କ୍ୟାପଟେନ ଶିବା ଚୌହାନ ସିଆଚେନ୍ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପୋଷ୍ଟ ହୋଇଥିବା ପ୍ରଥମ ମହିଳା ଅଧିକାରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା।
ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନୂଆବର୍ଷରେ ମିଳିଯାଇପାରେ ସରକାରୀ ଚାକିରି। MCLରେ ଏହିସବୁ ପଦବୀ ପାଇଁ ବାହାରିଛି ନିଯୁକ୍ତି।
ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।
ନୂଆବର୍ଷ ଆରମ୍ଭରୁ ବଲିଉଡ୍ରେ ଦେଖାଦେଇଛି ପ୍ରଥମ ବ୍ରେକ୍ଅପ୍। ତାରା ସୁତାରିୟା ଏବଂ ଆଦର ଜୈନଙ୍କ ବ୍ରେକ୍ଅପ୍ ହୋଇଛି। ୪ ବର୍ଷ ତଳେ ହୋଇଥିଲା ପ୍ରେମ।
ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ଆଜି ଘରେ ଘରେ ପରିଚିତ। ଲୋକଟିଏ ବାଟ ହୁଡିଗଲେ ଏହା ହିଁ ପଥପ୍ରଦର୍ଶକ ହୋଇଯାଏ, ଅଶାନ୍ତିରେ ପୁଣି ଶାନ୍ତି ଆଣିଦିଏ। ଓଡିଆର ପ୍ରାଣ ଭାଗବତକୁ ଜଗନ୍ନାଥ କାହିଁକି ଓ କିପରି ପରିସ୍ଥିତିରେ ରଚନା କଲେ ଆସନ୍ତୁ ଜାଣିବା।
ଯେଉଁ ବୟସରେ ପାଠପଢା ଓ ଖେଳକୁଦ କରିବା କଥା ସେହି ବୟସରେ ଯଦି ଜଣେ କୌଣସି ଏକ କମ୍ପାନୀର ବଡ ପଦବୀରେ ରହେ ଏହା ନିଶ୍ଚିତ ଏକ ଆଶ୍ଚର୍ଯ୍ୟଜନକ। କିନ୍ତୁ ଏଇ ଭାରତରେ ୧୩ ବର୍ଷର ସୂର୍ଯ୍ୟାଂଶ ୫୬ଟି କମ୍ପାନୀର ସିଇଓ ଅଛନ୍ତି।
SBI ରେ ବାହାରିଥିବା ୧୪୩୮ ପୋଷ୍ଟ୍ ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା, ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଆସନ୍ତା ସପ୍ତାହରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ଏଯାଏ ଆପଣ ଯଦି ଏହି ଆବେଦନ କରି ନାହାନ୍ତି ତେବେ ଶୀଘ୍ର କରି ନିଅନ୍ତୁ।
ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସ୍କୁଟିରେ ଜଣେ ବ୍ୟକ୍ତି ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ। ଦେଖନ୍ତୁ କ’ଣ ହେଲା…
ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ୍ ହୀରୋ ହେଲେ ହ୍ରିତିକ ରୋଶନ। ସେ ତାଙ୍କ ଆବ୍ସରେ ଯୁବପିଢିଙ୍କୁ ପାଗଳ କରିଦିଅନ୍ତି। ଅନେକ ମଧ୍ୟ ତାଙ୍କ ଠାରୁ ପ୍ରେରଣା ପାଇ ସେମାନଙ୍କ ବଡି ବନାନ୍ତି। ଏବେ ତାଙ୍କର ୮ ପ୍ୟାକ୍ ଆବ୍ସ ତାଙ୍କ ପ୍ରଶଂସକଙ୍କ ମନ କିଣିବାରେ ଲାଗିଛି।
ବଲିଉଡ୍ର ହିରୋ ନମ୍ବର ୱାନ୍ ଗୋବିନ୍ଦା ତାଙ୍କ ମା’ଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ। ସେ ଏତେ ଭଲ ପାଉଥିଲେ ଯେ ମା’ଙ୍କ ପାଦ ଧୋଇ ସେ ପାଣିକୁ ପିଉଥିଲେ। ଏ କଥାକୁ ନେଇ ତାଙ୍କ ପତ୍ନୀ ସୁନୀତା ଆହୁଜା ଏମିତି କହିଛନ୍ତି…
ଭୁବନେଶ୍ୱର ବିମାନ ବନ୍ଦରରେ ଫସିଯାଇଥିଲେ ମୁମ୍ବାଇର ପାର୍ଥ ଭାନୁଶାଲି। ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ବିମାନବନ୍ଦରରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ସେଠାରେ କୌଣସି ଔଷଧ ଦୋକାନ ନଥିଲା। ଦେବଦୂତ ହୋଇ ଆସିଲେ ବିମାନ କର୍ମଚାରୀ ଅଭିଷେକ। କଲେ ଏମିତି….
