• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

Pragyan Paramita Behera

Freelancer

ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭିରେ ଶିକ୍� ...more

ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ । ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆରେ ଦୀର୍ଘ ୮ ବର୍ଷ ବୃତ୍ତିଗତ ଜୀବନ । ଏବେ ଫ୍ରିଲାନ୍ସର ଭାବରେ  କାର୍ଯ୍ୟ ଜାରି ରଖିଛି । ଆଞ୍ଚଳିକ, ଦେଶବିଦେଶ ଓ ସ୍ୱତନ୍ତ୍ର ଆଲେଖ୍ୟ ଉପସ୍ଥାପନ କରିବାର ଦକ୍ଷତା ରହିଛି।

less

Posts by Pragyan Paramita Behera

ବଦଳିଗଲା ଗାଁର ଚିତ୍ର
Success Story: ଗାଁକୁ ନୂଆ ପରିଚୟ ଦେଲେ ଝିଅ : ଦିନେ ଯେଉଁଠି ବନ୍ଧୁକ ଗର୍ଜୁଥିଲା, ଆଜି ସେଠି ମାଳ ମାଳ ପ୍ରତିଭା

ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ ।...

ଡିପ୍‌ସିକ୍ ପରେ ମାନୁସ୍ ଏଆଇ
New AI of China: ଚୀନର ନୂଆ ଏଆଇ କ୍ରାନ୍ତି : DeepSeek ପରେ ଚହଳ ପକାଇଲା Manus

ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ମାନୁସକୁ ଡିଜାଇନ୍ କରାଯାଇଛି । ଥରେ କୌଣସି ଉପଭୋକ୍ତା ମାନୁସ ଉପରେ କାର୍ଯ୍ୟ ନ୍ୟସ୍ତ କଲେ, କ୍ଲାଉଡରେ ଏହାର ପ୍ରୋସେସିଂ ଜାରି ରଖେ । ୟୁଜର ଡିଭାଇସକୁ ଡିସକନେକ୍ଟ କଲେ ସୁଦ୍ଧା କାମ କରୁଥାଏ ମାନୁସ । ଅନ୍ୟ ଏଆଇ ପ୍ଲାଟଫର୍ମ ଗୁଡ଼ିକ...

ସେ ଆଜି ମରି ବି ଅମର
Plasma Donor: ତାଙ୍କ ରକ୍ତରେ ଥିଲା ଅଦ୍ଭୁତ ଶକ୍ତି, ବଞ୍ଚାଇ ପାରିଥିଲେ ୨୪ ଲକ୍ଷ ଶିଶୁଙ୍କ ଜୀବନ

ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ହାରିସନ ଏବଂ ଅନ୍ୟ ପ୍ଲାଜମାଦାତା ମାନଙ୍କ ରକ୍ତ ବ୍ୟବହାର କରି ଲ୍ୟାବରେ ଆଣ୍ଟି-ଡି ଆଣ୍ଟିବଡି ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି। ରେଡକ୍ରସ୍ ଏହି ପ୍ରକ୍ରିୟାକୁ " ଜେମ୍ସ ଇନ୍ ଏ ଜାର୍" ନାମ ଦେଇଛି । ଏହି ପ୍ରୟାସ ସଫଳ ହେଲେ ବିଶ୍ୱର ଅଗଣିତ ପରିବାରକୁ...

Alexander Graham Bell
Bell: ଆଲେକଜାଣ୍ଡର୍ ବେଲଙ୍କର ଟେଲିଫୋନ ଉଦ୍ଭାବନ ଓ ବୈଜ୍ଞାନିକ ସଫଳତାର ଐତିହାସିକ କାହାଣୀ, ଜିରୋରୁ ହିରୋ

ଯେତେବେଳେ ତାଙ୍କୁ କୋଡ଼ିଏ ବର୍ଷ ସେତେବେଳେ ତାଙ୍କର ଦୁଇ ଭାଇ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଥିଲେ । ବେଲଙ୍କ ଶିକ୍ଷା ଘରେ ଆରମ୍ଭ ହୋଇଥିଲା । ବେଲ ପାଠପଢ଼ାରେ ବିଚକ୍ଷଣ ନଥିଲେ,କିନ୍ତୁ ସେ କମ ବୟସରୁ ହିଁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରୁଥିଲେ । ମାତ୍ର ୧୨...

ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି
Tourist in North Korea: ଅନୁମତି ଦେଲେ କିମ୍ ଜଙ୍ଗ, ହେଲେ ଉତ୍ତରକୋରିଆ ଯିବାକୁ କାହିଁକି ଡରୁଛନ୍ତି ପର୍ଯ୍ୟଟକ ?

ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ସମୟରେ କୌଣସି ପ୍ରକାର ସମ୍ବାଦ ପଢ଼ିପାରିବେ ନାହିଁ କି ଶୁଣିପାରିବେ ନାହିଁ । ସେଠାରେ ଥିବା ବଡ଼ ହୋଟେଲରେ ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଉପଲବ୍ଧ, କିନ୍ତୁ ସେଗୁଡ଼ିକର ପ୍ରସାରଣ ବନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ ଏବଂ ପର୍ଯ୍ୟଟକ...

କ’ଣ ଏହି ସ୍ଲିପ୍ ଡିଭୋର୍ସ
Sleep Divorce: ସ୍ଲିପ ଡିଭୋର୍ସ କ’ଣ ? ଭାରତରେ କାହିଁକି ବଢ଼ୁଛି ବିବାହ ପରେ ଅଲଗା ଶୋଇବାର ଧାରା ?

ଡାକ୍ତରଙ୍କ କହିବା ଅନୁସାରେ ଜଣେ ଲୋକ ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ନିଦ ଆବଶ୍ୟକ, କାରଣ ଏହା କାର୍ଯ୍ୟ ପାଇଁ ଆମ ମନକୁ ଶକ୍ତି ଯୋଗାଇଥାଏ । ନିଦ୍ରା ଅଭାବ ଆମର ଭାବପ୍ରବଣତା ଉପରେ ପ୍ରଭାବ ପକାଇଥାଏ ।...

ଜନଶୂନ୍ୟ ମହାକୁମ୍ଭସ୍ଥଳୀ
Mahakumbh 2025: ଖାଁ ଖାଁ ତୀର୍ଥନଗରୀ ପ୍ରୟାଗରାଜ...ଜନଶୂନ୍ୟ ମହାକୁମ୍ଭସ୍ଥଳୀ, ଶ୍ରଦ୍ଧାଳୁଙ୍କୁ ଝୁରୁଛି ସଙ୍ଗମସ୍ଥଳ

ଆଜି ସେ ନିଃଶଦ୍ଦ, ଶ୍ରଦ୍ଧାଳୁଙ୍କ ସ୍ଥାନରେ ପଡ଼ିରହିଛି ଖାଲି ଟେଣ୍ଟ । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ପରିସର ଏବେ ନିର୍ଜନ । ହଜାର ହଜାର ଟେଣ୍ଟ ଖୋଲିଯାଇଛି, ମେଳା ପରିସରରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି । ଯାହା ଫଳରେ ସହର ଧୀରେ ଧୀରେ...

ଏଇ ଗାଁରେ ସମସ୍ତେ ୟୁଟ୍ୟୁବର
Success Story: ପିଲାଠୁ ବୁଢ଼ା ସମସ୍ତେ ଏଠି କଣ୍ଟେଣ୍ଟ କ୍ରିଏଟର, ରୋଜଗାର ବି ଲକ୍ଷ ଲକ୍ଷ

ରିପୋର୍ଟ ଅନୁସାରେ ୟୁଟ୍ୟୁବରୁ ମିଳୁଥିବା ଟଙ୍କାରୁ ଗାଁର ସ୍ଥିତି ତଥା ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଛି । ଲୋକେ ଏଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରି ଲାଭବାନ ହୋଇପାରିଛନ୍ତି । ଆର୍ଥିକ ଲାଭ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମ ସମାନତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ...

