• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
ପିଣ୍ଡା ସାରା ଗୋବର ଗଦା : ପାଖରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି କୁନି କୁନି ପିଲା

ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ ।

Special story
ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଗଲା ମୋ ବସ୍‌ : ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ

ଅଣ୍ଡରପାସରେ ୧୫ ଫୁଟ୍ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି ।

Special story
ବୁମ୍‌ ନୁହେଁ ହାତରେ ପ୍ଲାଷ୍ଟିକ୍‌ ବୋତଲ : ରିପୋର୍ଟର ହୋଇ ନିଜ ସ୍କୁଲର ପୋଲ୍‌ ଖୋଲିଦେଲା କୁନି ପିଲା

ମାଇକ୍ ପରି ସ୍କୁଲ ହତାରେ ବୁଲି ବୁଲି ଟିଭି ରିପୋର୍ଟର ପରି କୁନି ପିଲାଟିଏ ଗପୁଛି । ଏବେ ସେ ସାରା ଦେଶରେ ଭାଇରାଲ୍ ।

Special story
ଦ୍ୱାଦଶ ପାସ୍‌ ସାଇବର୍‌ ଅପରାଧୀକୁ ଧରିଲା ପୋଲିସ୍‌ : ଲୋକଙ୍କୁ ଠକି ବର୍ଷକରେ ଆୟ କରିଛି ଅଢ଼େଇ କୋଟି

ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍‌ ହାତରେ ଧରାପଡ଼ିଛି ।

Special story
ମାଓନେତାରୁ ଚାଷୀନେତା : ଲୋକଙ୍କ ଭରସା ଜିତିଲେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ

ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି।

Special story
ବାପାର ଅସ୍ଥି ଧରି କାନ୍ଦୁଛି ପୁଅ : କାଉଡ଼ିଆ ଯାତ୍ରାରେ ଆସିଥିଲେ, ହେଲେ ଫେରିଲେନି

ବୋଲବମ୍ ପାଣି ନେଇ ପୁରୀ ଆସିଥିଲେ ବାପା, ହେଲେ ଅସ୍ଥି ପାଲଟିଗଲେ...

Special story
ଅର୍ପିତା ମୁଖାର୍ଜୀଙ୍କର ଥିଲା ୩୧ଟି ଏଲଆସି ପଲିସି : ସବୁଠି ନୋମିନି ପାର୍ଥ ଚାଟାର୍ଜୀ

ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।

Special story
ଖେଳ ବିଗାଡ଼ିଲା ଢିଲା ପ୍ୟାଣ୍ଟ୍‌ : ରେସରେ ସବୁଠାରୁ ପଛରେ ପଡ଼ିଗଲେ ଖେଳାଳି

ଢିଲା ପ୍ୟାଣ୍ଟ୍‌ ପାଇଁ ରେସ୍‌ ହାରିଗଲେ ଖେଳାଳି ।

Special story
ସ୍ୱାମୀ ନା ପିଶାଚ : ସ୍ତ୍ରୀକୁ ଏସିଡ୍‌ ପିଆଇ ମାରିଦେଲା ସ୍ୱାମୀ

ସାମାନ୍ୟ କେଇଟା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ।

Special story
ତାଇୱାନ୍‌ ଅକ୍ତିଆର କରି କମ୍ପ୍ୟୁଟର ଚିପ୍ସର ଏକଚାଟିଆ କାରବାର ପାଇଁ ଚୀନ୍‌ର ଷଡ଼ଯନ୍ତ୍ର !

ତାଇୱାନ୍‌ ପାଇଁ କାହିଁକି ଆଗକୁ ଆସୁଛି ଆମେରିକା ? ଯୁଦ୍ଧ ହେଲେ ସାରା ବିଶ୍ୱରେ କି କି ପ୍ରଭାବ ପଡ଼ିବ ?

