ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ସେଥିରୁ ରୋଷଘର ନୀତି ଅନ୍ୟତମ। ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଭୋଗରେ କେଉଁସବୁ ପନିପରିବା ବ୍ୟବହୃତ ହୁଏ...
ମୋବାଇଲ୍ ଚାଟିଂ ବେଳେ ଆମେ ଅନେକ ଇମୋଜି ବ୍ୟବହାର କରୁ। ଅବଶ୍ୟ, ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ଯେ ଏହି ଇମୋଜିଗୁଡିକ କେଉଁଠୁ ଆସିଲା। ଏବେ ଏହାର ପ୍ରମାଣ ମିଳିଛି।
‘ତାରକ ମେହେଟ୍ଟା କା ଉଲ୍ଟା ଚଷ୍ମା’କୁ ବିଦାୟ ଦେଇଛନ୍ତି ଶୈଲେଶ ଲୋଧା। ବର୍ତ୍ତମାନ ନୂଆ ଟିଭି ଓ ନୂଆ ଶୋ’ରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ସେ କାହିଁକି ଏହି ଶୋ’ ଛାଡିଲେ ଆଉ କେଉଁ ଶୋ’ରେ ଦେଖାଦେବେ।
'ନିକମ୍ମା'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ନିଆରା ଢଙ୍ଗରେ ଦର୍ଶକଙ୍କୁ କରିବେ ମନିରଂଜନ। ତାଙ୍କୁ ଥଣ୍ଡର ୱିମେନ୍ ଓ ମଞ୍ଜୁଲିକା ଅବତାରରେ ଦେଖିବାକୁ ମିଳିବ।
ବୟସ ହେଲାଣି ୮୦, ହେଲେ ଖସିନି ପିଲାଦିନ। ଶଯ୍ୟାଶାୟୀ ହେବା ବୟସରେ ବି ମନରେ ରହିଚି ଯୋଶ୍। ତାଙ୍କ ଦଉଡି ଡିଆଁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ।
‘ଆଶ୍ରମ ୩’ର ଟ୍ରେଲର୍ ରିଲିଜ୍ ହେବା ପରେ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ହଟ୍ ଲୁକ୍ ଲୋକଙ୍କୁ ପାଗଳ କରୁଛି।
ଆଜି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’। ଆଜିକାଲି ଏହି ସମସ୍ୟା ଖୁବ କ୍ଷୀପ୍ର ଗତିରେ ବଢିଚାଲିଛି। ଠିକ ସମୟରେ ଏହାର ଚିକିତ୍ସା ନ ହେଲେ ଜୀବନ ଉପରେ ବିପଦ ପଡେ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଖାଦ୍ୟରେ ଏହିସବୁ ଫଳକୁ ନିହାତି ସାମିଲ୍ କରନ୍ତୁ।
ଆଜିକାଲି ପ୍ରୋଷ୍ଟେଟ୍ କ୍ୟାନ୍ସର୍ ବଢିବାରେ ଲାଗିଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।
ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।
BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।
ସୋସିଆଲ ମିଡିଆରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍ଲିନ୍ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…
ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।
ଆମ୍ବ ସୁସ୍ୱାଦୁ ଫଳ ମଧ୍ୟରେ ଗୋଟିଏ। ଦୁନିଆରେ ଅନେକ ପ୍ରକାରର ଆମ୍ବ ରହିଛି। ଏହାରି ଭିତରେ ଏମିତି ଏକ ଆମ୍ବ ରହିଛି ଯାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଆପଣ ଏହାକୁ ନେଇ ସ୍ୱପ୍ନ ବି ଦେଖିବା ଭୁଲିଯିବେ। ଭାରତରେ କେଉଁଠି ମିଳେ ଆସନ୍ତୁ ଜାଣିବା।
ଶାରିରୀକ ସମସ୍ୟା ସତ୍ତ୍ୱେ ହାରି ନଥିଲେ ମହିଳା। ପାଠ ୧୦ମ ପର୍ଯ୍ୟନ୍ତ ଥିଲେ ବି ହୋଇଗଲେ ଫ୍ୟାସନ ଡିଜାଇନର୍। ଏବେ ସାଜିଛନ୍ତି ସବୁ ମହିଳାଙ୍କ ପାଇଁ ପ୍ରେରଣା।
ଆଇପିଏଲ୍ ମ୍ୟାଚ୍ର ପ୍ଲେ ଅଫ୍ ରେସ୍ରୁ ବାଦ ପଡିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ପ୍ଲେ ଅଫ୍ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁହାଁମୁହିଁ ହେବ। ଏଠାରେ CSKର ଚେଷ୍ଟା କେବଳ ସମ୍ମାନ ବଞ୍ଚାଇବା ପାଇଁ। ଅନ୍ୟପକ୍ଷରେ ଗୁଜୁରାଟ ଶୀର୍ଷ ୨ରେ ନିଜର ସ୍ଥାନକୁ...
SECL ବିଭିନ୍ନ ଅପରେଟର୍ ପୋଷ୍ଟ୍ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ।
ସଲମାନ ତାଙ୍କର ନୂଆ ଫିଲ୍ମ 'କଭି ଇଦ୍ କଛି ଦିୱାଲୀ'ର ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଲୁକ୍ ଶେୟାର କରି ସଲମାନ ଖାନ ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି।
‘ଆଶ୍ରମ’ର ଉଭୟ ସିଜନକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେଇଥିଲେ। ତେବେ 'ଆଶ୍ରମ' ସୁଟିଂ ଠାରୁ ଆରମ୍ଭ କରି ଏହାର ରିଲିଜ୍ ପର୍ଯ୍ୟନ୍ତ ଅନେକ ବିବାଦ ଘେରରେ ଛନ୍ଦି ହୋଇରହିଛି। ସେହି ବିବାଦ ସବୁ କ’ଣ ଆସନ୍ତୁ ନଜର ପକେଇନେବା।
ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ...
କୋଭିଡ୍ରେ ଆକ୍ରାନ୍ତ ହୋଇ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି। ଏହାର ପ୍ରଭାବ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କର ଲକ୍ଷଣ ବିଷୟରେ ବିଶେଷ...