ମହଙ୍ଗା ହେଉଛି ଡଲାର
Dollar Rate Increasing: ଛାତ୍ରଛାତ୍ରୀଙ୍କ ଉପରେ ମହଙ୍ଗା ଡଲାର ଛାଟ, ବିଦେଶରେ ପାଠପଢ଼ା ସ୍ୱପ୍ନ ପାଲଟିଲାଣି

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏନଆରଆଇଙ୍କ ପାଇଁ ବରଦାନ ହୋଇପାରେ କିନ୍ତୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଶାପ ସଦୃଶ । ଟଙ୍କାର ମୂଲ୍ୟ ହ୍ରାସ ଭାରତୀୟ ଛାତ୍ରମାନଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ । ସେମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାରଣ...

ଗଣହତ୍ୟା ପଛର ଛାତିଥରା କାହାଣୀ
Kerala Crime Story: କେରଳ ଗଣହତ୍ୟାର ଲୋମଟାଙ୍କୁରା କାହାଣୀ...ଆପଣାର ଲୋକଙ୍କ ରକ୍ତରେ ଖେଳିଲା ହୋଲି

ଅଭିଯୁକ୍ତର ନାମ ହେଲା ଅଫାନ । କୋଲାମର ଏକ କଲେଜରେ ସ୍ନାତକୋତ୍ତର ଛାତ୍ରୀ ଫରସାନା ତଥା ଅଭିଯୁକ୍ତର ଅଫାନର ଗର୍ଲଫ୍ରେଣ୍ଡ ମଧ୍ୟ ହତ୍ୟାର ଶିକାର ହୋଇଛି । ଚେୟାରରେ ବସିଥିବା ବେଳେ ଫରସାନା ମୁଣ୍ଡ ତଳେ ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି । ପୋଲିସ...

ଅସଂଭାଳ ଭିଡ଼ରେ କାଉଲୁବାଉଲୁ ବାସିନ୍ଦା
Mahakumbh 2025: ଥକିପଡ଼ିଛି ତୀର୍ଥରାଜ ପ୍ରୟାଗ : ଭିଡ଼ ଯନ୍ତ୍ରଣାରେ କାଉଲୁବାଉଲୁ ସ୍ଥାନୀୟ ବାସିନ୍ଦା

ମଇଳା ଆବର୍ଜନା ପଡି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଶ୍ରଦ୍ଧାଳୁଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି । ପ୍ରଥମେ ପ୍ରଥମେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ମାଗଣାରେ ଖାଦ୍ୟପାନୀୟ ଯୋଗାଉଥିବା ଲୋକେ ଏବେ କିନ୍ତୁ ଥକିପଡ଼ିଲେଣି । ତୀର୍ଥଯାତ୍ରୀଙ୍କ ଭିଡ଼ ଆଉ ନିୟନ୍ତ୍ରଣରେ ନାହିଁ ।...

ଗରିବଙ୍କ ଭୋକ ବୁଝୁଛି ରୁଟି ବ୍ୟାଙ୍କ
Roti Bank for Poor: ୨୦୦ ଭୋକିଲାଙ୍କ ମୁହଁରେ ପ୍ରତିଦିନ ଆହାର ଦେଉଛି ଏହି ‘ରୁଟି ବ୍ୟାଙ୍କ’

୨୦୧୮ରେ ଆରମ୍ଭ ହୋଇଥିବା ଏହି ମହତ ଅଭିଯାନ ଆଜି ସୁବ୍ୟବସ୍ଥିତ ଆନ୍ଦୋଳନରେ ପରିଣତ ହୋଇସାରିଛି । ପ୍ରତି ଦିନ ପାଖାପାଖି ୨୦୦ ଲୋକଙ୍କୁ ଭୋଜନ ଉପଲବ୍ଧ କରାଉଛି ରୁଟି ବ୍ୟାଙ୍କ । ଏହି ରୁଟି ବ୍ୟାଙ୍କର କାହାଣୀ ନିସ୍ୱାର୍ଥପରତା ଓ ପରୋପକାର ପରି ଗଭୀର ଭାବନାରୁ ପ୍ରେରିତ ଏକ...

କେମିତି ହେବେ ପାଇଲଟ୍
How to be a Pilot: ୩ ପରୀକ୍ଷା, ୨୦୦ ଘଣ୍ଟାର ଟ୍ରେନିଂ ଓ କୋଟି କୋଟିର ଖର୍ଚ୍ଚ... ତା’ପରେ ହେବେ ପାଇଲଟ୍‌

ପାଇଲଟ୍ ପରୀକ୍ଷାରେ ପ୍ରଥମ ରାଉଣ୍ଡ ଲିଖିତ ପରୀକ୍ଷା କରାଯାଏ । ଯେଉଁଥିରେ ଆପଣଙ୍କୁ ଦ୍ୱାଦଶ ଆଧାରିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରୁ ପ୍ରଶ୍ନ ଆସିବ । ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଏକ ଭିଡିଓ ଗେମ୍ ପରୀକ୍ଷା ଦେବାକୁ ପଡ଼େ । ଏହା ପରେ ତୁମର ସମସ୍ୟା ସମାଧାନ...

କଳାପାଣି ସଜାର କରୁଣ କାହାଣୀ
Cellular Prison: କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

ପ୍ରତ୍ୟେକ କଏଦୀଙ୍କୁ ଏକ ଛୋଟ ନିବୁଜ କୋଠରୀରେ ରଖାଯାଉଥିଲା । ବନ୍ଦୀମାନଙ୍କୁ ଆଦୌ କଥାବାର୍ତ୍ତା ହେବା ପାଇଁ ଅନୁମତି ନଥିଲା । ଏହି ପ୍ରକାର ଜେଲକୁ ସାଇଲେଣ୍ଟ ସିଷ୍ଟମ କୁହାଯାଉଥିଲା । ଏହି ସିଷ୍ଟମକୁ ଜେରେମି ବେଥମ ଡିଜାଇନ୍ କରିଥିଲେ, ଯିଏକି ଆଧୁନିକ ଜେଲ ସିଷ୍ଟମର ପିତା ଭାବରେ...

କିପରି ନିଷ୍ପତ୍ତି ନିଏ ମସ୍ତିଷ୍କ
Decision Making of Brain: ଜଟିଳ ପରିସ୍ଥିତିରେ ଜଣେ କିପରି ନିଏ ନିଷ୍ପତ୍ତି, କେମିତି କାମ କରେ ମସ୍ତିଷ୍କ...ଖୁଲାସା କଲେ ବୈଜ୍ଞାନିକ

ବିବାଦୀୟ ଏବଂ ସମ୍ବେଦନଶୀଳ ସୂଚନାକୁ ନେଇ ଦ୍ୱନ୍ଦ ଉପୁଜିଲେ ସୁଦ୍ଧା ମଣିଷ କିପରି ବୁଦ୍ଧିମାନ ନିଷ୍ପତ୍ତି ଗ୍ରହଣ କରେ, ସେ ସମ୍ପର୍କରେ ଦୀର୍ଘ ସମୟ ଧରି ଅଧ୍ୟୟନ କରାଯାଇଥିଲା । ତଥାପି ଏହା ଏକ ରହସ୍ୟ କହିଲେ ଚଳେ । ନେଚର ନ୍ୟୁରୋସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସ...

ବିଶ୍ୱର ୧୦ ଶକ୍ତିଶାଳୀ ଦେଶ ଭିତରେ ଭାରତ କେଉଁଠି
Most Powerful Countries: ବିଶ୍ୱର ୧୦ ଶକ୍ତିଶାଳୀ ଦେଶ : ପ୍ରଥମ ସ୍ଥାନରେ କିଏ, ତାଲିକାରେ ଭାରତ କେଉଁଠି ?

ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ...

ଏମିତି ଶାସକ ଯିଏ କଟାମୁଣ୍ଡ ଧରି ବୁଲୁଥିଲେ
Cruel Ruler Aurangzeb : ସିଂହାସନ ପାଇଁ ଭାଇଙ୍କୁ ହତ୍ୟା କରି ବାପାଙ୍କୁ ବନ୍ଦୀ କରିଥିଲେ କ୍ରୁର ଶାସକ ଔରଙ୍ଗଜେବ

ଔରଙ୍ଗଜେବଙ୍କ ପିତା ସାହାଜାହାନ ୧୬୫୬ରେ ଖୁବ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ଆଉ ସେହି ସମୟରେ ମୋଗଲ ସାମ୍ରାଜ୍ୟ ପାଇଁ ଔରଙ୍ଗଜେବ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ସବୁଠାରୁ ଶକ୍ତିଶାଳୀ ଥିଲେ । ତା’ପରେ ସେ ନିଜ ପିତାଙ୍କୁ ବନ୍ଦୀ କରିନେଲେ...

