୨୦୧୬ ମସିହାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଥର ପାଇଁ ଯେତେବେଳେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୫ ବିଲିୟନ ଡ଼ଲାର ଥିଲା । ହେଲେ ତା’ଠାରୁ ଅନେକ ଅଧିକ ସମ୍ପତ୍ତିର ଅଧିକାରୀ ବୋଲି ନିଜେ ଟ୍ରମ୍ପ ପ୍ରକାଶ କରିଥିଲେ ।...
ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ ।...
ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମାରୋହରେ ଯୋଗ ଦେବେନାହିଁ, ସେ ତାଙ୍କର ଜଣେ ପ୍ରତିନିଧୀଙ୍କୁ ପଠାଉଛନ୍ତି। ଭାରତ ପକ୍ଷରୁ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ଟ୍ରମ୍ପଙ୍କ ଶପଥ...
କୁମ୍ଭରେ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ତଥା ଆଉ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଘାଣ୍ଟି ହେବାକୁ ପଡ଼େନି ବୋଲି କୁହାଯାଏ । କୁମ୍ଭମେଳା ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଭାରତର ପବିତ୍ର ନଦୀ କୂଳକୁ ଆକର୍ଷିତ...
୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି...
ମହାକୁମ୍ଭ ଇତିହାସ ବହୁତ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା...
ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ପାଲଟିଥିବା ତ୍ରିବେଣୀ ସଂଗମ ଏକ ଅଭିଶାପରୁ ଆରମ୍ଭ ହୋଇଥିଲା । ଦେବତାଙ୍କୁ ମିଳିଥିଲା ଏ ଅଭିଶାପ, କିନ୍ତୁ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁଣ୍ୟତୋୟା ତ୍ରିଧାରାଙ୍କ ମିଳନସ୍ଥଳୀ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।
ସେତେବେଳେ ଜବାହରଲାଲ ନେହରୁ ଆହ୍ଲାବାଦ ମ୍ୟୁନିସିପାଲିଟି କର୍ପୋରେସନର ଚେୟାରମ୍ୟାନ୍ ଥିଲେ । ତାଙ୍କ ଆତ୍ମକଥାରେ ପବିତ୍ର କୁମ୍ଭମେଳା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଜବାହରଲାଲ ନେହରୁ । ବ୍ରିଟିଶ ଶାସନ କାଳରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ବାରଣ କରାଯାଇଥିଲା । ହେଲେ ବ୍ରିଟିଶ ସରକାରଙ୍କ ବିରୋଧରେ ଯାଇ ମହାନ୍...
ନାଗାସାଧୁ ହେବାର ପଥରେ ଯାତ୍ରା କରିବା କେବଳ ନିଷ୍ପତ୍ତି ନୁହେଁ; ଏହା ଏକ କଠୋର ଯାତ୍ରା । ଏଥିପାଇଁ ଦିବ୍ୟ ସମର୍ପଣ ଭାବ ଓ କଠିନ ଅନୁଶାସନ ଆବଶ୍ୟକ । ପ୍ରାଚୀନ ହିନ୍ଦୁ ପରମ୍ପରାରେ ନିହିତ ଏହି ପ୍ରକ୍ରିୟା ପାଇଁ ଇଚ୍ଛୁକ ଲୋକଙ୍କୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଆହ୍ୱାନର...
କେବଳ ଭାରତ ନୁହେଁ, ଦୁନିଆର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୁମ୍ଭ ମେଳାରେ ଯୋଗଦେବାକୁ ଆସନ୍ତି । କୁମ୍ଭମେଳା ସମୟରେ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରମତରେ ମକର ସଂକ୍ରାନ୍ତିଠାରୁ ମହା...
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନେକ ସାଧୁସନ୍ଥ ପହଞ୍ଚିଛନ୍ତି, ଯେଉଁଥିରେ ବିଶେଷ କରି ' ତଙ୍ଗତୋଡ଼ା ସାଧୁ' ସାମିଲ ଅଛନ୍ତି । ତଙ୍ଗତୋଡ଼ା ସାଧୁ ଉଦାସୀନ...
