• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Amazing herbs can cure many problems
Health Tips: ଶୀତ ଦିନରେ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ଏହି ୪ ଜିନିଷ ସେବନ କରନ୍ତୁ

ଆମ ପ୍ରତ୍ୟେକଙ୍କ ଘରେ ଏମିତି ଅନେକ ଜିନିଷ ଅଛି ଯାହା ଆଣ୍ଟି-ଭାଇରାଲ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍‌ରେ ଭରପୂର। ଏସବୁ ଅନେକ ସଂକ୍ରମଣ ରୋଗରୁ ରକ୍ଷାକରେ। ଆସନ୍ତୁ ଜାଣିବା ଆଉ ଆପଣେଇବା।

Why do we see different colours when we close our eyes
ବନ୍ଦ ଆଖିରେ କେବେ ଦେଖିଛନ୍ତି କି ବିଭିନ୍ନ ରଙ୍ଗ; ଏମିତି କାହିଁକି ହୁଏ…

ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି...

IAS akshita gupta success story
୧୪ ଘଣ୍ଟା ଅଫିସ୍‌ରେ କାମ କରି ପ୍ରଥମ ଚେଷ୍ଟାରେ ହେଇଗଲେ IAS

IAS ବା IPS ପାଇବା ପାଇଁ ଅତି କମରେ ୪-୫ ବର୍ଷ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷିତା ଗୁପ୍ତା ଜଣେ। ସେ ୧୪ ଘଣ୍ଟା ଅଫିସ୍‌ରେ କାମ କରି...

Indian Navy Recruitment 2023 for ssc executive
ବିନା ପରୀକ୍ଷାରେ ନୌସେନାରେ ଚାକିରି; ମହିଳାମାନେ ବି କରିପାରିବେ ଆବେଦନ

ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।

Harnaaz Sandhu tributes to sushmita sen lara dutt by dream gown
ସୁସ୍ମିତା ଓ ଲାରାଙ୍କୁ ଭାବପ୍ରବଣ କଲା ହର୍‌ନାଜ୍ ସାନ୍ଧୁଙ୍କ ଗାଉନ୍

ହର୍‌ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍‌ନାଜ୍‌ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।

ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ
ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ

‘ପଠାନ’କୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

Shah Rukh Khan wants to visit theatres in telugu states but only this condition
'ପଠାନ'ର ପ୍ରମୋସନ ପାଇଁ ଶାହରୁଖଙ୍କ ସର୍ତ୍ତ; ରାମ ଚରଣଙ୍କୁ କରିବାକୁ ହେବ ଏହି କାମ

ଏବେ ଶାହାରୁଖ ଖାନ ତେଲୁଗୁ ରାଜ୍ୟରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ କରୁଥିବା ଦେଖିବାକୁ ମିଳେ। ନିକଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ତେଲୁଗୁ ରାଜ୍ୟରେ 'ପଠାନ'ର ପ୍ରମୋଶନକୁ ନେଇ ଶାହରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା...

Taliban new rules Kabul mannequins are hooded and masked
ତାଲିବାନୀ ଶାସନରେ ମହିଳାଙ୍କୁ ବିରୋଧ: ମହିଳା ମାନେକ୍ୱିନ୍ସ ମୁହଁ ଢାଙ୍କିବା ନିର୍ଦ୍ଦେଶ

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।

Shocking rats gnawed the eye of dead body
ପୋଷ୍ଟମର୍ଟମ ପାଇଁ ଥିଲା ଶବ; ଡାକ୍ତର କହିଲେ ଆଖି ଖାଇଦେଲା ମୂଷା

ମୂଷା ଶବମାନଙ୍କ ଆଖି କାଟି ନେଉଥିବା ଖବର ଆସିଛି। ପୋଷ୍ଟମର୍ଟମ ପାଇଁ ଫ୍ରିଜ୍‌ରୁ ମୃତଦେହ ବାହାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ମୃତଦେହର ଗୋଟିଏ ଆଖି ନଥିବା ଦେଖାଯାଇଛି। ପରିବାର ଲୋକ କହୁଛନ୍ତି ଚାଲିଛି ମାନବ ଅଙ୍ଗ ଚୋରା ଚାଲାଣ।

