• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

not getting hockey tickets; disappointed true hockey fan
ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।

Not working e-Despatch system
କାମରେ ଆସୁନି ଇ-ଡେସ୍‌ପାଚ୍ ବ୍ୟବସ୍ଥା; ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି

୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍‌ଲାଇନ୍‌ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ।

officer on contract post in exim bank
EXIM ବ୍ୟାଙ୍କରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି; ଚାଲିଛି ଆବେଦନ

EXIM ବ୍ୟାଙ୍କ୍‌ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।

Pathaan Starcasts won't give media interviews before film release
ଫିଲ୍ମ ରିଲିଜ୍ ପୂର୍ବରୁ ଏହି କାମ କରିପାରିବେ ନାହିଁ ଶାହରୁଖ, ଦୀପିକା, ଜନ୍ ଆବ୍ରାହମ

ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଷ୍ଟାରକାଷ୍ଟ ଉପରେ ଲାଗିଛି ପ୍ରତିବନ୍ଧକ। ଏହାର ନିର୍ମାତା ଶାହରୁଖ, ଦୀପିକା ଓ ଜନ୍ ଆବ୍ରାହମଙ୍କୁ ଏହି କାମ କରିବାକୁ ମନା କରାଯାଇଛି।

How to know pure gold what is 22 and 24kt
କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

ସେ ବାହାଘର ହେଉ ବା ଅନ୍ୟାନ୍ୟ ପାର୍ଟି ଫଙ୍କସନ୍‌ ହେଉ ଆଜିକାଲି ସୁନା ଅଳଙ୍କାର ଅତି ଜରୁରୀ ହୋଇପଡିଛି। ଏହି ସୁନା ପୁଣି ବିଭିନ୍ନ କ୍ୟାରେଟ୍‌ର ମିଳିଥାଏ। ଏସବୁ ବିଷୟରେ ନ ଜାଣିଲେ ବେଳେବେଳେ ଠକାମିର ମଧ୍ୟ ଶିକାର ହେବାକୁ ପଡେ। ଆସନ୍ତୁ ସେ ବିଷୟରେ ଜାଣିନେବା।

Gold Price Today 18th Jan 2023
Gold Price Today 18th Jan 2023: ଜାଣନ୍ତୁ କେତେ ରହିଛି ସୁନା-ରୂପା ରେଟ୍

ଆଜି ସୁନା ଓ ରୂପା ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୩୫୦ ଟଙ୍କା ରହିହି। ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୧୦୦ ଟଙ୍କା ରହିଛି। ପୂର୍ବ ଦିନ ମଧ୍ୟ ଏହାର ମୂଲ୍ୟ ସମାନ...

Gleeden, An Extramarital Dating App, Has 2 Million Indian Users
ଭାରତରେ ବଢୁଛି Extramarital Dating App ର ଚାହିଦା

‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।

Oldman in station eating throwing roti after washing
Viral Video: ଏହି ଭିଡିଓ ଦେଖିବା ପରେ ଆପଣ ଆଉ ବଳକା ଖାଦ୍ୟ ଫିଙ୍ଗିବେ ନାହିଁ

ସୋସିଆଲ ମିଡିଆରେ ଏବେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଷ୍ଟେସନର ଟ୍ୟାପ୍ ନିକଟରେ ଏକ ରୁଟିକୁ ଧୋଉଚନ୍ତି ଆଉ ତା’ପରେ ଏହାକୁ ଖାଉଛନ୍ତି।

South central railway recruitment notification
୧୦ମ ପାଶ୍ ସହ ITI କରିଛନ୍ତି କି; ରେଳବାଇରେ ଚାକିରି ସୁଯୋଗ

SCR ରେ ବାହାରିଛି ନିଯୁକ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏସି ମେକାନିକ୍, କାର୍‌ପେଣ୍ଟର୍‌, ଫିଟର୍, ମେସିନିଷ୍ଟ୍‌, ୱେଲଡର୍ ସହିତ ବିଭିନ୍ନ ପ୍ରକାରର ପୋଷ୍ଟ ଏହା ମାଧ୍ୟମରେ ପୂରଣ ହେବ। ଏହା ମାଧ୍ୟମରେ ସମୁଦାୟ ୪୧୦୩ଟି ପୋଷ୍ଟ ପୂରଣ ହେବ।