ବିଶ୍ୱର ୧୦ ଶକ୍ତିଶାଳୀ ମହିଳା କିଏ
Forbes List: ଫୋର୍ବସ ପ୍ରସ୍ତୁତ କଲା ବିଶ୍ୱର ୧୦ ଶକ୍ତିଶାଳୀ ମହିଳାଙ୍କ ତାଲିକା, କେତେ ତମ ସ୍ଥାନରେ ଅଛନ୍ତି ଜର୍ଜିଆ ମେଲୋନୀ ?

ଫୋର୍ବସ୍ ତାଲିକାରେ ଜୁଲି ସ୍ୱିଟ ସପ୍ତମ ସ୍ଥାନରେ ରହିଛି। ସେ ଆସେଞ୍ଚର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ୫୭ ବର୍ଷିୟ ଜୁଲି କାଲିଫର୍ନିଆର ଟୁଷ୍ଟିନରେ ଜନ୍ମଗ୍ରହଣ କରିଥିଲେ । କାଲିଫର୍ନିଆର କ୍ଲେରିମେଟ ମ୍ୟାକକେନା କଲେଜ ଏବଂ ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟି ଲ ସ୍କୁଲରେ ସେ ଆଇନ ଅଧ୍ୟୟନ...

ନିଶା ଯାହାଙ୍କ ମାଗଣା ଚିକିତ୍ସା
Story of a Doctor: ୨୦୦ ଅସହାୟ ରୋଗୀଙ୍କୁ ନୂଆ ଜୀବନ ଦେଇଥିବା ଜଣେ ଡାକ୍ତରଙ୍କ କାହାଣୀ

ଡାକ୍ତର ବାବୁଙ୍କ ଅନୁରୋଧ କ୍ରମେ ଅନେକ ଟ୍ରଷ୍ଟ ରୋଗୀଙ୍କୁ ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ମାଗଣାରେ ଯୋଗାଇବାକୁ ରାଜି ହୋଇଥିଲେ। ଯନ୍ତ୍ରପାତି ଉପଲବ୍ଧ ହେବା ପରେ ମନୀଷ ନିଜ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପାଇଁ ମନୀଷଙ୍କୁ ଅନ୍ୟ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ...

କାହିଁକି ଦୁର୍ବଳ ହେଉଛି ପୁରୁଷଙ୍କ ଶୁକ୍ରାଣୁ
Sperm Freezing Trend: ଭାରତରେ ସ୍ପର୍ମ ଫ୍ରିଜିଂର ନୂଆ ଟ୍ରେଣ୍ଡ , ଦୁର୍ବଳ ହେଉଛି କି ପୁରୁଷଙ୍କ ଶୁକ୍ରାଣୁ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜଣେ ପୁରୁଷ ଏକ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ସତ୍ତ୍ୱେ ଜଣେ ମହିଳା ଗର୍ଭଧାରଣ କରିବାରେ ଅସମର୍ଥ ହେଲେ, ସଂପୃକ୍ତ ପୁରୁଷକୁ ଇନଫଟାଇଲ ବୋଲି ଧରାଯାଏ। ଅନ୍ୟପଟେ କେତେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବହୁତ କମ ଥିବା ସହ ଏହାର କ୍ୱାଲିଟି...

ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ । ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆରେ ଦୀର୍ଘ ୮ ବର୍ଷ ବୃତ୍ତିଗତ ଜୀବନ । ଏବେ ଫ୍ରିଲାନ୍ସର ଭାବରେ  କାର୍ଯ୍ୟ ଜାରି ରଖିଛି । ଆଞ୍ଚଳିକ, ଦେଶବିଦେଶ ଓ ସ୍ୱତନ୍ତ୍ର ଆଲେଖ୍ୟ ଉପସ୍ଥାପନ କରିବାର ଦକ୍ଷତା ରହିଛି।