• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Auto-rickshaw Drivers
ହଇରାଣ ହେଲେଣି ଲୋକେ . . . ପ୍ରତ୍ୟାହାର ହେଲା ଅଟୋ ଆନ୍ଦୋଳନ

ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା

5T
ବିଧାନସଭାରେ ଥମୁନି 5T ଝଡ଼

କାଉଣ୍ଟର ପାଇଁ ସୋସିଆଲ ମିଡିଆର ସାହାରା ନେଲା ବିଜେଡି

Auto-rickshaw strike
ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ

ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ହେବେ ସାମିଲ

Dharmendra Pradhan, Bhartruhari Mahtab
ପଦ୍ମ ପୋଖରୀକୁ ଡେଇଁବେ କି ଭର୍ତ୍ତୃହରି ମହତାବ ?

ଦିଲ୍ଲୀରେ ମହତାବଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରେଡ୍ କାର୍ପେଟ ! କିଛି ଦିନ ହେଲା ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଭର୍ତ୍ତୃହରି

rent agreement
କାହିଁକି ୧୧ ମାସ ପାଇଁ ହୁଏ ରେଣ୍ଟ୍‌ ଏଗ୍ରିମେଣ୍ଟ୍‌ ?

Rent Agreement କାହିଁକି କରାଯାଏ, କ’ଣ ସୁବିଧା ମିଳେ ?

Bombs hurled
ଖାକିକୁ ବି ଛାଡ଼ିଲେନି : ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ଏକ ଘର ଉପରେ ପୋଲିସର ଚଢାଉ ବେଳେ ଦୁର୍ବୃତ୍ତଙ୍କ ବୋମାମାଡ଼

Mumbai Triplex
ଦେଶର ସବୁଠାରୁ ମହଙ୍ଗା ଡିଲ୍‌ :୨୫୨ କୋଟିରେ ବିକ୍ରି ହେଲା ତିନି ମହଲା କୋଠା

ମାୟାନଗରୀ ମୁମ୍ବାଇରେ ୨୫୨ କୋଟିରେ ତିନି ମହଲା କୋଠାର ଡିଲ୍‌ । ସ୍କୋୟାର ଫୁଟ୍‌ ପିଛା ମୂଲ୍ୟ ୧.୪ ଲକ୍ଷ ।

us
ଆମେରିକାରେ ବ୍ୟାଙ୍କ ଡୁବୁଛି ! ଟଳମଳ ହେଲାଣି କି ଆମେରିକୀୟ ବ୍ୟାଙ୍କିଂ କ୍ଷେତ୍ର?

୨୦୦୮ ମସିହାରେ ବିଶ୍ୱର ଆର୍ଥିକ ସଙ୍କଟ ପରେ ଆମେରିକା ବ୍ୟାଙ୍କିଂ କ୍ଷେତ୍ରରେ ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି ।

'Art Gate'
FATF ରିପୋର୍ଟରେ କଂଗ୍ରେସର କଳା ଚିଠା ! ପୁଣି ଚର୍ଚ୍ଚାରେ ୟୁପିଏ ଅମଳର 'ଆର୍ଟ ଗେଟ୍'

କିଛି ବର୍ଷ ପରେ ପୁଣି ଚର୍ଚ୍ଚାର ପରିସରକୁ ଫେରିଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳର ଆର୍ଟ ଗେଟ୍ । ୟେସ୍ ବ୍ୟାଙ୍କ ଘୋଟାଲାରେ ଗିରଫ ସିଇଓ ରାଣା କପୁର୍ ପଦ୍ମଭୂଷଣ ପୁରସ୍କାର ପାଇବାକୁ ଏକ ପେଣ୍ଟିଂ କିଣିବା ନାଁରେ ପ୍ରିୟଙ୍କା ଗାନ୍ଧିଙ୍କୁ ୨ କୋଟି ଟଙ୍କା ଦେଇଥିଲେ...