ଗୋଟିଏପଟେ ଉଚ୍ଚତା ତାଙ୍କୁ ଏକ ବଡ଼ ଉପଲବ୍ଧି ଆଣି ଦେଇଥିବା ବେଳେ ଅନ୍ୟପଟେ ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଉଚ୍ଚତା ପାଇଁ ରୁମେସା ଫ୍ଲାଇଟରେ ସାଧାରଣ ଭାବରେ ବସି ଯାତ୍ରା କରିପାରନ୍ତି ନାହିଁ । ଫ୍ଲାଇଟରେ ଯାତ୍ରା କରିବା ସମୟରେ ତାଙ୍କୁ ଷ୍ଟ୍ରେଚରରେ...
ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ମଧ୍ୟ ସାହାଯ୍ୟ କରିନଥିଲେ । କେବଳ ଏୟାର ଆସ୍ଥାନାର ନମ୍ବର ଦେବାପରେ ନିଜ ଉପରୁ ଦାୟିତ୍ୱ ହଟାଇ ନେଇଥିଲେ । ଆହତଙ୍କ ସାଥୀରେ ଯିବାପାଇଁ ମଧ୍ୟ କେହି ବାହାରିନଥିଲେ । ଜଣେ ମଣିଷ ଯନ୍ତ୍ରଣାରେ ଚିତ୍କାର କରୁଥିବା...
ଆମେରିକାର ଅନେକ ଅଞ୍ଚଳରେ ସବୁଠାରୁ ବଡ଼ ତୁଷାରପାତ ଏବଂ ଝଡ଼ ଦେଖାଯିବ । ବିଭାଗୀୟ ଅଧିକାରୀ କହିଛନ୍ତି, ୨୦୧୧ ପର ଠାରୁ ଏହା ଆମେରିକା ପାଇଁ ସବୁଠାରୁ ଶୀତଳ ତଥା ହାଡ଼ଥରା ଜାନୁଆରୀ ହୋଇପାରେ । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଅନୁଭୂତ ହେବ ।...
ଆମେରିକାର ସର୍ଜନ ଜେନେରାଲଙ୍କ ଅନୁଯାୟୀ, ତମାଖୁ ଏବଂ ମେଦବହୁଳତା ପରେ ମଦ୍ୟପାନ ଯୁକ୍ତରାଷ୍ଟ୍ରରେ କର୍କଟ ରୋଗର ତୃତୀୟ ପ୍ରମୁଖ କାରଣ । ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ୨୦୨୪ ରିପୋର୍ଟ ଅନୁଯାୟୀ, କର୍କଟ ରୋଗର ସମସ୍ତ ପ୍ରକାର କେସ୍ରୁ ୫% କେବଳ ମଦ୍ୟପାନ ସହିତ ଜଡିତ। ମଦ୍ୟପାନ...
ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ...
୪୯ ବେଡରୁମ ବିଶିଷ୍ଟ ଏହି ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଜ ରୁମ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଏକ ସିନମା ହଲ ରହିଛି, ଯେଉଁଠି...
ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା...
ମୃତ୍ୟୁ ବି ସତରେ କେତେ ନିଷ୍ଠୁର ! ଏ ମୃତ୍ୟକୁ କେହି ଫାଙ୍କି ଦେଇପାରିବେନି. . କିଛି ବୁଝିବା ପୂର୍ବରୁ ଆକସ୍ମିକ ଭାବେ ଆସି ଆପଣାର ଲୋକଙ୍କୁ ଛଡ଼େଇ ନେବ. . କିଏ ଜାଣେ କେଇଁ ରାତି ଜୀବନର ଶେଷ ରାତି ହେବ । କିଏ ଜାଣେ କେଉଁ...
୧୯୯୧ରେ ଭାରତର ଅର୍ଥନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ସେହି ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏପରି ନୀତି ପ୍ରଣୟନ କରିଥିଲେ, ଯାହା କେବଳ ଅର୍ଥନୈତିକ ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିନଥିଲା, ବରଂ ଭାରତକୁ...