ବାବା ଭେଙ୍ଗା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି। ତାଙ୍କର ଅନେକଗୁଡିଏ କଥା ସତ ହୋଇଛି। ସେ ୨୦୨୩ ପାଇଁ ମଧ୍ୟ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଯାଇଛନ୍ତି। ସେହିପରି ଅନ୍ୟଜଣେ ଭବିଷ୍ୟବକ୍ତା ହେଲେ ନାସ୍ତ୍ରେଦମସ। ତାଙ୍କର ଭୟଙ୍କର ଭବିଷ୍ୟବାଣୀ ଭିତରେ ତୃତୀୟ ବିଶ୍ୱଯୁଦ୍ଧ ପରି ସଂକେତ ଅଛି।
NHAI ମ୍ୟାନେଜର୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।
ନୂଆବର୍ଷ ନେଇ ଆସିଛି ନୂଆ ଆଶା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠକୁ ଛୁଇଁ ସାରିଛି। ଭକ୍ତମାନେ ସେମାନଙ୍କ ଆଗାମୀ ଜୀବନକୁ ସୁଖମୟ କରିବା ନେଇ ଭଗବାନ ଶିବଙ୍କୁ ପ୍ରାର୍ଥନା ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ ଜମେଇଛନ୍ତି।
ଆଜି ବିଦ୍ୟା ବାଲାନ୍ଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଆଉ ଚେହେରାରେ ସେ ଆଜି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। କିନ୍ତୁ ଏମିତି ବି ଦିନ ଥିଲା ତାଙ୍କୁ ଫିଲ୍ମ ମିଳୁ ନଥିଲା ଆଉ ବଡିଶେମିଂର ସମ୍ମୁଖୀନ ହେବାକୁ ପଡୁଥିଲା।
ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍' ରିଲିଜ୍କୁ ନେଇ ଭାରତରେ ବିରୋଧ ଦେଖାଦେଇଛି। ଫିଲ୍ମକୁ ରିଲିଜ୍ ନ କରିବାକୁ ଧମକ ମଧ୍ୟ ଦିଆଯାଉଛି। ଏହାକୁ ନେଇ ଫୱାଦ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରିଲିଜ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁସୃଢ ହେବ ବୋଲି...
ନୂଆବର୍ଷ କିଛି ନୂଆ ଆଶା ଓ ଆକାଂକ୍ଷା ନେଇ ଆସେ। ନୂଆ ବର୍ଷ ଆରମ୍ଭରେ କିଛି ସଂକଳ୍ପ ନେବାର ଧାରା ରହିଛି, ଯାହା ଜୀବନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇଥାଏ। ଆପଣଙ୍କ ପିଲାମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେବା ପାଇଁ ସେମାନଙ୍କ ଦ୍ୱାରା ଏହି ୫ ସଂକଳ୍ପ ନିଶ୍ଚୟ...
ଦିନେ କେହି ଜଣେ କପିଲ ଶର୍ମାଙ୍କୁ କହିଥିଲେ ଯେ ସେ ବହୁତ ମୋଟା, ପ୍ରଥମେ ତାଙ୍କୁ ଓଜନ କମେଇବାରେ ଅଛି। ଏ କଥା ତ କପିଲଙ୍କୁ ନିଶ୍ଚିତ ଖରାପ ଲାଗିଲା, କିନ୍ତୁ ଏହା ହିଁ ତାଙ୍କ ଭାଗ୍ୟକୁ ବଦଳେଇ ଦେଲା। ଏଇଠୁ ଆସିଲା ‘କମେଡି ନାଇଟ୍ସ ୱିଥ୍ କପିଲ’ର...
ଏବେ ପୁଣି ଋଷଭ ଏବଂ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଛି। ତାଙ୍କ ନା’ ଖାଲି ଋଷଭ ପନ୍ତଙ୍କ ସହ ନୁହେଁ, ଅନ୍ୟମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ମଧ୍ୟ ହେଉଛି। ଆସନ୍ତୁ ସେମାନେ ସବୁ କିଏ ଜାଣିବା।