ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ ଭୋଗିଲେଣି ଲୋକେ । କେଉଁଠି କେନାଲରେ ଆସୁନି ପାଣି, କେଉଁଠି ଗାଡିଆ ପୋଖରୀ ଶୁଖିଲା, ତ ଆଉ କେଉଁଠି ନଳକୂଅରେ ଉଠୁନି ପାଣି । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ସମସ୍ତେ । କଟକ, ପୁରୀ ଏବଂ ସାଲେପୁରରେ...
ଇମ୍ରାନ୍ଙ୍କ ଘର ବାହାରେ ପୋଲିସ୍ ଓ ସମର୍ଥକ ଧସ୍ତାଧସ୍ତି
ଓଟିଭି ଫୋରସାଇଟ କାର୍ଯ୍ୟକ୍ରମରେ ଅନୁଭୂତି ବଖାଣିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ପତ୍ନୀ ପଲ୍ଲବୀ ଯୋଶୀ...ମଂଚ ଉପରେ ଇନଷ୍ଟାଣ୍ଟ ଗୀତ କଂପୋଜ କରି ହୃଦୟ ଜିତିଲେ ଅନୁ ମଲ୍ଲିକ...
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।
ମୋବାଇଲ୍ ଥିଲେ ମୋର ସ୍ୱାମୀ ଦରକାର ନାହିଁ . . ଝଗଡ଼ା ହେବାରୁ ରୋକଠୋକ୍ ଶୁଣାଇଦେଲେ ସ୍ତ୍ରୀ . . .ଏକଥା ଶୁଣି . . .
ପ୍ରେମ ପାଇଁ ପରିବାର ଲୋକ ହିଁ ଯୁବତୀଙ୍କ ଜୀବନ ନେଇଗଲେ ।
ଦୀପେଶ କୋଲି ନାମକ ଏହି ଯୁବକ ଇନ୍ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .
ଫ୍ୟାକ୍ଟ୍ରି(chopper manufacturing unit )ରେ ହେବ ହେଲିକପଟର ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ
ବରକୁ ୬୫, କନ୍ୟାକୁ ୨୪ ବର୍ଷ । ଧୁମଧାମରେ ହେଲା ବିବାହ
ଦୁର୍ଦ୍ଦଶାରେ କେନ୍ଦ୍ରାପଡ଼ା ଚାରିପୋଖରୀଆ ଗାଁର ଲକ୍ଷ୍ମୀଙ୍କ ପରିବାର, ସହାୟତା ପାଇଁ ଆଗେଇ ଆସିଲେ ଆଇନସେବା ପ୍ରାଧିକରଣ ସଚିବ
ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .
ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।
ଏତେ ସଫଳତା ପରେ ବି ସରକାରୀ ସହାୟତା ଶୂନ
ରାତିରେ ବାଲି ଡମ୍ପିଂ କରି ଦିନରେ ବିକ୍ରି
ଗୋବରକୁ କଞ୍ଚାମାଲ୍ ରୂପେ ବ୍ୟବହାର କରି ମେସିନ ସାହାଯ୍ୟରେ ରୋଷେଇ ଘରର ଜାଳେଣି ପ୍ରସ୍ତୁତ କରାଯାଉଛି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି
ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଯେଉଁ ଜମିରେ ଦିନେ ଗାଈ ଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହୋଇଛି ପୋଖରୀ,ପାର୍କ,ବଡ଼ ବଡ଼ କୋଠା । ଅନେକ ଗୋଚର ଜମିକୁ ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଏବେ ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ କେବଳ ସରକାରୀ କାଗଜ କଲମରେ ରହିଯାଇଛି....