• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
‘ବାବୁସାନ ବହୁତ ଟାୟାର୍ଡ ଅଛି, ଦୁଇ ଦିନ ପରେ ସମସ୍ତଙ୍କୁ ମନର କଥା କହିବ’

ପୁଅ ପାଇଁ ଆଗକୁ ଆସିଲେ ଅପରାଜିତା । ପୁଅ ଫେରିବା ପରେ ସମସ୍ତଙ୍କ ଧନ୍ୟବାଦ ଜଣାଇଛନ୍ତି ।

Supreme Court
ଇଡି କ୍ଷମତା ଅକ୍ଷୁର୍ଣ୍ଣ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟଧାରା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ

ଇଡିର ତଦନ୍ତ, ଗିରଫ କରିବା ଓ ଅନ୍ୟାନ୍ୟ କ୍ଷମତା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

Special story
କାଶୀପୁର ହଇଜାରେ ଆଜି ଆଉ ୨ ମୃତ : ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତ ଓ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳା ଆକ୍ରାନ୍ତ ମୃତ ।

Special story
ବାପଘରୁ ଫେରିବାକୁ ରାଜି ହେଉନଥିଲା ସ୍ତ୍ରୀ : ୧୦୦ ଫୁଟ୍‌ ଉଚ୍ଚ ଟାୱାର ଉପରକୁ ଚଢ଼ିଗଲା ସ୍ୱାମୀ

ଯୁବକଙ୍କ ପାଇଁ ନାକେଦମ୍‌ ଅଗ୍ନିଶମ କର୍ମଚାରୀ । ସ୍ତ୍ରୀ ଯିବା ପାଇଁ ରାଜି ହେଲେ ହିଁ ଟାୱାର ଉପରୁ ଓହ୍ଲାଇବେ ବୋଲି ଯିଦ୍‌ ଧରିଥିଲେ ଯୁବକ ।

Special story
ଅବସର ନେବାର ଦୁଇ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ

ଲାଞ୍ଚ ନେବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

Special story
ନରସିଂହପୁର ଜଙ୍ଗଲରେ ବୁଲୁଛି ଆଉ ଏକ ଗୁଳିବିଦ୍ଧ ହାତୀ

ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଲା ଏସ୍ଆଇଟି

Sonia And Rahul Gandhi
କାହିଁକି ବାରମ୍ବାର ସୋନିଆ ଓ ରାହୁଲଙ୍କୁ ଜେରା ପାଇଁ ଡାକୁଛି ଇଡି ?

ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ ହୋଇଛି

suicide
ପ୍ରଶାସନ ଉପରୁ ତୁଟିଲା ବିଶ୍ୱାସ ! ଜିଲ୍ଲାପାଳ ଓ ଏସ୍ପିଙ୍କ ସାମ୍ନାରେ ବିଷ ପିଇଦେଲେ ଅସହାହ

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

plus 2 result
ଆସନ୍ତାକାଲି ପ୍ରକାଶ ପାଇବ +୨ ଫଳ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ

Special story
ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ପିନ୍ଧିଥିବା ବାଧିକୁମ୍ଭ ଶାଢ଼ିକୁ ନେଇ ଚର୍ଚ୍ଚା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ବେଳେ ପିନ୍ଧିଥିଲେ କେଉଁ ଶାଢି ?

Special story
ରଣବୀରଙ୍କ ପାଇଁ ଜମା ହେଉଛି ପୋଷାକ : ନ୍ୟୁଡ୍‌ ଫଟୋସୁଟକୁ ତୀବ୍ର ବିରୋଧ

ରଣବୀର ସିଂଙ୍କ ବିରୋଧରେ ଦେଶବ୍ୟାପି ବିରୋଧ , ଏବେ ତାଙ୍କ ପାଇଁ ଆରମ୍ଭ ହୋଇଛି ବସ୍ତ୍ରଦାନ ଅଭିଯାନ ।

arpita mukharjee
ଚର୍ଚ୍ଚାରେ ‘କ୍ୟାସ୍‌ କୁଇନ୍‌’ ଅଭିନେତ୍ରୀ ଅର୍ପିତା : ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କ ସଂପର୍କକୁ ନେଇ ଗସିପ୍‌ ?

ଓଡ଼ିଆ ଫିଲ୍ମ ସହ କେତୋଟି ବେଙ୍ଗଲୀ ଫିଲ୍ମରେ କାମ କରିଛନ୍ତି, ଶିକ୍ଷକ ନିଯୁକ୍ତି ସ୍କାମରେ ଇଡି ଦ୍ୱାରା ଗିରଫ ପରେ ଚାଲିଛି ଗସିପ୍

manmatha mishra
‘ବାବୁସାନ୍‌ ତା ପରିବାର ପାଖକୁ ଫେରିଯାଉ ଓ ସୁଖର ସଂସାର କରୁ’

କୁଆଡ଼େ ଗଲେ ବାବୁସାନ୍‌ ? ମନ୍ମଥ ମିଶ୍ର ଚାହାନ୍ତି, ସେ ତାଙ୍କ ପରିବାର ପାଖକୁ ଫେରିଯାଆନ୍ତୁ ।

Draupadi Murmu
ରାଷ୍ଟ୍ରପତିଙ୍କ ଲାଗି ସୁବିଧା ସୁଯୋଗ : ଦୁନିଆର କୌଣସି ବି ସ୍ଥାନକୁ ମାଗଣା ଯାତ୍ରାର ସୁବିଧା

ମାସିକ ପାଖାପାଖି ୫ ଲକ୍ଷ ଟଙ୍କାର ବେତନ, ବିଭିନ୍ନ ପ୍ରକାର ଭତ୍ତା

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।