Special story
ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର

ସିବିଆଇ ନୋଟିସ୍‌ ପରେ ଆଜି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

Special story
ଦରବୃଦ୍ଧି, ବେକାରୀ ଓ ଜିଏସଟି ବୃଦ୍ଧିର ପ୍ରତିବାଦ : ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ, ଦିଲ୍ଲୀ ପୋଲିସ ଅନୁମତି ନ ଦେବାରୁ କଂଗ୍ରେସର ଅସନ୍ତୋଷ

Special story
ପକ୍ଷୀଙ୍କ ପାଇଁ ଷ୍ଟାର ହାଉସ୍ : ଜମାପୁଞ୍ଜି ଖର୍ଚ୍ଚ କରିଦେଲେ ରାଜକୋଟର ଜଣେ ଚାଷୀ

ଖୋଲା ଆକାଶରେ ବୁଲିବା ପରେ ପକ୍ଷୀ ଗଛରେ ରୁହନ୍ତି, ସେପରି କଙ୍କ୍ରିଟ୍ ସହର ଓ ଛଳନା ଭରା ଦୁନିଆରେ ଜଣେ ଚାଷୀ ପକ୍ଷୀଙ୍କ ପାଇଁ ନିଜର ସଞ୍ଚିତ ସବୁ କିଛି ସମର୍ପି ଦେଇଛନ୍ତି ।

Special story
ପାର୍ବଣ ଋତୁ ପୂର୍ବରୁ ଜନତାଙ୍କୁ ଆଶ୍ୱସ୍ତି : ୧୦ରୁ ୧୨ ଟଙ୍କା ଶସ୍ତା ହେବ ତୈଳ ଦର !

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ

Special story
ସାଇକେଲରେ ସଂଘର୍ଷ : ସ୍କୁଲରୁ ଫେରିବା ପରେ ଘର ଘର ବୁଲି ଫୁଡ୍ ଡେଲିଭରି କରୁଛି କୁନି ପୁଅ

ସାଇକେଲରେ ଘରକୁ ଘର ବୁଲୁଛି କୁନି ପୁଅ । ସନ୍ଧ୍ୟା ୬ଟାରୁ ରାତି୧୧ଟା ପର୍ଯ୍ୟନ୍ତ କରୁଛି ଫୁଡ୍‌ ଡେଲିଭରି ।

Special story
ଦେଶରେ ସର୍ବାଧିକ ବିଜ୍ଞାପନ ଦେଉଥିବା ବ୍ୟକ୍ତି ସଦଗୁରୁ : ଦୈନିକ ଖର୍ଚ୍ଚ କରନ୍ତି ୧.୩୫ ଲକ୍ଷ

ସୋସିଆଲ ମିଡିଆରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ସଦଗୁରୁ । ମାଟି ଓ ପୃଥିବୀକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସଚେତନ କରାନ୍ତି ।

China-Taiwan Tensions
CHINA vs TAIWAN : ସାମରିକ ଶକ୍ତି ଦୃଷ୍ଟିରୁ କିଏ କାହା ଉପରେ ଭାରି ?

ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେଲେ କିଏ ଜିତିବ ଆଉ କିଏ ହାରିବ ?

Special story
ବ୍ୟାଙ୍କରେ ପଶି ୩୫ ଲକ୍ଷ ଟଙ୍କା ଲୁଟିନେଲା ୧୦ ବର୍ଷର ପିଲା : ଟେର୍‌ ପାଇଲେନି କର୍ତ୍ତୃପକ୍ଷ

ପଟିଆଲାସ୍ଥିତ ଏସବିଆଇର ମୁଖ୍ୟ ଶାଖାରେ ଏଟିଏମରେ ରଖିବାକୁ ବ୍ୟାଗରେ ନଗଦ ଟଙ୍କା ରଖାଯାଇଥିଲା। ତେବେ ହଠାତ୍ ବ୍ୟାଗଟି ଉଭାନ୍ ହୋଇଯାଇଥିଲା।

Special story
ଚାକିରି କିରାଣୀ : ଘର ଭିତରେ ଅଛି କୋଟି କୋଟି ଟଙ୍କାର ସଂପତ୍ତି

ଛାନଭିନ ବେଳେ ଘରୁ ନଗଦ ୮୫ ଲକ୍ଷ ଟଙ୍କା ମିଳିଛି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।