୧୯୭୧ ମସିହା ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବର୍ଷ ଭାରତ ପାକିସ୍ତାନକୁ ଯେଉଁ ଝଟକା ଦେଇଥିଲା ତାହା ଆଜି ବି ଭୁଲିନି ଇସଲାମାବାଦ। ପାକିସ୍ତାନର ବର୍ବରତାକୁ ଦମନ କରିବାକୁ ଭାରତ ନେଇଥିଲା କଡ଼ା ପଦକ୍ଷେପ । ଅତ୍ୟାଚାରୀ ଶାସନରୁ ବାଂଲାଦେଶକୁ ମୁକ୍ତ...
ନାତିକୁ ଖୋଜିବା ସହ ତା’ର ରକ୍ଷଣାବେକ୍ଷଣ ଦାବି କରି ଅତୁଲ ସୁଭାଷଙ୍କ ପିତା ପୱନ ମୋଦି ବିହାରର ସମସ୍ତିପୁର ଜିଲ୍ଲାର ଭେନି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ପୱନ ମୋଦିଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପୋଲିସ ଜିରୋ ଏଫଆଇଆର ପଞ୍ଜିକରଣ କରିଛି। ପୱନ ମୋଦି କହିଛନ୍ତି,...
ଆଜି ରଫି ସାହାବଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ୧୯୨୪ ମସିହା ୨୪ ଡିସେମ୍ବରରେ ଜନ୍ମିତ ରଫି ମହମ୍ମଦ ରଫି ୧୯୮୦ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହାଜି ଅଲ୍ଲୀ ମହମ୍ମଦ । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଦ୍ୱିତୀୟ ।...
ବିଶ୍ୱସ୍ତରୀୟ ସ୍ପେସ୍ ଷ୍ଟେସନରେ କରାଯାଇଥିବା ବିଶାଳ ଜୈବିକ ପରୀକ୍ଷଣ ତୁଳନାରେ ଏ ପରୀକ୍ଷଣ ଛୋଟ ଲାଗିପାରେ । କିନ୍ତୁ ମହାକାଶରେ ଜୀବନ କିପରି କାର୍ଯ୍ୟ କରୁଛି, ସେଥିପାଇଁ ମଝିରେ ହିଁ ଇସ୍ରୋକୁ ଅଧ୍ୟୟନ ଆରମ୍ଭ କରିବାର ଆବଶ୍ୟକତା ପଡ଼ିଲା।
ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଛି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି...
୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା...
ନଭେମ୍ବର ୨୪ରେ ସମ୍ଭଲରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି । ଜାମା ମସଜିଦରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ବ୍ୟାପକ ହିଂସାର ସୂତ୍ରପାତ ହୋଇଥିଲା।
କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ...
ଦୁଷ୍କର୍ମର ମାମଲାରେ ମାତ୍ର ୨୭ ରୁ ୨୮ ପ୍ରତିଶତ ଅଭିଯୁକ୍ତ ଦଣ୍ଡ ପାଆନ୍ତି । ଅର୍ଥାତ ୧୦୦ରୁ ୨୭ ମାମଲାରେ ହିଁ ଦୋଷୀ ପ୍ରମାଣିତ ହୋଇପାରେ । ଆଉ ପ୍ରମାଣ ଅଭାବରେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି । ରିପୋର୍ଟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଦେଶର...
ଆମର ମସ୍ତିଷ୍କ ଏକ ମେମୋରୀ ଚିପ୍ ପରି, ଯେଉଁଥିରେ ଅନଲିମିଟେଡ ଡାଟା ସେଭ ହୋଇପାରିବ । ଏ ସବୁରେ ସାହାଯ୍ୟ କରେ ମସ୍ତିଷ୍କର ବ୍ଲାକ ବକ୍ସ । ଏଇଥି ପାଇଁ ଜୀବନଯାକର ସୁଖଦୁଃଖର ସ୍ମୃତିକୁ ସାଇତି ରଖିବାରେ ସକ୍ଷମ ମଣିଷର ମସ୍ତିଷ୍କ ।
ମଧ୍ୟପ୍ରାଚ୍ୟ ଦେଶଗୁଡିକର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଇସ୍ରାଏଲ-ହମାସ ମଧ୍ୟରେ ବର୍ଷକରୁ ଅଧିକ ସମୟ ହେବ ଘମାଘୋଟ ଲଢ଼େଇ ଚାଲିଛି । ଏହି ଲଢ଼େଇ ଭିତରକୁ ଡେଇଁଛନ୍ତି ଲେବାନନ ଓ ଇରାନ । ଏଠାରେ ଅନେକ ଆତଙ୍କୀ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି...
ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ...
ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଅନେକ ଆଶା ଓ ଉନ୍ମାଦନା ଭିତରେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟତବାଣୀ କରିଛନ୍ତି ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍ । ଜ୍ୟୋତିଷ ତଥା ଚିକିତ୍ସକ ମିସେଲ ଡି ନୋଷ୍ଟ୍ରାଦମସ୍ ଆଡଲଫ୍ ହିଟଲରର ଉଦୟ, ଜଳବାୟୁ ପରିବର୍ତ୍ତନ, କ୍ରାନ୍ତି, ଯୁଦ୍ଧ, ଆମେରିକାର ୯/୧୧ ଆକ୍ରମଣ ଏବଂ...
ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ...