ଆତଙ୍କବାଦୀମାନଙ୍କୁ ଦେଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ କରିବାକୁ ଉତ୍ସାହିତ କରାଯାଉଛି। ସାମାଜିକ ଏବଂ ଆର୍ଥିକ ଅସମାନତା ଦୂର କରିବା ସହିତ, ସରକାର ଶିକ୍ଷା, ଦାରିଦ୍ର୍ୟ ଏବଂ ବେକାରୀ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଆବଶ୍ୟକ ଯାହା ଦ୍ଵାରା ଯୁବପିଢ଼ିଙ୍କୁ ବିପଥଗାମୀ ହେବାରୁ ରୋକାଯାଇପାରିବ।
ବ୍ରିଗେଡିୟର ମୋହିନ୍ଦର ସିଂହ ଚୋପ୍ରା ଲେଖିଛନ୍ତି, ସେତେବେଳେ ସୀମା ନିର୍ଣ୍ଣୟ କରିବା ସହଜ ନଥିଲା । କାରଣ ସୀମା ଚିହ୍ନଟ କରିବା ପାଇଁ ନା ସ୍ତମ୍ଭ ଥିଲା ନା କୌଣସି ନିର୍ଦ୍ଦିଷ୍ଟ ପ୍ରତୀକ ଥିଲା। ଗ୍ରାଣ୍ଡ ଟ୍ରଙ୍କ ରୋଡ (Grand Trunk Road) ରେ ଚାଲିବା ସମୟରେ ଦୁହେଁ...
ଓସାମା ବିନ ଲାଡେନ ଯେତେବେଳେ ପାକିସ୍ତାନରେ ଲୁଚିଥିବା ଖବର ପାଇଥିଲା ଆମେରିକା,ସେତେବେଳେ ଆତଙ୍କବାଦୀକୁ ପ୍ରଶୟ ନଦେବାକୁ ବାରମ୍ବାର ଚେତାବନୀ ଦେଇଥିଲା । ପାକିସ୍ତାନ କିନ୍ତୁ ଲାଡେନ ଦେଶରେ ଲୁଚିଥିବା କଥାକୁ ଆଦୌ ସ୍ୱୀକାର କରିନଥିଲା, ବାରମ୍ବାର ମନା କରିଚାଲିଥିଲା। ପରେ ଆମେରିକା ଏକ ଅପରେସନ୍ ଆରମ୍ଭ କରି ପାକିସ୍ତାନରେ ପ୍ରବେଶ...
ନିର୍ଭରଯୋଗ୍ୟ ଗୁଇନ୍ଦା-ଆଧାରିତ ସୂଚନା ଅନୁସାରେ, ଆତଙ୍କୀଙ୍କ ପାଇଁ ମୋଟ ବାର୍ଷିକ ଖର୍ଚ୍ଚ ହୁଏ ୧.୫-୨ ବିଲିୟନ ଟଙ୍କା । ଏହି ପରିମାଣରୁ JeM, HM ଏବଂ LeT ଭଳି ସଂଗଠନଗୁଡ଼ିକୁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ବ୍ୟବସ୍ଥା କରିବା ପାଇଁ ୫୦୦ ନିୟୁତ ଟଙ୍କା...
ହିଂସାର ନିଆଁରେ ଜଳୁଥିବା ମଣିଷମାନେ ଧର୍ମର ଦ୍ୱାହି ଦେଇ ପର୍ଯ୍ୟଟକଙ୍କୁ ନିଶାନା ବନାଇଥିଲେ । ଆମେ ପାକିସ୍ତାନରେ ଗୋଟାଏ ରୋଟି ପାଇଁ ମରୁଛୁ, ତୁମେମାନେ କିପରି ଖୁସି ହୋଇପାରିବ କହି ଧାଇଁ ଧାଇଁ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲେ । ଦୁଃଖର ବିଷୟ ପ୍ରାରମ୍ଭିକ ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ...
ପାକିସ୍ତାନର ଏହି ଧମକ ପରେ ସିମଲା ଚୁକ୍ତିନାମା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ନିର୍ଣ୍ଣାୟକ ଯୁଦ୍ଧ ପରେ ଶାନ୍ତି ଫେରାଇ ଆଣିବା ପାଇଁ ଏହା ୧୯୭୨ ମସିହାରେ ସ୍ୱାକ୍ଷରିତ ହୋଇଥିଲା ଏହି ଚୁକ୍ତିନାମା । ଆସନ୍ତୁ ଜାଣିବା ସିମଲା ଚୁକ୍ତିନାମା କ'ଣ?...
ପ୍ରାୟ ଏକ ଦଶନ୍ଧିର ପ୍ରୟାସ ପରେ କାଶ୍ମୀରର ଅର୍ଥନୀତି ପୁଣିଥରେ ଟ୍ରାକକୁ ଫେରିଥିଲା । ଗତ ତିନି ଆର୍ଥିକ ବର୍ଷରେ ରେକର୍ଡ ହୋଇଥିବା ପ୍ରକୃତ ଅଭିବୃଦ୍ଧି ହାର ଏହା ପୂର୍ବରୁ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କେବେ ଦେଖାଯାଇ ନଥିଲା । କିନ୍ତୁ ପହଲଗାମରେ ହୋଇଥିବା ବର୍ବର...
ପୋପ୍ ଫ୍ରାନ୍ସିସ୍ ହେଉଛନ୍ତି ଇତିହାସର ପ୍ରଥମ ଲାଟିନ୍ ଆମେରିକୀୟ ଧାର୍ମିକ ନେତା, ଯିଏ ତାଙ୍କର ବିନମ୍ର ଶୈଳୀ ଏବଂ ଗରିବଙ୍କ ପ୍ରତି ଉଦାର ମନୋଭାବ ଯୋଗୁଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲେ । ଫ୍ରାନ୍ସିସ୍ ଫୁସଫୁସ ରୋଗରେ ପୀଡିତ ଥିରେ ଏବଂ ଯୁବକ ଅବସ୍ଥାରେ ହିଁ ଫୁସଫୁସର...
ବିଗତ ବର୍ଷ ଗୁଡ଼ିକରେ, ଚାହିଦା-ଯୋଗାଣର ଅସ୍ଥିରତା ଯୋଗୁଁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ଭଡ଼ା ଅଧିକ ଥିଲା। କିନ୍ତୁ ଏହି ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ଦୃଶ୍ୟ ବଦଳି ଯାଇଛି। ବୈଧ ଭିସା ଥିବା ଲୋକଙ୍କ ପାଇଁ, ଆମେରିକା ଯାତ୍ରା କରିବା ଏବେ ଆର୍ଥିକ ଦୃଷ୍ଟିରୁ ସମ୍ଭବ, ଅତି...
ବିୟରରେ ଥିବା ପ୍ରାକୃତିକ ଉପାଦାନ ଯୋଗୁଁ ବିୟର ବାଥ୍ ତ୍ୱଚା ପାଇଁ ଅନେକ ଲାଭ ପ୍ରଦାନ କରିପାରେ। ଏଥିରେ ହପ୍ସ ନାମକ ଥିବା ଏକ ପ୍ରମୁଖ ଉପାଦାନ ଆଣ୍ଟି-ଇନଫ୍ଲାମେଟରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ, ଯାହା ଆପଣଙ୍କ ମଳିନ ପଡ଼ିଯାଇଥିବା ଚର୍ମକୁ ନୂଆ ଚମକ ପ୍ରଦାନ କରିଥାଏ...
ସେ ଅଧିକରୁ ଅଧିକ ପିଲାଙ୍କ ବାପା ହେବାକୁ ଚାହୁଁଛନ୍ତି । ମସ୍କଙ୍କ ଏହି 'ଶିଶୁ ମିଶନ' କୌଣସି ସାଧାରଣ ପାରିବାରିକ ଘଟଣା ନୁହେଁ। ଏହାକୁ ତାଙ୍କର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଇପାରିବ। ପୃଥିବୀରେ ଜନସଂଖ୍ୟା ହ୍ରାସ ପାଉଛି ଏବଂ ଏହା ମାନବ ଜାତିର ବିଲୁପ୍ତ ହେବାର କାରଣ...
ଦିଲ୍ଲୀର ଏକ Rage Room ଲୋକମାନଙ୍କୁ ୧୫ ରୁ ୩୦ ମିନିଟର Smash Sessions ପ୍ରଦାନ କରେ । ଏଠାରେ ଗ୍ରାହକମାନେ ଧାତୁ ରଡ୍ ସାହାଯ୍ୟରେ ପ୍ରିଣ୍ଟର, ମାଇକ୍ରୋୱେଭ୍, କ୍ରୋକରୀ ଇତ୍ୟାଦି ଜିନିଷ ଭାଙ୍ଗି ପାରିବେ। କର୍ମଚାରୀମାନେ ସେମାନଙ୍କୁ ସୁରକ୍ଷା ଉପକରଣ ସହିତ ସଜ୍ଜିତ କରନ୍ତି ଏବଂ ଭିତରେ...
ଜ୍ୟୋତିଷ ଶାସ୍ତ୍ର ଏବଂ ବ୍ୟକ୍ତିର ରାଶି ଆଧାରରେ ବ୍ୟକ୍ତିତ୍ୱ ଓ ବୃତ୍ତିଗତ ଜୀବନ ପ୍ରଭାବିତ ହୁଏ। ଆପଣଙ୍କ ରାଶି ଅନୁସାରେ କେଉଁ କ୍ୟାରିୟର୍ ଆପଣଙ୍କୁ ଜୀବନରେ ଅଧିକ ସଫଳତା ଦେବ, ଜାଣନ୍ତୁ ।
ସକାଳର ଚା’ କିମ୍ବା କଫିରେ ଦିନଚର୍ଯ୍ୟା ଆରମ୍ଭ ହେଲେ ସୁଦ୍ଧା ଏନର୍ଜେଟିକ ଅନୁଭବ ହେଉନି.. କାମ କରିବା ମଧ୍ୟରେ ଅଫିସରେ ଘନ ଘନ ହାଇ ଆସୁଛି କି ? ଅନେକ ଲୋକଙ୍କ ପାଇଁ ଏହା ଏବେ ଏକପ୍ରକାର ସ୍ଥାୟୀ ସମସ୍ୟା ହୋଇଗଲାଣି, ଫଳରେ ନିତିଦିନିଆ କାମ କରିବାକୁ କଷ୍ଟ...
