• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ନାଁରେ ଚାଲିବ ଭାରତ ଶାସନ

ମିଳିବ ମାସିକ ୫ ଲକ୍ଷ ଟଙ୍କାର ଟିକସମୁକ୍ତ ବେତନ, ମର୍ସିଡିଜ୍ ବେଞ୍ଜ୍ S-600ରେ ଯାତାୟତ ସୁବିଧା

Special story
ବାବୁସାନ, ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ପତ୍ନୀ ତୃପ୍ତିଙ୍କ ହଙ୍ଗାମା : ସ୍ୱାମୀଙ୍କୁ ଗାଡ଼ିରୁ ଟାଣି ଆଣିଲେ, ଅଭିନେତ୍ରୀଙ୍କୁ ଗୋଡ଼ାଇଲେ

ରାସ୍ତା ମଝିରେ ସିନେ ତାରକାଙ୍କ ଜୋରଦାର କଳି । ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମୁହାମୁହିଁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ।

Special story
‘ଟିକି ଅପା ଥାନାକୁ ଏକା କାହିଁକି ଗଲେ, ପୁଅକୁ ନେଇ ଗଲେନି ’

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ମନ୍ମଥ ମିଶ୍ର ସ୍ୱୀକାର କରିଛନ୍ତି

Special story
ପୁଅ ବୋହୂ ଝଗଡ଼ାକୁ ନେଇ ମୁହଁ ଖୋଲିଲେ ଉତ୍ତମ ମହାନ୍ତି

ମୋ ବୋହୂ ତୃପ୍ତି ବହୁତ ଭଲ ବୋଲି କହିଲେ ଉତ୍ତମ ମହାନ୍ତି

Special story
ବାବୁସାନ ଓ ପ୍ରକୃତିଙ୍କ ଫ୍ରେଣ୍ଡସିପ ଉପରେ ପ୍ରଶ୍ନଚିହ୍ନ ଲଗାଇଲେ ତୃପ୍ତିଙ୍କ ମାଉସୀ

ଆଜି ଉଭୟ ଏକାଠି ଯାଇଥିବାରୁ ତୃପ୍ତି ହସ୍ତକ୍ଷେପ କରିଥିଲା

Special story
ଅନଲାଇନ ସପିଂରେ ଠକେଇ : ଅର୍ଡର କରିଥିଲେ ବନାରସୀ ଶାଢୀ, ଆସିଲା ଚିରାଫଟା କପଡା

କାଳ ହେଲା ଅନଲାଇନ୍‌ ଅର୍ଡର। ମଗାଇଥିଲେ ବନାରସି ଶାଢୀ, ହେଲେ ପ୍ୟାକେଟ୍‌ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।

special report
‘ତୃପ୍ତିଙ୍କ ବିରୋଧରେ ମୁଁ ଲିଗାଲ ଆକ୍ସନ ନେବି’

‘ମୋତେ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍‌ କଲେ ’

Special story
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ କି କି ସୁବିଧା ?

ରାଷ୍ଟ୍ରପତିଙ୍କ ପାଇଁ ମୁତୟନ ଥାଆନ୍ତି ସ୍ୱତନ୍ତ୍ର ଗାର୍ଡ, ଯାହାଙ୍କୁ ପ୍ରେସଡେନ୍ସିଆଲ ଗାର୍ଡ କୁହାଯାଏ ।

Special story
ସୋନିଆଙ୍କୁ ଇଡି ଜେରା : ପ୍ରତିବାଦରେ ଦେଶବ୍ୟାପୀ ଦଳୀୟ କର୍ମୀଙ୍କ ହଙ୍ଗାମା, ପୋଡ଼ାଜଳା

ଗୋଟିଏ ପଟେ ସୋନିଆଙ୍କୁ ଜେରା ଚାଲିଥିଲା , ଅନ୍ୟପଟେ ଏହାର ପ୍ରତିବାଦରେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ

Special story
ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ : ଦ୍ରୌପଦୀଙ୍କ ପାଖରେ ୧୩୪୯ ଭୋଟ୍‌

୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି ।

Arvind Kejriwal
ମୋଦିଙ୍କ ଗଡ଼ ଉପରେ କେଜ୍ରିୱାଲଙ୍କ ନଜର : ପଞ୍ଜାବ ପରି ଗୁଜରାଟରେ ମାଗଣା ବିଜୁଳି ବଣ୍ଟନ ପାଇଁ ପ୍ରତିଶ୍ରୁତି

ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଗୁଜରାଟ ଅକ୍ତିଆର କରିବାକୁ ପ୍ରୟାସ ଆରମ୍ଭ କରିଛି ।

Dr. Arvind Goyal
ଏମିତି ଜଣେ ରାଜା, ଯିଏ ବାଛିଲେ ଗରିବୀ : ୬୦୦ କୋଟିର ସମ୍ପତ୍ତି ଦାନ କରିଦେଲେ

ନିଜର ସମସ୍ତ କଷ୍ଟଅର୍ଜିତ ସମ୍ପତ୍ତି ଦାନ କରିଦେଲେ ଅରବିନ୍ଦ ଗୋଏଲ୍

Gujarat Constable mowed
ପ୍ରଥମେ DSP, ତା’ପରେ SI.. ଆଉ ଏବେ ଜଣେ କନଷ୍ଟେବଲଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

୨୪ ଘଣ୍ଟା ଭିତରେ ସମାନ ଢ଼ଙ୍ଗରେ ଦେଶରେ ୩ ପୋଲିସଙ୍କୁ ବର୍ବର ହତ୍ୟା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।

Special story
ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଜୟପୁରର ବିଭିନ୍ନ ସ୍କୁଲ୍‌ରେ ଏମଡିଏମ୍‌ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।