• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
କାଶୀପୁରରେ ବ୍ୟାପି ଚାଲିଛି ଝାଡ଼ାବାନ୍ତି : ଆଉ ୨ ଜଣଙ୍କ ଜୀବନ ଗଲା, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଏବେବି ଚିକିତ୍ସିତ ହେଉଛନ୍ତି ୬୦ରୁ ଅଧିକ ଆକ୍ରାନ୍ତ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

Special story
ମୋଟୁକୁ ଗୋଦାବରୀର ପଛୁଆ ପାଣି ବିପଦ: ୩୬ ବର୍ଷର ରେକର୍ଡ ଭାଙ୍ଗି ବନ୍ୟାପାଣି ପ୍ରବାହିତ ହେବାରୁ ଜଳପ୍ରଳୟ

ଭୟଙ୍କର ସ୍ଥିତି...ବୁଡ଼ିଯାଇଛି ବାସଘର...କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି । ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି ।

Special story
ଶ୍ରାବଣ ମାସରେ ଅଲୌକିକ ଘଟଣା : ଶିବଲିଙ୍ଗରୁ ଝରୁଛି କ୍ଷୀର

କ୍ଷୀର ବାହାରିବାର କାରଣ ଜଣାପଡ଼ିନଥିବା ବେଳେ, ବାବା ଭୋଳାନାଥଙ୍କ ଏହା ଏକ ଲୀଳା ବୋଲି କହୁଛନ୍ତି ଭକ୍ତ

Special story
‘ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଜାଣିଶୁଣି ଗିରଫ କରୁନି ପୋଲିସ୍‌’

ବିଜୟ ଶଙ୍କର ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁନଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା ଅଭିଯୋଗ କରିଛନ୍ତି ।

Special story
ନଳକୂପ ଯୋଗୁଁ ଗାଁରେ କୃତ୍ରିମ ବନ୍ୟା : ଖରା ଯାଇ ବର୍ଷା ଆସିଲାଣି, ଏବେ ସ୍ଥିତି ଆହୁରି ଦୟନୀୟ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି

Special story
ଅଭିନେତ୍ରୀଙ୍କୁ ମିଳିଥିଲା ଅଫର୍‌ : ୨୫ଲକ୍ଷ ଦରମା ନିଅ, ସ୍ତ୍ରୀ ହୋଇ ରୁହ

ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କଲେ ବଲିଉଡ୍‌ ଅଭିନେତ୍ରୀ ।

Lankan President Rajapaksa
ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଗଲେ ରାଷ୍ଟ୍ରପତି ରାଜପକ୍ସେ

ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଗଲେ ରାଜପକ୍ସେ, ପୂର୍ବରୁ ଦେଶ ଛାଡ଼ି ମାଳଦ୍ୱୀପରେ ଥିଲେ

Heavy rains continue to lash Malkangiri, communication disrupted
ମାଲକାନଗିରିରେ ୩ ଦିନ ହେଲା ଲଗାଣ ବର୍ଷା : ରାସ୍ତା ଉପରେ ଚାଲୁଛି ୫ ଫୁଟର ପାଣି

ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି

Special story
୯୪ ବର୍ଷ ବୟସରେ ୩ ମେଡାଲ : ପରିଣତ ବୟସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଲେ ଭଗବାନୀ ଦେବୀ

ପିଲାଦିନେ କବାଡ଼ି ଖେଳୁଥିବା ଭଗବାନୀ ଦେବୀ କେବେ ଚିନ୍ତା କରିନଥିଲେ ସେ ଦିନେ ଦେଶ ପାଇଁ ଗୌରବ ଆଣିବେ ।

Sambalpur University
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ : ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍‌

ଆଜି ସକାଳୁ ସକାଳୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Special story
ଗୋଟାବାୟାଙ୍କ ପଳାୟନ ପରେ ଲଙ୍କାରେ ଉଗ୍ର ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଧସେଇ ପଶିଲେ ହଜାର ହଜାର ଲୋକ

ଏପଟେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କଲେ କାମଚଳା ରାଷ୍ଟ୍ରପତି ବିକ୍ରମାସିଂଘେ

Special story
ଏଣିକି ଚିଠି ସହ ପିଠଉର ହୋମ୍‌ ଡେଲିଭରୀ କରିବ ଡାକ ବିଭାଗ

ଅର୍ଡର କଲା ମାତ୍ରେ ଘରେ ଘରେ ପହଞ୍ଚିଯିବ ଦୋସା ଓ ଇଡଲିର ପିଠଉ ।

Special story
ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସମୁଦ୍ରକୁ ଲମ୍ଫଦେଲା ବାପା, ତା’ପରେ...

ସମୁଦ୍ର ଦେଖା ହେଲା କାଳ । ବାପା ଓ ଦୁଇ ଛୁଆ ସମୁଦ୍ରରେ ଭାସିଗଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।