ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି...
୨୦୨୩ରେ ମଧ୍ୟ ସାଉଥ୍ର ଅନେକ ବଡ ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହେବାକୁ ଯାଉଛି। ସାଉଥ୍ ପାଇଁ ମଧ୍ୟ ଏହି ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନିକଟରେ ମୁକ୍ତିଲାଭ କରିଥିବା ସାଉଥ୍ର ପ୍ରଥମ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଦମଦାର ରୋଜଗାର କରି ଏକ ସୁବର୍ଣ୍ଣ ଭବିଷ୍ୟତର ସଙ୍କେତ ଦେଇଛି।
୮୦ ଏବଂ ୯୦ ଦଶକର ଅନେକ ଅଭିନେତ୍ରୀ ବହୁତ କମ୍ ବୟସରେ ବିବାହ କରିଥିଲେ। ଯେତେବେଳେ ଏହି ଅଭିନେତ୍ରୀମାନେ ବିବାହ କରିଥିଲେ କେତେକଙ୍କୁ ୧୮ ବର୍ଷ ହୋଇଥିଲା ତ ଆଉ କେତେକଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ତେବେ ଆସନ୍ତୁ ଏହିସବୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ...
କାନ୍ଦିବା ଦ୍ୱାରା ଅନେକ ଲାଭ ହୋଇଥାଏ। ଏହା ଏକ ପ୍ରାକୃତିକ ମାନବୀୟ ପ୍ରତିକ୍ରିୟା। କାନ୍ଦିବା ପ୍ରକୃତରେ କଷ୍ଟସାଧ୍ୟ ଭାବନାରୁ ମୁକ୍ତି ପାଇବା ଏବଂ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ।
BOB ସିନିୟର ମ୍ୟାନେଜରରେ ଅନେକ ପଦବୀ ନିଯୁକ୍ତ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ମାସକୁ ୧.୭୮ ଲକ୍ଷ ଟଙ୍କା ବେତନ ପାଇବେ। ଜାଣନ୍ତୁ କେଉଁମାନେ ଆବେଦନ କରିବେ।
ଶାହାରୁଖ ଖାନ ନିଜର ବୁଲାବଙ୍କା ଉତ୍ତର ପାଇଁ ସର୍ବଦା ଜଣାଶୁଣା। 'Ask SRK' ସେସନ୍ରେ ଯେତେବେଳେ ଜଣେ ପ୍ରଶଂସକ 'ପଠାନ୍' ପାଇଁ ତାଙ୍କ ଫି ବିଷୟରେ ପଚାରିଥିଲେ, ଶାହାରୁଖ ଏକ ମଜାଳିଆ ଢଙ୍ଗରେ ତାଙ୍କ ଉତ୍ତର ଦେଇଥିଲେ, ଯାହା ସମସ୍ତଙ୍କୁ ହସେଇବାକୁ ବାଧ୍ୟ କରିଛି।
ଅର୍ଜୁନ କପୁର, ରାଧିକା ମଦାନ ଏବଂ ତବୁଙ୍କ ଫିଲ୍ମ 'କୁତ୍ତେ' ମୁକ୍ତିଲାଭ କରିଛି। ଅର୍ଜୁନ କପୁରଙ୍କ ଏହି ଫିଲ୍ମ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କୁ ବହୁତ ପ୍ରଭାବିତ କରିଛି। ଅର୍ଜୁନଙ୍କ ଲେଡି ଲଭ୍ ମଲାଇକା ଅରୋରାଙ୍କ ଠାରୁ ଆରମ୍ଭ କରି ଆଗଧାଡିର ସବୁ କଳାକାର ଏହାକୁ ପସନ୍ଦ କରିଛନ୍ତି।
ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।
ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ବାପା ପ୍ରତି କୁନି ଝିଅର ଭଲପାଇବା ଦେଖିବାକୁ ମିଳିଛି। ଦେଖନ୍ତୁ କୁନି ଝିଅ କିପରି ବାପାକୁ ଖାଇବାକୁ ଦେଉଛି।
OPGC ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (GET) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ ଏହାର ସୁଯୋଗ ନେଇ ପାରିବେ। ଦରମା ୭୦,୦୦୦ ଟଙ୍କା।
ତନ୍ତ୍ର-ମନ୍ତ୍ର ବାହାନାରେ ମହିଳାଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ କରିବା ନେଇ ଜଲେବୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୦୦ରୁ ଅଧିକ ମହିଳାଙ୍କୁ ରେପ୍ କରିବା ନେଇ ତାଙ୍କୁ ୧୪ ବର୍ଷ ଜେଲ୍ ହୋଇଛି।
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ଦେଶରେ ଏବେ ଓସ୍କାରକୁ ନେଇ ଆଲୋଚନା ଜୋର ଧରିଛି। ୫ଟି ଭାରତୀୟ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସ୍ଥାନିତ ହୋଇଛି। ଆସନ୍ତୁ ଜାଣିବା ଏସବୁ ଫିଲ୍ମଗୁଡିକ କ’ଣ…
ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।
ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଟେସ୍ଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ଲାଭରେ ନୁହେଁ ବରଂ ସର୍ବାଧିକ କ୍ଷତି ସହିବାରେ ୱାର୍ଲ୍ଡ ରେକର୍ଡ କରିଛନ୍ତି ସେ। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା…
ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ।
ଫିଲ୍ମ 'ପଠାନ'ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଏବଂ ବଲିଉଡ୍ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଏହା ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି।
ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ଓସ୍କାରରେ ସାମିଲ୍ ହେଇଛି ଋଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା'। ରହିଛି ଅନେକ ଆଶା। ଏହି ଫିଲ୍ମ ଫାଇନାଲ୍ ପର୍ଯ୍ୟାୟକୁ ଯିବ କି ନାହିଁ ଏହା ଦେଖିବା ବାକି ରହିଲା।
ଯଦି ଆପଣ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ସୀମା ସଡ଼କ ସଂଗଠନ(BRO) ରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିରେ ୫୫୦ରୁ ଅଧିକ ପୋଷ୍ଟ ଖାଲି ଅଛି।
ଯଦି ଆପଣ ଜୋତା ପିନ୍ଧି ଶୋଇଯାନ୍ତି, ତେବେ ଏହା ପାଦର ଶିରା ଉପରେ ଚାପ ପକାଇପାରେ ଏବଂ ହୃଦୟରେ ରକ୍ତ ପହଞ୍ଚ ପହଞ୍ଚିବାରେ ସମସ୍ୟା ହୋଇପାରେ। ଏଭଳି ପରିସ୍ଥିତିରେ ହୃତପିଣ୍ଡକୁ ପମ୍ପ୍ କରିବାରେ ଅଧିକ ଜୋର ଦେବାକୁ ପଡିବ, ଯାହା ହୃତପିଣ୍ଡକୁ କ୍ଷତି ପହଞ୍ଚାଇପାରେ।