• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
ଆତଙ୍କୀଙ୍କ ‘ମିଶନ୍‌ ୧୫ ଅଗଷ୍ଟ’ : ଭାରତରେ ଏକାଧିକ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର

କେବେ ସୁଧୁରିବ ପାକିସ୍ତାନ, କେବେ ସୁଧୁରିବ ପାକିସ୍ତାନ୍‌ ଆତଙ୍କୀ ? ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀଙ୍କ ଟାର୍ଗେଟରେ ଭାରତ ।

Special story
ଦେଶରେ ବଢ଼ୁଛି ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା: ଦିଲ୍ଲୀରେ ପୁଣି ଜଣେ ବିଦେଶୀ ଆକ୍ରାନ୍ତ ଚିହ୍ନଟ

ଟ୍ରାକ୍ ହେଉଛି ଟ୍ରାଭେଲ ହିଷ୍ଟ୍ରି, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରାଯାଉଛି ଆଇସୋଲେଟ୍

special story
ତାଇଓ୍ୱାନ୍ ଉପରେ ଚାପ ପ୍ରୟୋଗ ଲାଗି ଚୀନର ଚେଷ୍ଟା

ଦକ୍ଷିଣ ଚୀନ୍ ସାଗରରେ ପିଏଲ୍ଏର ୫ ଦିନିଆ ସମରାଭ୍ୟାସ

special story
କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଚୀନ୍‌ : ଆଲର୍ଟରେ ତାଇଓ୍ୱାନ୍ ସେନା

ଯୁଦ୍ଧ ଆଶଙ୍କାରେ ପ୍ରସ୍ତୁତି ଆରମ୍ଭ କରିଛି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର

special report
ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

ଓଡ଼ିଶାରେ ବଢ଼ି ବଢ଼ି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । ଏବେ ରାଜ୍ୟରେ ଅଛନ୍ତି ୧୭ ଲକ୍ଷ ବୁଲା କୁକୁର।

SPECIAL STORY
ନିଘୋଡ଼ ନିଦରେ ଟ୍ରାକ୍‌ରେ ଶୋଇପଡ଼ିଲେ ଯୁବକ : ମୃତ୍ୟୁ ସାଜି ମାଡ଼ି ଆସିଲା ଲୌହ ଦାନବ, ହେଲେ . .

ନିଦ ପାଇଁ ଜୀବନ ଚାଲିଯାଇ ଥାଆନ୍ତା, ହେଲେ ଭାଗ୍ୟ ବଳରେ ଯୁବକଙ୍କ ଜୀବନ ବଞ୍ଚିଗଲା ।

special story
ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...

ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...

Politics over not invited to feast
ବାହାଘର, ବ୍ରତଘରକୁ ଡାକିବ...ଭୋଜି କଲା ବେଳକୁ ସରପଞ୍ଚଙ୍କୁ ଡାକିବ?

ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ . . .

special story
ଅନଲାଇନ୍‌ରେ ଡାଉନଲୋଡ୍‌ କଲେ ଲୋନ୍‌ ଆପ୍‌...ଆକାଉଣ୍ଟରୁ କଟିଲା ଟଙ୍କା..

ସାବଧାନ ହୁଅନ୍ତୁ...କାରଣ ଆପ୍‌ ଡାଉନଲୋଡ୍‌ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ

special report
ବଦଳିଲା ଫିଚର୍ସ...ପାୱାରଫୁଲ ହେବେ ଆଡମିନ୍...

ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍‌।

special story
ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର

ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର

special story
ମାଆ ବେହୋସ ହୋଇ ପଡ଼ିଥିଲା...ଛତା ଧରି ଝିଅ ଜଗି ବସିଲା

ଶାଶୂଘର ଲୋକଙ୍କ ଅତ୍ୟାଚାରରେ ବେହୋସ ହୋଇ ପଡ଼ିଲା ମାଆ

special story
ମିଳୁନି ପ୍ରୋତ୍ସାହନ...ଚାଷୀ ପଚାରୁଛି କାଜୁ ଚାଷ କରି ମୁଁ କଣ ଭୁଲ କଲି?

କଫି ପରେ କାଜୁକୁ ନେଇ ଏବେ ଭାରି ଚର୍ଚ୍ଚାରେ କୋରାପୁଟ।

special report
ଏଥର ରାକ୍ଷୀ ପୂନେଇରେ....ଯବାନଙ୍କ ହାତରେ ବନ୍ଧା ହେବ ଯାଜପୁରିଆ ରାକ୍ଷୀ

ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ

special report
କନକ ଦିଦିଙ୍କୁ ଧରି ଭୋ ଭୋ କାନ୍ଦିଲେ କୁନି ପିଲା...କହିଲେ, ଦିଦି ତୁମେ ଯାଅନି...

୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।

Special story
ଦିନରାତି ପରିଶ୍ରମ କରି ଡିପୋର ଅବସ୍ଥା ବଦଳାଇଦେଲେ ମହିଳା ଅଧିକାରୀ : କୃତଜ୍ଞତା ଜଣାଉଛନ୍ତି ଜନତା

ମହିଳା ଅଧିକାରୀଙ୍କୁ ସାବାସୀ, ଲଗାତାର ତିନି ମାସ ଧରି ପ୍ରଥମ ସ୍ଥାନରେ ସିକର ଡିପୋ

Special story
ନଡ଼ିଆ ଚାରା ଘୋଟାଲା :୨୮ ଲକ୍ଷ ଟଙ୍କାର ବିଲ୍ ହୋଇଛି, ହେଲେ ୨୮ଟି ଗଛ ଦେଖିବାକୁ ମିଳୁନି

ଜଗତସିଂହପୁର ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ଏବେ ନଡ଼ଇା ଚାରା ଘୋଟାଲାକୁ ନେଇ ହଇଚଇ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।