ତି

Crime news
ମାତିଛନ୍ତି ଲେଡି ଲୁଟେରା; ଯୁବକଙ୍କୁ କରୁଛନ୍ତି ଟଣାଓଟରା; ପାଟି ଖୋଲିଲେ ଦୁଷ୍କର୍ମ ଅଭିଯୋଗର ଦେଉଛନ୍ତି ଧମକ୍

ରାଜଧାନୀ ଛାତି ଉପରେ, ଦିନ ଦ୍ୱିପ୍ରହରେ, ଖୁଲମଖୁଲା ବେଧଡକ । ଜଣେ ଯୁବକଙ୍କ କଲର୍ ଧରି ଟଣା ଓଟରା କରୁଛନ୍ତି ଦୁଇ ଯୁବତୀ । ଲୋକବାକ ଯାଆସ କରୁଛନ୍ତି, ଗାଡିମଟର ଯିବା ଆସିବା କରୁଛି ।

2024 General Election
୨୪ ପାଇଁ କି ସଂକେତ ଦେଲା ଝାରସୁଗୁଡ଼ା ଫଳ ?

୨୪ ପାଇଁ କି ସଂକେତ ଦେଲା ଝାରସୁଗୁଡ଼ା ଫଳ । ୧୯ ଅପେକ୍ଷା ବିଜେଡିକୁ ୫ ଓ ବିଜେପି ପାଖକୁ ଗଲା ୩ ପ୍ରତିଶତରୁ ଅଧିକ ଭୋଟ୍, କଂଗ୍ରେସରୁ ଖସିଗଲା ୮ ପ୍ରତିଶତ । ନବ ଶକ୍ତି ଓ ନବୀନ ପ୍ରଚାରରେ ବାଜି ମାରିଲା ଶଙ୍ଖଦଳ, ଦୁର୍ବଳ...

jharsuguda bypoll
ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ; ଉତ୍ସବମୁଖର ବିଜେଡି କ୍ୟାମ୍ପ

ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ । ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍ । ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା ।

OAS levels allegations of cheating with false information against husband for marriage | Koraput
ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ

ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ। ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା କିନ୍ତୁ ପରେ ସବୁ କିଛି ବଦଳିଗଲା।

Onion Sell
ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

odisha politics
୨୪ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ, କାହାକୁ ମିଳିବ କେଉଁ ବିଭାଗ ?

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ ରୂପରେଖ କେଉଁ ନୂଆ ମୁହଁଙ୍କୁ ମିଳିବ ଚାନ୍ସ ? ବରିଷ୍ଠ ନା ଯୁବ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଦାୟିତ୍ୱ ? ମହିଳା ଭୋଟ୍ ବ୍ୟାଙ୍କ ପାଇଁ ମହିଳା କାର୍ଡ ଖେଳିବେ କି ନବୀନ ?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି