୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
BSF କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ (ପ୍ରାଣୀ ଚିକିତ୍ସା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମାସିକ ଦରମା ୯୨ ହଜାର ରହିଛି।
ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ଅନେକ ବର୍ଷ ବିତିଗଲାଣି। ଲୋକେ ଆଜି ବି ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କରନ୍ତି। ତେବେ ଆସନ୍ତୁ ଜାଣିବା ସେହି ରାତିରେ ଦିବ୍ୟା କ’ଣ କରୁଥିଲେ? କିଏ କିଏ ତାଙ୍କ ସହ ଥିଲେ? ବିବାହର ମାତ୍ର ଏକ ବର୍ଷ ଭିତରେ କିପରି ଦିବ୍ୟାଙ୍କ ମୃତ୍ୟୁ...
ଯେଉଁ ବୟସରେ ଲୋକମାନେ ନିଜକୁ ବୃଦ୍ଧ ଦର୍ଶାଇ କୌଣସି କାର୍ଯ୍ୟରେ ଅକ୍ଷମ ବୋଲି ଭାବନ୍ତି ସେହି ସମୟରେ ଜଣେ ୯୫ ବର୍ଷୀୟ ପ୍ରଫେସର ଅଛନ୍ତି ଯିଏ ପ୍ରତିଦିନ ୧୨୦ କିଲୋମିଟର ଯାତ୍ରା କରନ୍ତି ଆଉ ପିଲାମାନଙ୍କୁ ପାଠ ପଢାନ୍ତି। ସେ ହେଲେ ପଦାର୍ଥ ବିଜ୍ଞାନର ପ୍ରଫେସର ଚିଲୁକୁରୀ ସାନ୍ତମ୍ମା...
୨୦୨୩ ବଲିଉଡ୍ର ଭାଗ୍ୟ ପରିବର୍ତ୍ତନ କରିପାରେ। ସବୁଠାରୁ ବଡ ତିନୋଟି ଆକ୍ସନ୍ ଚଳଚ୍ଚିତ୍ର ଟ୍ରିପଲ୍ ଏସ୍(S) ଙ୍କ କାନ୍ଧରେ ଅଛି। ଏହି ଟ୍ରିପଲ୍ S କିଏ ଓ କ’ଣ ତାଙ୍କର ଫିଲ୍ମ ଆସନ୍ତୁ ଜାଣିନେବା।
‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ପ୍ରଶଂସାର ସୁଅ। ସେ କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରିପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା।
ଭାଇରାଲ୍ ହେଉଛି ମାଙ୍କଡର କରୁଣ କାହାଣୀ। ମା’ ମାଙ୍କଡର ମୃତ୍ୟୁରେ ଭାଙ୍ଗିପଡିଛି ଛୁଆ ମାଙ୍କଡ। ମୃତ ଦେହ ପାଖରେ ବସି କାନ୍ଦୁଛି ଆଉ ମା’କୁ ଉଠେଇବାକୁ ଚେଷ୍ଟା କରୁଛି।
ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…
ନୂଆ ବଜେଟ୍ରେ ଅଣାଯାଇଛି ବିଭିନ୍ନ ସ୍କିମ୍। ଏହାକୁ କ୍ୟାମ୍ପେନ ମୋଡ୍ରେ ପ୍ରଚାର ପ୍ରସାର କରିବା ଲାଗି ଦଳୀୟ ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି କହିଛି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ଏଥିରେ କେବଳ କପି ପେଷ୍ଟ ଲାଗି ଉଦ୍ୟମ ହୋଇଛି।
GAIL କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ବୟସ ସୀମା, ଆବେଦନ ଶୁଳ୍କ, ଯୋଗ୍ୟତା ଇତ୍ୟାଦି ବିଷୟରେ ଜାଣିବା ପାଇଁ ପଢନ୍ତୁ।
ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।
ବିନୋଦ ମେହେରା ତାଙ୍କର ସୁନ୍ଦର ଚେହେରା ଏବଂ ବ୍ୟକ୍ତିତ୍ୱ ଯୋଗୁଁ ସମସ୍ତଙ୍କ ପ୍ରିୟ ହୋଇ ଯାଇଥିଲେ। ସେତେବେଳେ ଅନେକ ବଲିଉଡ୍ ନାୟିକାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ସେ ମଧ୍ୟରୁ ରେଖା ମଧ୍ୟ ଜଣେ। କୁହାଯାଏ ସେ ତାଙ୍କୁ ଲୁଚିକି ବାହା ହୋଇଯାଇଥିଲେ। ହେଲେ…..
ଗୋଟିଏ ସମୟରେ ଚନ୍ଦ୍ରଚୂଡ ସିଂହ ବଲିଉଡ୍ର ଜଣେ ଆଗଧାଡିର ଅଭିନେତା ଥିଲେ। ନିଜ ଦମ୍ରେ ସେ ବଲିଉଡ୍ ଦୁନିଆକୁ କବ୍ଜା କରି ନେଇଥିଲେ। ହଠାତ ତାଙ୍କ ଜୀବନରେ ଘଟିଗଲା ଏମିତି ଏକ ଘଟଣା ଯାହା ତାଙ୍କ କ୍ୟାରିୟରକୁ ବର୍ବାଦ କରିଦେଲା। ସେ କ’ଣ ଆଉ ବଲିଉଡ୍କୁ ଫେରିବେ ନାହିଁ…!
ଟ୍ରେନ୍ରେ ଆମକୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚେଇବାର ଦାୟିତ୍ୱ ଲୋକୋ ପାଇଲଟଙ୍କର ଥାଏ। ଲୋକୋ ପାଇଲଟଙ୍କ ଦାୟିତ୍ୱ ଏକ ବିମାନ ପାଇଲଟଙ୍କ ଭୂମିକା ସହିତ ସମାନ। ତେବେ ଆପଣ ଯଦି ଲୋକୋ ପାଇଲଟ୍ ହେବାକୁ ଚାହାନ୍ତି ତେବେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହେଉଥିବା ଆଦିବାସୀ ମେଳାରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲୋକେ ମେଳା ବୁଲିବା ସହ ବିଭିନ୍ନ ଆଦିବାସୀ କଳାକୁ ଉପଭୋଗ କରୁଛନ୍ତି ଓ କିଛି ଘରକରଣା ଜିନିଷ କିଣୁଛନ୍ତି। ବିଭିନ୍ନ ଆଦିବାସୀ ନାଚ ଗୀତରେ ଦୁଲୁକୁଛି ମଞ୍ଚ।
ବ୍ୟାଙ୍କ୍ ଅଫ୍ ବରୋଦାରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଏକ୍ୱିଜିସନ ଅଫିସର୍ ପଦ ପାଇଁ ୫୦୦ଟି ପଦବୀ ବାହାର କରିଛି। ଚୟନ ପ୍ରାର୍ଥୀ ବର୍ଷକୁ ୫ ଲକ୍ଷ ଟଙ୍କା ପାଇବେ।
ବଲିଉଡ୍ରେ ଅନେକ ଭୟଙ୍କର ଭିଲେନ୍ ନଜର ଆସିଛନ୍ତି। ସେ କିନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ଜଣେ ଭିଲେନ୍ ଯିଏ ପାଖାପାଖି ୫୦୦ ଚଳଚ୍ଚିତ୍ର କରିଛନ୍ତି, ଏଥିରୁ ୩୦୦ରୁ ଅଧିକ ଏମିତି ଫିଲ୍ମ ଅଛି ତାଙ୍କୁ ଜଣେ ବଳାତ୍କାରୀ ଭାବେ ଦେଖାଯାଇଛି।
ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। କିନ୍ତୁ, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି ଏବଂ ଏହା ଅତ୍ୟନ୍ତ ଗମ୍ଭୀର।
ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ୨ ଦିନ ପରେ ବର-କନ୍ୟାଙ୍କ ମୃତ ଦେହ ମିଳିଛି। ମଙ୍ଗଳବାର ରାତିରେ ଏନେଇ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବାର ଥିଲା। ଏହା ପୂର୍ବରୁ ଏମିତି ଦୁଃଖଦ ଘଟଣା ଘଟିଯାଇଛି।
IIMରେ ଅଧ୍ୟାପକ ପଦ ପାଇଁ ପ୍ରାର୍ଥୀ ନିଯୁକ୍ତ କରିବ। ଏ କ୍ଷେତ୍ରରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହାର ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ପଢନ୍ତୁ।