• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

cm naveen patnaik
ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଖୁସୀ ଖବର। ୟାସ୍ ବାତ୍ୟା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଉଥିବା ଦୁର୍ଘଟଣାଜନିତ ସହାୟତା ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ ଓ...

Untitled-1
ଏମ୍ସରେ ଚିକିତ୍ସାକୁ ନେଇ ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ କୋଭିଡ ଓ ଅନ୍ୟ ରୋଗୀଙ୍କ ଚିକିତ୍ସାକୁ ଅଧିକ ସୁପରିଚାଳିତ କରିବାକୁ ଜାରି ହୋଇଛି ହେଲପ୍ ଲାଇନ୍ ନମ୍ବର। ହସ୍ପିଟାଲରେ ବେଡ୍ ସମ୍ପର୍କୀତ ତଥ୍ୟ ତା ସହ ଅନ୍ୟ ସାହାଯ୍ୟ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ହେଲପଲାଇନ୍ ନମ୍ବରରେ କଲ୍ କରିପାରିବେ।...

Evacution
ଚାଲିଛି ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର : ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ରୁ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।  ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ଆଶ୍ରୟସ୍ଥଳୀକୁ ଆଶୁଥିବା ବ୍ୟକ୍ତିଙ୍କ...

coronavirus
ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ...

Boat Sink
ଡଙ୍ଗା ବୁଡ଼ି ୭ ନିଖୋଜ, ଜଣେ ମୃତ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି...

cyclone yaas
ୟାସ ମୁକାବିଲାର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ‘ୟାସ୍’ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କ’ଣ? କଥା ହେଉଛି, ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ...

cyclone yaas
ଆଜି ଭୀଷଣ ବାତ୍ୟାର ରୂପ, କାଲି ଅତି ଭୀଷଣରେ ପରିଣତ ହେବ ୟାସ୍

ଭୁବନେଶ୍ୱର :  ପାରାଦୀପଠାରୁ ପାଖାପାଖି  ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍ । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ୟାସ ଆଜି ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ବୋଲି ଅପଡେଟ୍...

1
କରୋନା ରୋଗୀଙ୍କୁ ନ  ବଞ୍ଚେଇ ପାରିବାରୁ କାନ୍ଦିଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସୋନୁ ଦେଶର ପ୍ରତ୍ୟେକ କୋଣର କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ,...

1
BBMAରେ ଛାଇଗଲା ପ୍ରିୟଙ୍କାଙ୍କ ଆକର୍ଷଣୀୟ ଚେହେରା

ମୁମ୍ବାଇ: ବଲିଉଡ ଦେଶୀ ଗାର୍ଲ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଏକ ବିଶ୍ୱ ଆଇକନ୍ ପାଲଟିଯାଇଛନ୍ତି। ସେ ବଲିଉଡ୍ ହେଉ ବା ହଲିଉଡ୍ ହେଉ ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକ ବେଶ ଉପଭୋଗ କରନ୍ତି। ନିଜର ଗ୍ରାମୀଣ ଶାନ୍ତ ସରଳ ଚେହେରା ଠାରୁ ନେଇ ବୋଲ୍ଡ ଲୁକ୍ସ...

Jelly Fish Death
ଜେଲି ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ର କୂଳରେ ଶହ ଶହ ଜେଲି ମାଛ ମଡ଼କ। ଆଜି ସକାଳୁ ଶହ ଶହ ମୃତ ଜେଲି ଫିସ୍ ସମୁଦ୍ର କୂଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଏଭଳି ହୋଇଥିବା...

corona-state-dead
ଆଜି ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି...

fire
ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ

ପୁରୀ :  ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ ଲାଗି ୨୦ ଏକରରୁ ଅଧିକ ଅଞ୍ଚଳରେ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଘ୍ନିଶମ ଟିମ୍ ପହଞ୍ଚିଥିଲେ ବି ପାଖରେ ପାଣି ନ ଥିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ମେରାଇନ ଡ୍ରାଇଭରୁ ଦୁଇ କିଲୋମିଟର ଭିତରେ...

Kandhamal
କରୋନା ଗୁଜବ; ଲୋକଙ୍କ ଭିତରେ ଟେଷ୍ଟିଂ ଭୟ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ...

Umarkot Tahasildar
ତହସିଲଦାରଙ୍କ ମହତପଣିଆ

ଉମରକୋଟ : ନିଜ ମହତପଣିଆକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉମରକୋଟ ତହସିଲଦାର ଡା. ହିମାଞ୍ଚଳ ମାଝି। ସପ୍ତାହାନ୍ତ ସଟଡାଉନ୍ ବେଳେ ରାସ୍ତା କଡରେ ଶାଗ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ସଚେତନ କରିବା ସହିତ ୫୦ ଟଙ୍କାର ଶାଗକୁ ୨ଶହ ଟଙ୍କାରେ କିଣି ତାଙ୍କୁ ଘରକୁ ଯିବାକୁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।