ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ନେଇ ବଡ଼ ଖବର। ସମ୍ବାଦ ସରବରାହ ସଂସ୍ଥା ଜି ନ୍ୟୁଜ୍ ସୂତ୍ରରୁ ବଡ଼ ଖବର। ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ ଥିବା ଜଣାଯାଇଛି। ଏନେଇ ସେ ୩ଟି ସର୍ତ୍ତ ମଧ୍ୟ ରଖିଛନ୍ତି।
ସିଦ୍ଧରମୈୟା, ଏଚ୍ଡି କୁମାରସ୍ୱାମୀ ଏବଂ ପ୍ରଖ୍ୟାତ ପ୍ରଗତିଶୀଳ ସାହିତ୍ୟିକ କେ. ବୀରଦ୍ରାପ୍ପାଙ୍କ ସମେତ ୬୪ ଜଣଙ୍କୁ ମୃତ୍ୟୁ ଧମକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାର୍ତ୍ତା କହୁଛି ଯେ “ମୃତ୍ୟୁ ଆପଣଙ୍କ ଚାରିପାଖରେ ଲୁଚି ରହିଛି, ମରିବାକୁ ପ୍ରସ୍ତୁତ ରୁହନ୍ତୁ।”
ଆସୁଛି ‘ଲାଏନ୍’। ଭୟଙ୍କର ବଣୁଆ ଜନ୍ତୁ ଭାବେ ନଜର ଆସିବେ ଶାହରୁଖ ଖାନ। ଏଥିରେ ଦେଖିବାକୁ ମିଳିବ ସାଉଥ୍ର ସୁପର୍ହିଟ୍ ଅଭିନେତ୍ରୀ ନୟନତାରାଙ୍କୁ। ସେ କିଙ୍ଗ୍ ଖାନଙ୍କ ସହ ଜବରଦସ୍ତ ରୋମାନ୍ସ କରିବେ।
ମନୋରଂଜନ ଦୁନିଆକୁ ରଂଗୀନ କରିବ ଅପ୍ରିଲ୍। ଆସୁଛି ୩ ଫିଲ୍ମ। ଦୁଇ ବଡ ପ୍ରୋଜେକ୍ଟ କେଜିଏଫ୍-୨ ଓ ବିଷ୍ଟ୍ ଭିତରେ ରିଲିଜ୍ ହେଉଛି ଜର୍ସି। ତେବେ ଏହା କ’ଣ ଏହି ଦୁଇ ଫିଲ୍ମ ସହ କରି ପାରିବ ମୁକାବିଲା…
ଆଜିକାଲି ଅନେକ ମହିଳା ବ୍ୟବସାୟ ଜଗତରେ ଚମତ୍କାର କାମ କରୁଛନ୍ତି। ଏହି ମହିଳାମାନେ କେବଳ କମ୍ପାନୀକୁ ନିୟନ୍ତ୍ରଣ କରୁନାହାଁନ୍ତି, ବରଂ ସେମାନେ ହଜାର ହଜାର କର୍ମଚାରୀଙ୍କୁ ମଧ୍ୟ ଆଗକୁ ନେଉଛନ୍ତି। ଏହି ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଙ୍କିତା ଗାବା।
ସମୟଚକ୍ରରେ ପେସି ହୋଇଚାଲିଛି ଏ ମଣିଷ। କେତେବେଳେ ସେ ଭାଙ୍ଗି ଚୁର୍ମାର୍ ହୋଇଯାଉଛି ତ କେବେ ସମୟ ଦେଖାଉଛି ନୂଆ ଆଶା ଓ ସମ୍ଭାବନା। ଏମିତି ଏକ ସମୟଚକ୍ରରେ ଘାଣ୍ଟିହୋଇ ଆଗକୁ ବଢିଛନ୍ତି କନକଲତା ଭଞ୍ଜ। ତେବେ କ’ଣ ଥିଲା ତାଙ୍କର ସ୍ୱପ୍ନ? ଏବେ କେଉଁ ମୋଡରେ ପହଞ୍ଚିଛି...
ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର। ମାଟି ସମୃଦ୍ଧ ହେଲେ ଉଦ୍ଭିଦ ବଢିବ ଓ ବାୟୁ ଶୁଦ୍ଧି ହୋଇଯିବ।
ଲେମ୍ବୁର ମୂଲ୍ୟ ବୃଦ୍ଧି ହେବା ଦେଖି ଟ୍ୱିଟରରେ ଜନମତ ସୃଷ୍ଟି ହୋଇଛି। କିଛି ଲୋକ ମେମ୍ ଶେୟାର କରୁଥିବାବେଳେ, କେତେକ ଏମିତି ଥଟ୍ଟାମଜ୍ଜା ପୋଷ୍ଟ୍ କରିଛନ୍ତି ଯାହା ଆପଣଙ୍କୁ ହସାଇବାକୁ ବାଧ୍ୟ କରିବ। କେହି କେହି ମଜ୍ଜାରେ କହିଛନ୍ତି ଯେ, କିଛି ଦିନ ପରେ ଲେମ୍ବୁ ସୁନା ଦୋକାନରେ...
ଚୁକ୍ତିନାମା ଆଧାରରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରାକ୍ଟିସନର (ସିଏମ୍ପି) ପଦବୀ ପାଇଁ କେନ୍ଦ୍ରୀୟ ରେଳବାଇ ଆହ୍ୱାନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଜୁନ୍ ୧୭, ୨୦୨୨ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ସାଉଥ୍ ଇଣ୍ଡଷ୍ଟ୍ରୀର ତାରକାମାନେ ଗୋଟେ ପରେ ଗୋଟେ ବଲିଉଡ୍ ମୁହାଁ ହେଉଥିବା ଦେଖାଯାଏ। ଏବେ ମହେଶ ବାବୁଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେଉଛି। ତେବେ ସେ ଏହାକୁ ନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଆଲିଆ ଭଟ୍ଟ ଓ ରଣବୀର କପୁର। ବିବାହ ପାଇଁ ଅଧିକାଂଶ କ୍ଷେତ୍ରରେ ସମାସ୍କନ୍ଧ ପାତ୍ର ଖୋଜାଯାଏ। ପ୍ରାୟତଃ ସମ୍ପତ୍ତିର ପରିମାଣକୁ ଦେଖାଯାଏ। ତେବେ ଆଲିଆ ଓ ରଣବୀରଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି ଓ କିଏ ଅଧିକ ଧନୀ ଆସନ୍ତୁ...
ସାରା ଦୁନିଆରେ ଏୟାରଲାଇନ୍ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ...
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ...
ମୁମ୍ବାଇରେ ଭାରତର ପ୍ରଥମ XE ଭାରିଏଣ୍ଟ୍ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମୁମ୍ବାଇ ମ୍ୟୁନିସ୍ପାଲ୍ କର୍ପୋରେସନ୍ ପକ୍ଷରୁ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିନ୍ତୁ ଏହାକୁ ଅସ୍ୱୀକାର କରିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ। ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଲେ ପୁରୀ ବିଧାୟକ। ସେହିପରି ଏହାକୁ...
ଶ୍ରୀଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପକୁ ନେଇ ଆଶଙ୍କା। ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ। ଏପଟେ ରାଜ୍ୟ ସରକାରଙ୍କ ଯୁକ୍ତି ଦୁଇଦୁଇ ଥର ସ୍ପଷ୍ଟୀକରଣ ଦେଲୁଣି। ଏଥର ବି ଆଇନ୍ ବିଭାଗ ଉତ୍ତର ରଖିସାରିଛି। କେନ୍ଦ୍ର ରାଜ୍ୟ ତୁ ତୁ ମେ ମେ ଭିତରେ ମନ୍ଦିର ବିକାଶ ଯେଭଳି...
ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଖୁବ୍ ଶୀଘ୍ର ରିଲିଜ୍ ହେବ କେଜିଏଫ୍ ୨। କହିବ ସୁନା ଖଣିର ସତ ଘଟଣା। କେତେ ଭୟଙ୍କର ଥିଲା ସେହି ଦୃଶ୍ୟ ପରଦାରେ ଗୋଟି ଗୋଟି ଦିଶିବ। ଜାଣିବା ପାଇଁ ପଢନ୍ତୁ ପୂରା ଘଟଣା।
ଏପ୍ରିଲ୍ ମାସରେ ରିଲିଜ୍ ହେବାକୁ ଥିବା ଭାରତୀୟ ଫିଲ୍ମ ଓ ୱେବ୍ ସିରିଜ୍ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଥିବା ୧୦ଟି ଭାରତୀୟ ଫିଲ୍ମକୁ ଆଇଏମ୍ଡିବି ତାଲିକାଭୁକ୍ତ କରିଛି। ଏଥର ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରିର କଣ୍ଟେଣ୍ଟ୍ ମୌକା ମାରି ନେଇଛି।
ମା’ ହେବା ନେଇ କେଉଁ ମହିଳା ବା ନ ଚାହେଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ମା’ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି। ଆସନ୍ତୁ ଜାଣିବା।