Kangana Ranaut wraps up the emergency shooting
‘ଏମର୍‌ଜେନ୍ସୀ'ରେ ମୋ ଚରିତ୍ରର ଏକ କଠିନ ପରୀକ୍ଷା ଥିଲା: କଙ୍ଗନା ରାଣାୱତ

କଙ୍ଗନା ରାଣାୱତ ‘ଏମର୍ଜେନ୍ସୀ' ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ମଧ୍ୟ ଅଛନ୍ତି। ଏହା ପଛରେ ତାଙ୍କର କଠିନ ପରିଶ୍ରମ ଓ ସମ୍ପତ୍ତି ବନ୍ଧକ ବିଷୟରେ ସେ ଖୁଲାସା କରିଛନ୍ତି।

Anushka Sharma and virat kohli bodyguard salary is more than ceo of many companies
ଅନୁଷ୍କା-ବିରାଟ୍‌ଙ୍କ ବଡିଗାର୍ଡଙ୍କ ଦରମା କମ୍ପାନୀ ସିଇଓଙ୍କ ଠାରୁ ବି ଅଧିକ

ସେମାନଙ୍କ ସୁରକ୍ଷା ନେଇ ବଲିଉଡ୍‌ ତାରକା ବା କ୍ରିକେଟ୍ ଷ୍ଟାର୍‌ମାନେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏମିତି କି ଏ ଦିଗରେ ସେମାନେ କୋଟି କୋଟି ଟଙ୍କା ଉଡେଇ ଦିଅନ୍ତି। ଆପଣ ଅନୁଷ୍କା ଶର୍ମା ଓ ବିରାଟ୍ କୋହଲିଙ୍କ ବଡିଗାର୍ଡଙ୍କ ଦରମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

Gold silver price today 21th jan 2023
Gold Price Today 21th Jan 2023: ଆଜି ଆପଣ ସୁନା କିଣିବାକୁ ଚାହୁଛନ୍ତି କି; ଜାଣିନିଅନ୍ତୁ କେତେ ରହିଛି ଦାମ୍‌

ବିବାହକୁ ଲକ୍ଷରେ ରଖି ଜୋରସୋରରେ ଗହଣା କିଣା ଚାଲିଛି । ଜାଣିନିଅନ୍ତୁ କେତେ ରହିଛି ଆଜିର ଦାମ୍। ବଢିଛି ନା କମିଛି…

you will also be shocked to know how noodles are made
Viral Video: ଏହି ନୁଡୁଲ୍ସ ତିଆରି ପ୍ରକ୍ରିୟା ଦେଖିଲେ ଆପଣ ବି କହିବେ…

ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସର ସ୍ୱାଦ ପାଟିକୁ ସବୁଠାରୁ ଭଲ ଲାଗିଥାଏ। ଆପଣ ବି ଯଦି ଷ୍ଟ୍ରିଟ୍-ଷ୍ଟାଇଲ୍ ନୁଡୁଲ୍ସ ଫୁଡ୍‌କୁ ଭଲ ପାଆନ୍ତି, ତେବେ ଏହାକୁ ଉପଭୋଗ କରିବା ପୂର୍ବରୁ ଏହି ଭିଡିଓଟି ଦେଖିନିଅନ୍ତୁ।

Pratibha Ray raises her voice against corruption through literature
Happy Birthday: ସାହିତ୍ୟ ମାଧ୍ୟମରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ପ୍ରତିଭା ରାୟ

ଯାଜ୍ଞସେନୀର ସ୍ରଷ୍ଟା ଡକ୍ଟର ପ୍ରତିଭା ରାୟ ଓଡିଆ ଭାଷାର ଜଣେ ପ୍ରସିଦ୍ଧ ଲେଖକ। ସେ ତାଙ୍କ ଉପନ୍ୟାସ ମାଧ୍ୟମରେ ସାମାଜିକ ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟ କିଛି ଜାଣିନେବା।

Surprised to see a smartphone in an 86 year old picture
୮୬ ବର୍ଷର ପୁରୁଣା ଏକ ଚିତ୍ରରେ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍!

ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଏକ ପୁରୁଣା ଚିତ୍ରରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଦେଖେଇଛନ୍ତି। ସେତେବେଳେ ସ୍ମାର୍ଟଫୋନ୍ କଥା ଛାଡିଦିଅନ୍ତୁ, ପ୍ରତ୍ୟେକ ଘରେ ବିଦ୍ୟୁତ୍ ଏବଂ ଲ୍ୟାଣ୍ଡଲାଇନ୍‌ ମଧ୍ୟ ସ୍ୱପ୍ନ ଥିଲା। ତେବେ ଏ ଫୋନ୍ ଆସିଲା କିପରି?

kvs recruitment 2023 exam date released for 13000 posts
KVS ର ୧୩,୦୦୦ ପଦବୀ ପାଇଁ ବାହାରିଲା ପରୀକ୍ଷା ତାରିଖ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପରୀକ୍ଷା ତାରିଖ ପ୍ରକାଶ କରିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ ପ୍ରାୟ ୧୩,୦୦୦ ପଦବୀ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀ KVS ଏହାର ଅଫିସିଆଲ୍ ୱେବସାଇଟରେ kvsangathan.nic.in ରେ ଉପଲବ୍ଧ କରିଛି।

KL rahul Athiya Shetty wedding date and venue
ଏହି ଦିନ ବିବାହ କରିବେ ଆଥିୟା-ରାହୁଲ୍; କାଲି ସଙ୍ଗୀତ ଉତ୍ସବ

ଖୁବ ଶୀଘ୍ର ବିବାହ କରିବେ ସୁନୀଲ ଶେଟ୍ଟୀଙ୍କ ଲଳନା ଆଥିୟା। ସୁନୀଲଙ୍କ ଖଣ୍ଡାଲା ବଙ୍ଗଳାରେ ହେବ ବିବାହ। କାଲି ହେବ ‘ସଙ୍ଗୀତ ସେରେମନୀ’। ଏଥିରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗଦେବେ। ଜାଣନ୍ତୁ କେବେ ବିବାହ…

Shah Rukh Khan pathaan made new record in advance booking
‘ପଠାନ’ର ଆଡଭାନ୍ସ ବୁକିଂରେ କୋଟି କୋଟି ରୋଜଗାର; ଗୋଟେ ହଲ୍ ପୂରା ବୁକ୍

ରେକର୍ଡ କଲା ‘ପଠାନ’ର ଆଡଭାନ୍ସ ବୁକିଂ। ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଏହା ୯ କୋଟି ଟଙ୍କା ରୋଜଗାର କରିଛି। ଗୋଟେ କ୍ଲବ୍ ଏକ ସିନେମା ହଲ୍‌ର ସବୁ ଟିକେଟ୍ କିଣି ନେଇଛି।

Life education and work of Madhusudan Rao
ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ରାଓ; ଭାଷାର ବିକାଶ ନେଇ ଲେଖିଥିଲେ ପ୍ରଥମ ପୁସ୍ତକ

ସେ ଥିଲେ ଓଡିଆ ଭାଷାର ପ୍ରାଣ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା। ତାଙ୍କ ବିନା ଆଜି ଓଡିଆ ଭାଷାକୁ ଚିନ୍ତା କରିବା ବି ସମ୍ଭବ ନୁହେଁ। ସେ ହେଲେ ଭକ୍ତକବି ମଧୁସୂଦନ ରାଓ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା...

Even after 75 years of independence, misfortune does not leave India
ସ୍ୱାଧୀନତାର ୭୫ବର୍ଷ ପରେ ବି ଦୁର୍ଭାଗ୍ୟ ପିଛା ଛାଡୁ ନାହିଁ

କରୋନା ମହାମାରୀ ସମୟରେ ହଜାର ହଜାର ଭୋକିଲା ଶ୍ରମିକ ନିଜ ପିଲାଛୁଆମାନଙ୍କୁ ଧରି ଶହ ଶହ କିଲୋମିଟର ଚାଲୁଥିବାର ଦେଖାଯାଇଥିଲା। ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଯଦି କେହି ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼େ ତେବେ କୁହାଯିବ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦୁର୍ଭାଗ୍ୟ ଆମ ପିଛା ଛାଡୁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।