Rashmika Mandanna beauty secrets skin care routine
ଆପଣ ରଶ୍ମିକା ମନ୍ଦାନାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି କି; ଦେଖନ୍ତୁ…

'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରେ ରଶ୍ମିକା ମନ୍ଦାନାଙ୍କ କ୍ରେଜ୍ ବଢିଯାଇଛି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବେ ଚାରିଆଡେ। ସବୁ ଯୁବତୀମାନେ ଏବେ ତାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଆସନ୍ତୁ ଜାଣିବା…

When will the advance booking of pathan start in india
ଭାରତରେ ‘ପଠାନ’ର ଆଡଭାନ୍ସ ବୁକିଂ କେବେଠାରୁ ଆରମ୍ଭ….

ଫିଲ୍ମ ‘ପଠାନ’ର ଆଡଭାନ୍ସ ବୁକିଂକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ବିଦେଶରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଆପଣ କେବେଠାରୁ ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଟିକେଟ୍‌ ବୁକ୍ କରିପାରିବେ?

Girl stays at home and does cooking and cleaning for boyfriend
‘ମୁଁ ଜଣେ ଘରୋଇ ପ୍ରେମିକା; ପ୍ରେମିକର ଟଙ୍କାରେ ମସ୍ତି କରେ’

ଆଜିକାଲି ଝିଅମାନେ ପାଠସାଠ ପଢି କିଛି କରିବାର ସ୍ୱପ୍ନ ଦେଖୁଛନ୍ତି। ସେମାନେ କାହା ଉପରେ ନିର୍ଭର ହେବାକୁ ଚାହୁ ନାହାନ୍ତି। କିନ୍ତୁ ଏଠି ଏମିତି ଜଣେ ଝିଅ ଅଛନ୍ତି ଯିଏ ପାଠ ପଢି ମଧ୍ୟ ପ୍ରେମିକ ଉପରେ ନିର୍ଭରଶୀଳ। ଚଳିବା ପାଇଁ ତାଙ୍କ ଘରେ ରହୁଛନ୍ତି….

Career in photography and visual communication
Career: ଫଟୋଗ୍ରାଫିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ଦେଖନ୍ତୁ ଏହି ଖବର

ଭିଜୁଆଲ୍ କମ୍ୟୁନିକେସନ୍‌ରେ ଫଟୋଗ୍ରାଫି ଏକ ବଡ଼ କ୍ୟାରିୟର ବିକଳ୍ପ ଭାବରେ ଉଭା ହୋଇଛି, ଯେଉଁଥିରେ ଜଣେ ଗୋଟିଏ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ତେବେ ଆସନ୍ତୁ ଜାଣିବା ଫଟୋଗ୍ରାଫିରେ କିପରି କ୍ୟାରିଅର୍ କରିହେବ।

Taranga Team new Odia Web Series Raktatirtha coming soon Official Trailer release
ଆସୁଛି ତରଙ୍ଗ ଟିମ୍‌ର ପାଟ୍ରିଓଟିକ୍ ଥ୍ରୀଲର୍ ସିରିଜ୍ “ରକ୍ତତୀର୍ଥ”

ରିଲିଜ୍ ହୋଇଛି ତରଙ୍ଗ ଟିମ୍‌ର ନୂଆ ସିରିଜ୍ “ରକ୍ତତୀର୍ଥ”ର ଟ୍ରେଲର୍। ‘ତରଙ୍ଗ ପ୍ଲସ୍’ରେ ଏହାକୁ ରିଲିଜ୍ କରାଯାଇଛି। ସେଦିନର ସେହି ଲୋମହର୍ଷଣକାରୀ ଦୃଶ୍ୟକୁ ଦର୍ଶକଙ୍କ ସାମ୍ନାରେ ତାଜା କରିବ ଏହି ସିରିଜ୍। ଜାଣନ୍ତୁ କେବେ ହେବ ରିଲିଜ୍।

