• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Israeli man transformed a 70 acres barren land into a forest
ଇସ୍ରାଏଲ୍‌ରୁ ଆସି ଭାରତର ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଦେଲେ

ଇସ୍ରାଏଲ୍ ନାଗରିକ ଅଭିରାମ ରୋଜିନ ଭାରତରେ ଥିବା ଏକ ବନ୍ଧ୍ୟା ଜମିକୁ ସବୁଜ ଜଙ୍ଗଲରେ ପରିଣତ କରିଛନ୍ତି। ୨୦୦୦ ମସିହାରେ ଯେତେବେଳେ ସେ ଭାରତ ଗସ୍ତ କରିଥିଲେ, ସେତେବେଳେ ଜଙ୍ଗଲ ନଷ୍ଟ ହୋଇଯିବା ଦେଖି ସେ ସମ୍ପୂର୍ଣ୍ଣ ବିସ୍ମିତ ହୋଇପଡିଥିଲେ। ଏନେଇ ସେ କିଛି କରିବାକୁ ଚିନ୍ତା କରିଥିଲେ।

Worlds first robot lawyer defending human in court
ବିପଦରେ ଓକିଲାତି ! ଏବେ କମ୍ ଟଙ୍କାରେ ମାମଲା ଲଢ଼ିବ ରୋବଟ୍!

ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।

Farhan akhtar charged 11 rupees for bhaag milkha bhaag
ସେ ଏବେ ବଲିଉଡ୍‌ର ଆଗଧାଡିର କଳାକାର; ୧୧ ଟଙ୍କାରେ କରିଥିଲେ ଏହି ଫିଲ୍ମ

ସେ କେବଳ ଜଣେ ଅଭିନେତା ନୁହଁନ୍ତି, ସେ ଜଣେ ନିର୍ଦ୍ଦେଶକ, ଗାୟକ ଏବଂ ଟିଭି ହୋଷ୍ଟ୍ ମଧ୍ୟ। ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କର ଏକ ନିଜସ୍ୱ ସଂଘର୍ଷମୟ ଜୀବନ ଅଛି। ଦିନେ ଏକ ଫିଲ୍ମ କରିବା ପାଇଁ ସେ ନେଇଥିଲେ ମାତ୍ର ୧୧ଟଙ୍କା।...

Tips and tricks radish storing
କମ୍ ଦିନରେ ମୂଳା ନଷ୍ଟ ହୋଇଯାଉଛି କି; ଜାଣନ୍ତୁ ଅଧିକ ଦିନ ତାଜା ରଖିବାର ଟିପ୍ସ

ଶୀତଦିନେ ମୂଳା ଶସ୍ତାରେ ମିଳୁଥିବାରୁ ଲୋକେ ଏହାକୁ ବହୁ ପରିମାଣରେ କିଣନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଅଧିକ ପରିମାଣର ମୂଳା କିଣୁଛନ୍ତି ତେବେ ଏହାର ସଂରକ୍ଷଣ ଉପାୟ ମଧ୍ୟ ଜାଣିନେବା ଉଚିତ। । ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇବା ଦ୍ୱାରା ମୂଳାକୁ ଅନେକ ଦିନ...

Man running cycle without holding handle
ମୁଣ୍ଡରେ ଲଦାହୋଇଛି ଜିନିଷ, ହ୍ୟାଣ୍ଡେଲ୍ ନଧରି ଚଲାଉଛନ୍ତି ସାଇକେଲ୍

ସୋସିଆଲ୍ ମିଡିଆରେ ଏକ ଭାଇରାଲ୍ ଭିଡିଓ ସମସ୍ତଙ୍କୁ ଚକିତ କରୁଛି। ଏଥିରେ ସାଇକେଲ ଚଲାଉଥିବା ଜଣେ ବ୍ୟକ୍ତି ଅଜବ ଷ୍ଟଣ୍ଟ ଦେଖାଉଛନ୍ତି। ସେ ମୁଣ୍ଡରେ ଲଦିଛନ୍ତି କିଛି ଜିନିଷ। ହ୍ୟାଣ୍ଡେଲ୍ ଉପରେ ହାତ ନାହିଁ। ପ୍ୟାଡେଲ୍ ମାରୁଛନ୍ତି, ସାଇକେଲ୍ ଗଡୁଛି।

India son surendran k patel became a judge in America
ବିଡି କମ୍ପାନୀରେ କାମ କରି ପଢୁଥିଲେ; ଏବେ ଆମେରିକାରେ ଜଜ୍

