• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Aliens visited to earth on new year night
ନୂଆବର୍ଷ ପାଳିବାକୁ ପୃଥିବୀକୁ ଆସିଥିଲେ କି ଏଲିଏନ୍; ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଭିଡିଓରେ ତ୍ରିକୋଣୀୟ ଆକୃତିର ୟୁଏଫ୍‌ଓ ଦେଖାଯିବାର କୁହାଯାଉଛି। ଏହା ଏଲିଏନ୍‌ମାନଙ୍କର ବୋଲି ଦାବି ହେଉଛି।

Worlds strongest kid Guinness world records at the age of five
୫ ବର୍ଷ ବୟସରେ ବଡି ବିଲ୍ଡିଂରେ ବିଶ୍ୱ ରେକର୍ଡ

୫ ବର୍ଷୀୟ ବାଳକ ବଡି ବିଲ୍‌ଡିଂ ଦୁନିଆରେ ପାଦ ଦେଇଥିବା ବେଳେ ତାଙ୍କ ଆଗରେ ବଡ ବଡ ମଧ୍ୟ ମୁଣ୍ଡ ନୁଆଁଇଛନ୍ତି। ଏତେ ମହାନ ଶରୀର, ଏପରି ବିପଜ୍ଜନକ ଷ୍ଟଣ୍ଟ୍‌ ଯାହାକୁ କରିବା ନେଇ ଅଭିଜ୍ଞ ଷ୍ଟଣ୍ଟମ୍ୟାନ୍‌ମାନେ ମଧ୍ୟ ବହୁ ପରିଶ୍ରମ କରନ୍ତି।

Blue snake video goes viral on social media
ଭାଇରାଲ ହେଉଛି ନୀଳ ରଙ୍ଗର ସାପ

ଏପରି ଏକ ବିରଳ ସାପର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ସାପର ରଙ୍ଗ ନୀଳ ହୋଇଥିବା ବେଳେ ଏହା ଦେଖିବାକୁ ଖୁବ ସୁନ୍ଦର। କିନ୍ତୁ ଏହା ଯେତିକି ସୁନ୍ଦର, ସେତିକି ବିପଦପୂର୍ଣ୍ଣ ମଧ୍ୟ।

Salman Khan considered as villain in kankani village
ସଲମାନ ଖାନଙ୍କୁ ଏଠି ମାନନ୍ତି ନାହିଁ ହିରୋ, ଭାବନ୍ତି ଭିଲେନ୍

ସଲମାନ ଖାନଙ୍କୁ ହିରୋ ଭାବେ କିଏ ବା ନ ଜାଣେ। ଖାଲି ଦେଶ ନୁହେଁ ଦେଶ ବାହାରେ ମଧ୍ୟ ସେ ଜଣେ ହିରୋ ଭାବେ ପରିଚିତ। କିନ୍ତୁ ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠାର ଲୋକେ ତାଙ୍କୁ ଜଣେ ଭିଲେନ୍ ବୋଲି ଭାବନ୍ତି।

Deepika Padukone best roles in bollywood
ଦୀପିକା ଆଜି କାହିଁକି ବଲିଉଡ୍‌ର ନମ୍ବର୍ ୱାନ୍ ଅଭିନେତ୍ରୀ

ଦୀପିକା ପାଦୁକୋନ୍‌ଙ୍କ ଅନେକ୍ ଫିଲ୍ମ ବିବାଦ ଘେରକୁ ଆସିଥିଲେ ମଧ୍ୟ ତାଙ୍କ କ୍ରେଜ୍ ହ୍ରାସ ପାଇ ନାହିଁ। ତେବେ ସେ ତୁଚ୍ଛାରେ ବଲିଉଡ୍‌ର ଏକ ନମ୍ବର ହିରୋଇନ୍ ହୋଇ ନାହାନ୍ତି। ଏହା ପଛରେ ରହିଛି ତାଙ୍କର ଅନେକ ସାଧନା। ତେବେ ଆସନ୍ତୁ ତାଙ୍କ ଜୀବନରେ ମାଇଲଖୁଣ୍ଟ ସାଜିଥିବା...

British Sikh woman preet chandi created history with trip to south pole
ଇତିହାସ ରଚିଲେ ଶିଖ୍ ମହିଳା; ସଫଳ କଲେ ସାଉଥ୍ ପୋଲ୍‌ ଯାତ୍ରା

ଇତିହାସ ରଚିଲେ ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି। ସାଉଥ୍ ପୋଲ୍‌କୁ ଏକାକୀ ଯାତ୍ରା ସଫଳ କରିବାରେ ସେ ହୋଇପାରିଛନ୍ତି ପ୍ରଥମ "ଅଣଶ୍ୱେତ ମହିଳା"। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା।

Dog has such luscious hair, people shocked
କୁକୁର କରୁଛି ହେୟାର୍ ଷ୍ଟାଇଲି; ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ସେ ପୁଅ ହେଉ କି ଝିଅ ହେଉ ସମସ୍ତେ ଷ୍ଟାଇଲିସ୍ ଚୁଟି କରିବାକୁ ଚାହାନ୍ତି। ଏନେଇ ସେମାନେ ସେଲୁନ୍ କିମ୍ବା ପାର୍ଲର ଯାଇ ଚୁଟିକୁ କଲର କରନ୍ତି। କିନ୍ତୁ ଏଠି ଏମିତି ଏକ କୁକୁର ଅଛି ଯାହାର ସ୍ୱଭାବିକ ଭାବେ ଲମ୍ବା ଆଉ ସୁନେଲି କେଶ ରହିଛି।

Indian woman Asha Rani pulled 12000 kg double decker bus with hair
୧୨ ହଜାର କେଜିର ଡବଲ୍ ଡେକର୍ ବସ୍‌କୁ ଚୁଟିରେ ଟାଣିନେଲେ ମହିଳା

ଚମତ୍କାର। ସାମାନ୍ୟ ଏକ କାର୍‌କୁ ଠେଲିବା ବେଳେ ୪/୫ ଜଣ ଲାଗୁଥିବା ବେଳେ ୧୨ ହଜାର କେଜିରୁ ଅଧିକ ଏକ ଡବଲ୍ ଡେକର୍ ବସ୍‌କୁ ନିଜ ଚୁଟିରେ ଟାଣି ରେକର୍ଡ କରିଛନ୍ତି ଜଣେ ମହିଳା। ଭିଡିଓକୁ ଦେଖି ସମସ୍ତେ କରୁଛନ୍ତି ପ୍ରଶଂସା।

Unique wedding; woman marries pink colour
ନିଆରା ବିବାହ; ଗୋଲାପୀ ରଙ୍ଗକୁ ଜୀବନସାଥୀ କରିନେଲେ ମହିଳା

ନା କୌଣସି ପୁରୁଷ, ନା କୌଣସି ମହିଳା; ଏମିତି କି କୌଣସି ପଶୁଜନ୍ତୁ ମଧ୍ୟ ନୁହେଁ; ଗୋଲାପୀ ରଙ୍ଗକୁ ବିବାହ କରିଛନ୍ତି ଜଣେ ମହିଳା। ଏହା ତାଙ୍କର ପାଗଳାମୀ ନା ପ୍ରେମ ଆସନ୍ତୁ ଜାଣିବା।

Abhiram Das's 'Kathare Mahabharat' released
ଅଭିରାମ ଦାସଙ୍କ 'କଥାରେ ମହାଭାରତ' ଲୋକାର୍ପିତ

କବି ଅଭିରାମ ଦାସଙ୍କ 'କଥାରେ ମହାଭାରତ'ର ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ ‘ମହାଭାରତ’ ହେଉଛି କଥା, କାହାଣୀ ଓ ଉପାଖ୍ୟାନର ଏକ ମହାସମୁଦ୍ର ଏବଂ ଅସଂଖ୍ୟ ବିଚିତ୍ର ଚରିତ୍ର ସମୂହର ଏହା ହେଉଛି ଏକ ଚିତ୍ତାକର୍ଷକ ଚିତ୍ରଶାଳା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Actor Swapnil Joshi comeback in 2022
ଟିଭି ପରଦାକୁ ଫେରୁଛନ୍ତି ବାଳ କୃଷ୍ଣ ସ୍ୱପ୍ନିଲ୍ ଯୋଶୀ

ଆପଣ ‘ଶ୍ରୀକୃଷ୍ଣ’ ଧାରାବାହିକରେ ଦେଖିଥିବା ବାଳ କୃଷ୍ଣ ଏବେ ୪୪ ବର୍ଷର ହୋଇଯାଇଛନ୍ତି। ନୂଆବର୍ଷରେ ସେ ନୂଆ ଆଶା ନେଇ ଫେରୁଛନ୍ତି। ତାଙ୍କ ହାତରେ ରହିଛି ଅନେକ କାମ। ତେବେ ଟିଭି ଦୁନିଆରୁ ଆରମ୍ଭ କରିଥିବା ନିଜ କ୍ୟାରିୟରକୁ ନେଇ ସେ କ’ଣ କୁହନ୍ତି ଆସନ୍ତୁ ଜାଣିବା।

Dharmendra and Hema Malini on Bidi packet
ବିଡି ପ୍ୟାକେଟ୍‌ର ବିଜ୍ଞାପନରେ ଧର୍ମେନ୍ଦ୍ର ଓ ହେମା ମାଳିନୀ

ବେଳେବେଳେ ଅଭିନେତାମାନେ ଏମିତି ବିଜ୍ଞାପନରେ କାମ କରନ୍ତି ଯେ ଯାହା ତାଙ୍କୁ ବଦନାମ କରେ। ଏହି ସବୁ ମାମଲାରେ ପୂର୍ବରୁ ଅମିତାଭ ବଚ୍ଚନ, ଅଜୟ ଦେବଗନ, ବରୁଣ ଧୱନ୍, ଆଲିଆ ଭଟ୍ଟ ଆଦି ଛନ୍ଦି ହୋଇଥିବା ବେଳେ ଏବେ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ନାଁ ସାମ୍ନାକୁ ଆସିଛି।

Savitri Bai Phule wants English education for girls
ଏ ହେଉଛନ୍ତି ଦେଶର ପ୍ରଥମ ଶିକ୍ଷୟିତ୍ରୀ ଯିଏ ମହିଳାଙ୍କ ଇଂରାଜୀ ଶିକ୍ଷାକୁ ଜୋର ଦେଇଥିଲେ

ଦେଶର ପ୍ରଥମ ମହିଳା ଶିକ୍ଷକ ହେଲେ ସାବିତ୍ରୀବାଇ ଫୁଲେ। ସେ ମହିଳାଙ୍କ ମଧ୍ୟରେ ଇଂରାଜୀ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅନେକ କାମ କରିଛନ୍ତି। ଆସନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି ତଥ୍ୟ ବିଷୟରେ ଜାଣିନେବା।

Mother toured world carrying disabled son on her back
ଏମିତି ମା’, ପିଠିରେ ବୋହି ଅଧା ଦୁନିଆ ଦେଖେଇଦେଲେ ଦିବ୍ୟାଙ୍ଗ ପୁଅକୁ

ମା’ଟିଏ ନିଜ ପିଲାକୁ ସୁରକ୍ଷା ଜୀବନ ସାରା ବିନା ସ୍ୱାର୍ଥରେ ଦେଇପାରେ। ସେଇ ମା’ ହିଁ ନିଜ ପିଲା ପାଇଁ ସବୁ ସୁଖ ଆଣିପାରେ। ମା’କୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଏକ ପୁଅକୁ ଜଣେ...

What you should do when rope of lift be broken
କ’ଣ କରିବେ, ଯଦି ଲିଫ୍ଟର କେବୁଲ ଛିଡିଯାଏ

ଆଜିକାଲି ଫ୍ଲାଟ୍ ସଂସ୍କୃତିରେ ଲିଫ୍ଟ୍ ଏକ ସାଧାରଣ କଥା। ଲୋକେ ସହଜରେ ଯାତାୟତ ପାଇଁ ଏହାକୁ ବ୍ୟବହାର କରିଥାନ୍ତି, କିନ୍ତୁ ଅନେକ ମଧ୍ୟ ଲିଫ୍ଟର କେବୁଲ୍ ଛିଡିବାକୁ ନେଇ ମନରେ ଭୟ କରିଥାନ୍ତି। ତେବେ ଜାଣନ୍ତୁ ଏପରି ସ୍ଥିତିରେ କ’ଣ କରିବେ?

Heavy dose of viagra save the corona patient
ଭାଏଗ୍ରା ବଞ୍ଚେଇଦେଲା ଗୁରୁତର କରୋନା ଆକ୍ରାନ୍ତ ମହିଳାଙ୍କୁ

କରୋନା ଭାଇରସ୍‌କୁ ଦମନ କରିବା ନେଇ ଏଯାଏ କୌଣସି ଔଷଧ ବାହାରି ନାହିଁ। ଡାକ୍ତରମାନେ ଅନ୍ୟାନ୍ୟ ରୋଗର ଔଷଧ ବ୍ୟବହାର କରି ଏହାର ଚିକିତ୍ସା କରୁଛନ୍ତି। ଏବେ ଭାଏଗ୍ରା ଜଣେ ଗୁରୁତର କରୋନା ରୋଗୀଙ୍କୁ ବଞ୍ଚେଇ ଦେଇଛି।

New serial
ପ୍ରେମର ନିଆରା ଯାଦୁ ଦେଖେଇବ ‘ପ୍ରେମର କୁହୁକ’

ନୂଆବର୍ଷରେ ନୂଆ ଉପହାର। ‘ତରଙ୍ଗ ଟିଭି’ରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘ପ୍ରେମର କୁହୁକ’। ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକରେ ଭିନ୍ନ ଏକ କାହାଣୀକୁ ଭେଟିବେ। ଫିଲ୍ମରେ ପ୍ରେମ ବ୍ୟତୀତ ରହିଛି ସାମ୍ପ୍ରତିକ ସମାଜର କିଛି ଝଲକ।

Pushpa sets new record on new years
ସର୍ବାଧିକ ରେକର୍ଡ କଲା 'ପୁଷ୍ପା'; ୩୦୦ କ୍ଲବ୍‌ରେ ସାମିଲ

ସବୁ ରେକର୍ଡ ଭାଙ୍ଗିଛି 'ପୁଷ୍ପା'। । ଶନିବାର ଏହି ଚଳଚ୍ଚିତ୍ରଟି ସର୍ବାଧିକ ଦିନିକିଆ ସଂଗ୍ରହକୁ ଭାଙ୍ଗି ସର୍ବାଧିକ ୬.୧୦ କୋଟି ଟଙ୍କା ରୋଜଗାର କରିଛି। ଏହାର ହିନ୍ଦୀ ସଂସ୍କରଣ ଖୁବ୍ ଶୀଘ୍ର ୭୫ କୋଟି ରୋଜଗାର କରିବ ବୋଲି ଦୃଢ ଆଶା କରାଯାଇଛି।

Salman Khan revealed the importance of his bracelet
ସଲମାନ ଖାନ କାହିଁକି ପିନ୍ଧନ୍ତି ବ୍ରେସ୍‌ଲେଟ୍‌; କହିଲେ ଏହାର ରହସ୍ୟ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ହାତରେ ପ୍ରାୟ ଶୋଭାପାଏ ଏକ ବ୍ରେସ୍‌ଲେଟ୍‌। ଏହାକୁ ସମସ୍ତେ ଫିଲ୍ମରେ ଦେଖିଥିଲେ ବି ଏହା ପଛରେ ଲୁଚିଥିବା ରାଜ୍‌ ବିଷୟରେ ଜାଣି ନ ଥିବେ। ସଲମାନ ନିଜେ ଏହାର ରହସ୍ୟ ଖୋଲିଛନ୍ତି।

Dead aquatic animals raining on ground
ଆକାଶରୁ ବର୍ଷିଗଲେ ମାଛ, ଜାଣନ୍ତୁ କାହିଁକି ଏପରି ହୁଏ?

ଆପଣମାନେ ନିଶ୍ଚିତ ଶୁଣିଥିବେ ଆକାଶରୁ ମାଛ ବର୍ଷା ହେବା କଥା। ଏହା ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ। କିନ୍ତୁ ଏହା ସତ। ତେବେ ଜାଣନ୍ତୁ କିପରି ଆକାଶରୁ ମାଛ ବର୍ଷା ହୁଏ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।