Meet jaures kombila full body flexing like rubber
ରବର ମଣିଷ; ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡି ପକାନ୍ତି

ଯୋଗ ଶରୀରକୁ ନମନୀୟ କରିଥାଏ। କିନ୍ତୁ ଏହା ଏତେ ନମନୀୟ ଯେ ଶରୀର ଏକ ରବର ପରି ବଙ୍କା ହୋଇପାରେ, ଏହା ହୁଏତ ଭାବି ନଥିବେ। ତାଙ୍କର ନମନୀୟ ଶରୀର ହେତୁ ଦୁନିଆରେ ପ୍ରସିଦ୍ଧ ଜୈରସ୍ କୋମ୍ବିଲାଙ୍କ କାହାଣୀ ଆଶ୍ଚର୍ଯ୍ୟଜନକ। ତାଙ୍କର ଅଜବ ପୋଜ୍ ଦେଖି ଆପଣ ଆଶ୍ଚର୍ଯ୍ୟ...

LIC has announced 300 posts of AAO
LICରେ ଚାକିରି ସୁଯୋଗ; ପୂରଣ ହେବ ୩୦୦ ପୋଷ୍ଟ

LICରେ ଜଣେ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। LIC AAO ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ୩୦୦ ପୋଷ୍ଟ ପୂରଣ ହେବ।

Dupliate of Kadar Khan viral on social media
ଏହି ଭିଡିଓ ଦେଖିଲେ ଲାଗିବ କାଦର ଖାନ ଜୀବିତ ଅଛନ୍ତି କି…

ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ତାରକାମାନଙ୍କ ନକଲ ରୂପଧାରୀ ଲୋକେ ମଧ୍ୟ ଅନେକ ନା’ ଅର୍ଜନ କରୁଛନ୍ତି। ନିକଟରେ ବଲିଉଡ୍‌ର ଭେଟେରାନ ସ୍ୱର୍ଗତ କାଦର ଖାନଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି, ଯାହାର ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି।

Miss universe 2022 r bonney Gabriel
Miss Universe 2022: ମିସ୍ ୟୁନିଭର୍ସ ହେଲେ ଆମେରିକା ସୁନ୍ଦରୀ; ଭାରତୀୟଙ୍କ ହାତରୁ ପିନ୍ଧିଲେ ମୁକୁଟ

ମିସ୍ ୟୁନିଭର୍ସ ୨୦୨୨ର ଟାଇଟଲ ଆମେରିକା ସୁନ୍ଦରୀଙ୍କ ହାତକୁ ଚାଲିଯାଇଛି। ଭାରତର ହରନାଜ୍ ସନ୍ଧୁ ବିୟୁଟି କ୍ୱିନ୍‌ଙ୍କୁ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧେଇଛନ୍ତି। ଏହି ମୁକୁଟର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

Boy urinate on elevator button
ଯୁବକଙ୍କ ବଦମାସୀ; ଲିପ୍ଟ ଭିତରେ କରିଦେଲେ ପରିସ୍ରା; କ’ଣ ହେଲା ଦେଖନ୍ତୁ…

ଜଣେ ଯୁବକ ଲିଫ୍ଟ ଭିତରେ ପରିସ୍ରା କରିଦେଲେ। ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି। ପରିସ୍ରା କରିବା ପରେ ଯାହା ହେଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଦେଖନ୍ତୁ ଏହି ଭିଡିଓ…

Why is the heroes of india remembered especially on this day
Indian Army Day: ସାରା ଦେଶ ମନେପକଉଛି ଭାରତର ବୀରପୁତ୍ର କଥା...

ଆଜି ସାରା ଦେଶ ୭୫ତମ ଭାରତୀୟ ସେନା ଦିବସ ପାଳନ କରୁଛି। ଭାରତର ସୀମା ରକ୍ଷକଙ୍କୁ ସମ୍ମାନ ଦେବା ନେଇ ଆଜି ଦେଶ ଜାଗ୍ରତ ହୋଇଛି। ହେଲେ ଏହି ଦିନ କାହିଁକି, ଆସନ୍ତୁ ଜାଣିବା…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।