crime
‘ମୋ ସ୍ୱାମୀ ମୋତେ ଦେହଜୀବୀ ସଜାଇବାକୁ ଚାହୁଁଛନ୍ତି, ମୋତେ ବଞ୍ଚାନ୍ତୁ’

‘ମିଛ କହି ବିଶ୍ୱାସରେ ବିଷ ଦେଇଛନ୍ତି । ମଣିଷ ନୁହେଁ ସେ ପାଷାଣ . . ଏବେ ମୁଁ ବେସାହାରା । ’

special story
ଚାଷ ପ୍ରେମରେ ଚାକିରିଆ ଦମ୍ପତି : ଗରିବଙ୍କ ମୁହଁରେ ଆହାର ଦେବାପାଇଁ ଖୋଲିଛନ୍ତି ଫାର୍ମ ହାଉସ

ଢେଙ୍କାନାଳ ଜିଲ୍ଲାରେ ଚାଷ କରି ସାଉଁଟିଛନ୍ତି ଅନେକ ପ୍ରଶଂସା

meat garland
ଶନିଦେବଙ୍କ ପାଇଁ ଆଣିଥିଲେ ମାଂସର ମାଳ,୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍‌

ଖୁସିରେ ରହିବା ପାଇଁ ଜଣେ ଭଣ୍ଡ ବାବାଙ୍କ ପରାମର୍ଶ କ୍ରମେ ଶନିଦେବଙ୍କୁ ମାଂସ ମାଳ ଅର୍ପଣ କରିବାକୁ ଉଦ୍ୟମ ।

Western disturbance
ଭିଜିବ ଉପାନ୍ତରୁ ଉପକୂଳ : ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ

ଝଡ଼ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା

Jammu
ସାର୍‌ଙ୍କ ପ୍ୟାଣ୍ଟ୍‌ ପକେଟରେ ହାତ ଭର୍ତ୍ତି କଲେ ମହିଳା, ବାହାରିଲା ନାଲିପାଣି ବୋତଲ

ପିଲାଙ୍କ ପଢେଇବାକୁ ଆସିଥିଲେ ସାର୍। ପ୍ୟାଣ୍ଟ ପକେଟରେ ହାତ ପୁରାଇ ମଦ ବାହାର କଲେ ମହିଳା।

Bhopal gas tragedy
ଭୋପାଳ ଗ୍ୟାସ୍‌ ଟ୍ରାଜେଡି : ପ୍ରଭାବିତଙ୍କୁ ମିଳିବନି ଅଧିକ କ୍ଷତିପୂରଣ

କେନ୍ଦ୍ର ପକ୍ଷରୁ ଦାୟର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

special story
ଝିଅର ବେଡ୍‌ରୁମ୍‌ରେ ଉଲଗ୍ନ ଯୁବକ : ନିଆଁବାଣ ହୋଇ ବନ୍ଧୁକ ଉଠାଇଲେ ବାପା . .

ଝିଅର ରୁମରେ ଉଲଗ୍ନ ଯୁବକଙ୍କୁ ଦେଖିଲେ କେହି ବି ନିଆଁବାଣ ହେବା ସ୍ୱାଭାବିକ, ହେଲେ ଏହା ପଛରେ କ’ଣ ରହିଛି . .

Odisha Matric Exam
କାହିଁକି ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ୧୫ ହଜାର ପିଲା ?

ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ ।

SS Rajamouli and RRR Team
ଓସ୍କାର ସେରିମନୀରେ RRRକୁ ଅପମାନ !!! ଶେଷ ସିଟ୍‌ରେ ରାଜମୌଲି ଓ ଟିମ୍‌

କାହକିଁ RRR ଟିମକୁ ପଛ ସିଟ୍‌ରେ ବସିବାକୁ ଦିଆଗଲା ? ପ୍ରଶଂସକମାନେ ଏହାକୁ ଅପମାନ ବୋଲି କହୁଛନ୍ତି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।