ଭାରତର ପୁଅ ଏବେ ଆମେରିକାର ବିଚାରପତି। ଏନେଇ ତାଙ୍କୁ କମ୍ କଷ୍ଟ କରିବାକୁ ପଡିନି। ପରିବାର ଥିଲା ଦିନ ମଜୁରିଆ। ନିଜେ ବିଡି କମ୍ପାନୀରେ କାମ କରୁଥିଲେ। ଇଛାଥିଲା ଓକିଲ୍ ହେବା। ଭାଗ୍ୟ ସାଥ୍ ଦେଲା, ଆମେରିକାରେ ହୋଇଗଲେ ଜଜ୍।

Noodles freezes hair and beard covered with ice
ଏମିତି ଥଣ୍ଡା! ନିଶ ଦାଢି ବି ହେଇଯାଉଛି ବରଫ

କଲବଲ କରୁଛି ଶୀତ। ଗୋଡ ହାତ ହେମାଳ ହୋଇଯାଉଛି। ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେଉଛି। ଏଠି ଏତେ ଥଣ୍ଡା ଯେ ନୁଡୁଲ୍ସ ବି ବରଫ ହେଇଯାଉଛି। ନିଶ, ଦାଢି, ଚୁଟିରେ ଜମିଯାଉଛି ବରଫ।

If you want to become a scientist you should have this qualification
ଏହି ଯୋଗ୍ୟତା ଥିଲେ CSIR-IICTରେ ବୈଜ୍ଞାନିକ ହୋଇପାରିବେ

CSIR-IICT ବୈଜ୍ଞାନିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦରମା ୧ ଲକ୍ଷ ଉପରେ।

Upcoming movies sequels 2023 in theatre
୨୦୨୩ ରେ ଆସୁଛି ଏହିସବୁ ଫିଲ୍ମର ଦମଦାର୍ ସିକ୍ୱେଲ୍‌; ଦର୍ଶକଙ୍କ ମନ କିଣିବ

ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...

Amitabh bachchan-grandson love affair with shah rukh khan daughter
ଅମିତାଭଙ୍କ ନାତି ପ୍ରେମରେ ପଡିଲେ ଶାହରୁଖଙ୍କ ଝିଅ; ଦେଖନ୍ତୁ ଭାଇରାଲ ଫଟୋ

ସାମ୍ନାକୁ ଆସିଲା ଷ୍ଟାର୍‌କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।

Unknown facts of kgf star Yash
Happy Birthday Yash: ବସ୍‌ ଡ୍ରାଇଭରଙ୍କ ପୁଅ କେମିତି ହେଲେ ସୁପର୍‌ଷ୍ଟାର୍

ବାପା ବସ୍ ଚଳେଇ ପରିବାର ଚଳଉଥିଲେ। ପୁଅ ଚାହୁଥିଲେ ଅଭିନେତା ହେବା ନେଇ। ଏନେଇ ତାଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ। ସେ ହେଲେ KGF ଷ୍ଟାର୍ ୟଶ୍। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।

Nusrat Jahan life facts and controversies
ପ୍ରେମ-ବିବାହ-ଧୋକା; ବିବାଦରେ ଭରପୂର ନୁସରତ ଜାହାଁଙ୍କ ଜୀବନ କାହାଣୀ

ଆଜି ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସୁନ୍ଦରୀ ତରୁଣୀଙ୍କ ଜୀବନରେ ଆସିଛି ଅନେକ ଝଡ ଜଞ୍ଝା। ପ୍ରେମ, ବିବାହ ଏବଂ ପ୍ରତାରଣାକୁ ସେ ସାମ୍ନା କରିଛନ୍ତି।

Western Odisha Ganaparba Puspuni
କାହିଁକି ପାଳନ ହୁଏ ‘ଛେର୍‌ଛେରା’, କ’ଣ ଏହାର ଅର୍ଥ

ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍‌ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍‌ରେ ଏହି ପର୍ବ ପାଳନ କରାଯାଏ।...

Shahrukh khan ngo meer foundation provid financial help to anjali singh family
ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଲେ ଶାହରୁଖ୍

ନୂଆବର୍ଷରେ ଯେତେବେଳେ ସମସ୍ତେ ୨୦୨୩କୁ ସ୍ୱାଗତ କରୁଥିଲେ, ସେତେବେଳେ ଅଞ୍ଜଳି ସିଂହ ଦିଲ୍ଲୀ ରାସ୍ତାରେ ଜୀବନ ହରାଉଥିଲେ। ପରିବାର ଏକ ରୋଜଗାରିଆ ଝିଅକୁ ହରେଇଛି। ଏଭଳି ପରିସ୍ଥିତିରେ ଉଦାରତାର ପ୍ରମାଣ ଦେଇଛନ୍ତି କିଙ୍ଗ୍ ଖାନ ଶାହରୁଖ। ପରିବାରକୁ କରିଛନ୍ତି ଆର୍ଥିକ ସହାୟତା।

Woman With Autoimmune Disease Told She Did Not Deserve Promotion
‘ମୋର ପ୍ରମୋସନ ହେଉନି, କାରଣ ମୋର ମୃତ୍ୟୁ ସମୟ ପାଖେଇ ଆସୁଛି...’

