ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।
‘ଶାଶୂଘର ବହୁ ଦୂର . . .ମୁଁ ଏତେ ଦୂର ଯିବିନି , ମୋତେ ମୋ ଘରେ ଛାଡ଼ିଦିଅ ’
ଗୋ-ସମ୍ପଦର ବିକାଶ ପାଇଁ ସରକାର ୨୦୨୧ ମସିହାରେ ଆରମ୍ଭ କରିଥିଲେ ‘ମୋ ଗୁହାଳ’ ଯୋଜନା । ଯେଉଁମାନେ ଘରେ ଗାଈ ଗୋରୁ ରଖିଥିବେ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଏ। ପ୍ରତି ହିତାଧିକାରୀଙ୍କୁ ମିଳିଥାଏ ୧ ଲକ୍ଷ ୧୩ ହଜାର ଟଙ୍କା ସହାୟତା ରାଶି । କିନ୍ତୁ ମାଲକାନଗିରି...
ଛତିଶଗଡରୁ ଫ୍ଲୋ ନାହିଁ . . .ହୀରାକୁଦରେ ପାଣି ନାହିଁ
ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ଦେଖା ଦେଇଛି । ଗମେଇ ନଦୀର ନନ୍ଦପୁର ନିକଟରେ ଏକ କୁମ୍ଭୀର ଶୋଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି ।
ବିଶ୍ୱର ସବୁଠାରୁ ବାମନ ବଡିବିଲ୍ଡରଙ୍କ ସ୍ୱପ୍ନ ସତ ହେଲା । ପଡ଼ିଲା ହାତଗଣ୍ଠି, ଧୁମଧାମରେ ହେଲା ବାହାଘର ।
ପରିଶ୍ରମର ଫଳ ସବୁବେଳେ ମିଠା । ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ତେଜିନ୍ଦର୍ ସିଂ ଶେଖୋଙ୍କ ପିଲାଦିନ ଖୁବ୍ ଦୟନୀୟ ଥିଲା ।
ଜେଲ୍ ଭିତରୁ 'ଭାଇଜାନ୍'ଙ୍କୁ ଧମକ,ଲରେନ୍ସ ବିଷ୍ଣୋୟୀ ନିଶାନାରେ ସଲମାନ୍ ଖାନ୍
ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଏବେ ଲୋକଙ୍କୁ ସଚେତନ କରିଛନ୍ତି । ହେଲ୍ମେଟ୍ ବାଣ୍ଟିବା ସହ ଟ୍ରାଫିକ୍ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ।
ପୋଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ।
ଏକପ୍ରକାର ଠପ୍ ହୋଇଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ।
ଛାତ୍ରୀ ଜଣକ କାର୍ରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ଲେଡ୍ରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ
୧୫ ବର୍ଷିୟ ନାତୁଣୀକୁ ଦୁଷ୍କର୍ମ କଲା ଜେଜେବାପା ।
ଜଣେ ୨୦ ବର୍ଷୀୟ ଯୁବକଙ୍କୁ ୧୦୦ ଥର ଛୁରି ଭୁସି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇ ଯୁବକଙ୍କ ଶରୀରକୁ ଏକ ବୁଦା ଭିତରେ ଫିଙ୍ଗି ଦେଇ ଚାଲିଯାଇଥିଲା ।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଏବେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି।
ନୋଟିସ ସତ୍ତ୍ୱେ ଆଇପିଏସ୍ ଏନ୍.ବି. ଭାରତୀ କୌଣସି ଉତ୍ତର ଦେଉନାହାଁନ୍ତି ।