ସମସ୍ତଙ୍କୁ ମହାକାଶ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଡଲାର ଦେବାକୁ ପଡିବ ନାହିଁ। ଷ୍ଟାର ଟ୍ରେକ୍ ଷ୍ଟାର ୱିଲିୟମ୍ ଶାଟନର ଏବଂ ଆମେରିକୀୟ ଟେଲିଭିଜନ ହୋଷ୍ଟ ମାଇକେଲ ଷ୍ଟ୍ରାହାନଙ୍କ ପରି ସେଲିବ୍ରିଟିମାନେ ବ୍ଲୁ ଅରିଜିନର ଅତିଥି ଭାବରେ ମାଗଣାରେ ନ୍ୟୁ ସେପର୍ଡ ସବଅର୍ବିଟାଲ୍ ଲଞ୍ଚ ଯାନରେ ଉଡ଼ିଥିବା ଜଣାପଡ଼ିଛି।
କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ବୟସ ବର୍ଗର ଲୋକଙ୍କ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଅଧା ବୟସରେ ଚାକିରି ହରାଇବା ଆର୍ଥିକ ଏବଂ ଭାବପ୍ରବଣ ଉଭୟ ସ୍ତରରେ ଏକ ବିରାଟ ଅସ୍ଥିରତା ସୃଷ୍ଟି କରିଥାଏ । ସେମାନଙ୍କର ପିଲାମାନେ କଲେଜ ଯାଉଥାଆନ୍ତି, କେତେ କ’ଣ ଋଣ କରଜ...
୧୯୪୦ ମସିହାର ଏକ ଆଇନ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ପ୍ରବାସୀମାନଙ୍କୁ ପଞ୍ଜୀକରଣ କରିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ଏହାକୁ କେବେ ବି ସ୍ଥିର ଭାବରେ ଲାଗୁ କରାଯାଇ ନଥିଲା। ହେଲେ ଏବେ ନୂତନ ନିୟମ ଗୁଡ଼ିକ କଡ଼ାକଡ଼ି କରି ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି ।...
ମହିଳା ଜଣକ ଆଇଭିଏଫ ପ୍ରକିୟାରେ ଗର୍ଭବତୀ ହୋଇ ପିଲାକୁ ଜନ୍ମ ମଧ୍ୟ ଦେଇ ସାରିଛନ୍ତି । ଆଉ ଏହାକୁ ମାନବୀୟ ତ୍ରୁଟି କହି ସଫେଇ ଦେଇଛି ଆଇଭିଏଫ କ୍ଲିନିକ । ଅଷ୍ଟ୍ରେଲିଆରେ ୧୦୦ରୁ ଅଧିକ କ୍ଲିନିକ୍ ପରିଚାଳନା କରୁଥିବା ମୋନାସ୍ ଆଇଭିଏଫ ଏକ ବିବୃତିରେ କହିଛି, କର୍ମଚାରୀମାନଙ୍କ ଅସାବଧାନତା...
ଶିକ୍ଷକମାନେ ମିଶି ଏପରି ଏକ ଫଣ୍ଡ କରିଛନ୍ତି, ଯାହା ମାଧ୍ୟମରେ ସେମାନେ ଯେକୌଣସି ସମୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ କରିପାରିବେ । ଏବେ ସେମାନଙ୍କର ଏକତା ଏବଂ ପ୍ରୟାସ ଅନେକ ଶିକ୍ଷକ ପରିବାର ପାଇଁ ଜୀବନରକ୍ଷକ ଭାବରେ କାର୍ଯ୍ୟ କରୁଛି । ଉତ୍ତର ପ୍ରଦେଶର ପ୍ରୟାଗରାଜର...
କଥାରେ ଅଛି ‘ଅଭାବରୁ ସ୍ୱଭାବ ନଷ୍ଟ। ସମସ୍ତେ ବିଶ୍ୱାସ କରନ୍ତି ଯେ ଗରିବ ଲୋକମାନେ ଚୋରି କରନ୍ତି, କିନ୍ତୁ ବାସ୍ତବରେ ଧନୀ ଲୋକମାନଙ୍କର ଲୋଭ ବେଶି। ଗୋଟିଏ ଧନୀ ଲୋକର ଦୁର୍ନୀତିର ଭାର ସମସ୍ତ ଚୋରଙ୍କର ଚୋରି ଧନ ଠାରୁ ଅଧିକ। ସେଥିପାଇଁ ଭଲମନ୍ଦ, ଧନୀଗରିବ ସହ ମଣିଷପଣିଆ...