ସେ ଜଣେ କାର୍ଯ୍ୟନିର୍ବାହୀ ସହାୟକ ଥିଲେ ଏବଂ ଅତୀତରେ ସେ କାମ କରିଥିବା ବିଭିନ୍ନ କମ୍ପାନୀରେ ଖରାପ ବ୍ୟବହରର ଶିକାର ହେଉଥିଲେ। କର୍ମଚାରୀମାନେ ତାଙ୍କ ଡେସ୍କରେ ଅଳିଆ ଫିଙ୍ଗୁଥିଲେ, ତାଙ୍କୁ “ଖରାପ” ବାର୍ତ୍ତା ଦେଉଥିଲେ ଏବଂ କିଛି ଲୋକ ତାଙ୍କ ମୁହଁରେ କାଶୁଥିଲେ ମଧ୍ୟ। ଶେଷରେ କ’ଣ କଲେ...

Bipasha basu birthday special interesting facts about her
Happy Birthday: ଦିନେ ଶ୍ୟାମଳ ରଙ୍ଗ ଯୋଗୁ ହେଉଥିଲେ ଲୋକହସା; ଆଜି ବ୍ଲାକ୍ ବିୟୁଟି

ଆଜି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ବିପାଶା ୭ ଜାନୁୟାରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି।

Mumbai cop shoots explicit video with colleague's wife, shares on WhatsApp
ସହକର୍ମୀ ପତ୍ନୀଙ୍କ ସହ ଅଶ୍ଲୀଳ ଭିଡିଓ କଲେ କନଷ୍ଟେବଳ, ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଛାଡିଲେ

ଜଣେ କନଷ୍ଟେବଳ ଅନ୍ୟ ଜଣେ ପୋଲିସ୍‌ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଏହି ଅଶ୍ଳୀଳ ଭିଡିଓ ଶେୟାର କରିଥିବା ବ୍ୟକ୍ତି ନିଜେ ଏଥିରେ ଦେଖାଯାଉଥିବାବେଳେ ମହିଳା ଜଣକ ଅନ୍ୟ ଜଣେ ପୋଲିସ୍ କର୍ମଚାରୀଙ୍କ ପତ୍ନୀ ଥିଲେ ବୋଲି ଜଣାଯାଇଛି। ଲୋକେ ଏହି ଘଟଣା...

AAI recruitment for 364 posts
AAIରେ ୩୬୪ ଟି ପଦବୀ ପାଇଁ ଚାଲିଛି ଆବେଦନ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

AAI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୪ ଟି ପଦବୀ ପୂରଣ ହେବ। ଦରମା ୩୬,୦୦୦ ରୁ ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Suniel Shetty ask Yogi Adityanath stop boycott bollywood trend
ବଲିଉଡ୍‌କୁ ବୟକଟ୍ ମୁକ୍ତ କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ସୁନୀଲ ଶେଟ୍ଟୀଙ୍କ ଗୁହାରି

‘ବୟକଟ୍ ବଲିଉଡ୍‌’ ଟ୍ରେଣ୍ଟ୍ ହିନ୍ଦୀ ସିନେମା ଶିଳ୍ପକୁ ବର୍ବାଦ କରିଦେଇଛି। ବଲିଉଡ୍ ଏଥିରୁ ମୁକୁଳି ପାରୁନି। ଅନେକ କ୍ଷତି ସହିବାକୁ ହେଉଛି। ଏନେଇ ବଡିଉଡ୍‌ର ବରିଷ୍ଠ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଆତ୍ମା କାନ୍ଦି ଉଠିଛି। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ଜାଣନ୍ତୁ ସେ କ’ଣ...

why an insulting statement
ଅପମାନଜନକ ବୟାନ କ’ଣ ଚର୍ଚ୍ଚାରେ ରହିବା ପାଇଁ...

ଦେଶରେ ଚାଲିଛି ଅପମାନଜନକ ଓ ଅଭଦ୍ରୋଚିତ ବୟାନର ଖେଳ। ସେ ସାଧୁ ସନ୍ଥ ହୁଅନ୍ତୁ କି ରାଜନେତା ସମସ୍ତଙ୍କ ମୁହଁରୁ ଏଭଳି ଭାଷା ଶୁଣାଯାଉଛି। ନିଜକୁ ଜଣେ ସାଧୁ କହୁଥିବା ବାବା ରାମଦେବ ମଧ୍ୟ ଏଥିରୁ ମୁକ୍ତି ପାଇ ନାହାନ୍ତି। ହେଲେ ଏମିତି ବୟାନ କାହିଁକି…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।