• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

Pragyan Paramita Behera

Freelancer

ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭିରେ ଶିକ୍� ...more

ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ । ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆରେ ଦୀର୍ଘ ୮ ବର୍ଷ ବୃତ୍ତିଗତ ଜୀବନ । ଏବେ ଫ୍ରିଲାନ୍ସର ଭାବରେ  କାର୍ଯ୍ୟ ଜାରି ରଖିଛି । ଆଞ୍ଚଳିକ, ଦେଶବିଦେଶ ଓ ସ୍ୱତନ୍ତ୍ର ଆଲେଖ୍ୟ ଉପସ୍ଥାପନ କରିବାର ଦକ୍ଷତା ରହିଛି।

less

Posts by Pragyan Paramita Behera

ଆସୁଛି ଆଉ ଏକ ମହାମାରୀ
New Pandemic Fear: WHOର ସତର୍କବାଣୀ...ଆସୁଛି ଆଉ ଏକ ମହାମାରୀ, କୋଭିଡ-୧୯ ଠାରୁ ହେବ ଆହୁରି ଭୟଙ୍କର !

ଚୀନକୁ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିଲେ ସୁଦ୍ଧା ଅଦୃଶ୍ୟ ମହାମାରୀର ଉତ୍ପତ୍ତି କେଉଁଠୁ ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଏଭଳି ସ୍ଥିତିରେ ଆଗାମୀ ମହାମାରୀ କେଉଁଠାରୁ ଉତ୍ପତ୍ତି ହୋଇପାରେ ଏବଂ ମାନବ ଜାତିକୁ ସଂକ୍ରମିତ କରିପାରେ, ତାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି ।...

କ’ଣ ଏହି ଚିକେନ୍ ନେକ୍
Chicken Neck Corridor: ଚିକେନ ନେକ୍ କ’ଣ ? ଭାରତର କ୍ଷେତ୍ରୀୟ ସୁରକ୍ଷା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସଂକୀର୍ଣ୍ଣ କରିଡର ?

ସିଲିଗୁଡ଼ି କରିଡରକୁ ଚିକେନ୍ ନେକ୍ କରିଡର ବୋଲି ମଧ୍ୟ କୁହାଯାଏ। ଏହି ଅଞ୍ଚଳ ୬୦ କିଲୋମିଟର ଲମ୍ବା ଏବଂ ପ୍ରାୟ ୨୨ କିଲୋମିଟର ଚଉଡ଼ା । ଏହା ଦେଶର ମୁଖ୍ୟଭୂମିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ସଂଯୋଗ କରେ । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହି କରିଡର...

Sentinel Island Tribe
Sentinel Island Mystery: ବାହ୍ୟ ଜଗତରୁ ବିଚ୍ଛିନ୍ନ ରହସ୍ୟମୟ ଜନଜାତିଙ୍କ କାହାଣୀ, ସାମାନ୍ୟ ଛିଙ୍କ ହୋଇପାରେ ଘାତକ

ଏହି ଜନଜାତି ହଜାର ହଜାର ବର୍ଷ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେମାନେ ଆଧୁନିକ ବିଶ୍ୱର ସାଧାରଣ ଭାଇରସ ସହିତ ଲଢ଼ିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି। ଥଣ୍ଡା କିମ୍ବା କାଶ ଭଳି ରୋଗ ଆମ ପାଇଁ ସାଧାରଣ ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ଏହା...

ଆଦିବାସୀ ଝିଅର କାହାଣୀ
Naxalite Transformation of Innocent Tribal Youth: ନିରୀହ ଆଦିବାସୀ ଝିଅ କିପରି ସାଜିଲା ହାର୍ଡକୋର ମାଓବାଦୀ ? କେମିତି ହେଲା ଏନକାଉଣ୍ଟର ?

ପୋଲିସ ଜ୍ୟୋତିର ଘରେ ପହଞ୍ଚିବା ପରେ ଦେଖିଥିଲା, ଘରେ କେବଳ ଥିଲା ତା’ର ଟିକି ଭଉଣୀ, ଯିଏ ଘର ପାଖ ଏକ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲା । ଆଉ ଜ୍ୟୋତିର ମା’ ମହୁଲ ଫୁଲ ସଂଗ୍ରହ କରିବାକୁ ଅନ୍ୟ ମହିଳାଙ୍କ ସହିତ ଘଞ୍ଚ ଜଙ୍ଗଲକୁ ଯାଇଥିଲେ ।...

କୁକୁର ପାଟିରେ କଟାମୁଣ୍ଡ
Severed Head in Dog's Mouth: ବନ୍ଧୁତାରୁ ଆରମ୍ଭ ମୃତ୍ୟୁରେ ଶେଷ... ସାଙ୍ଗକୁ ୯ ଖଣ୍ଡ କରି କାଟିବା ପରେ ନାଇଟି ପିନ୍ଧି ବୁଲିଲା

ସେପଟେ ହତ୍ୟାକାଣ୍ଡର ସମସ୍ତ ପ୍ରମାଣନଷ୍ଟ ପାଇଁ ଶୈଳେନ୍ଦ୍ର ଏକ କରତ, ପ୍ଲାଷ୍ଟିକ ବ୍ୟାଗ ଓ ମହିଳା ପୋଷାକ କିଣି ଆଣିଥିଲା । ପରବର୍ତ୍ତୀ ତିନି ରାତିରେ ସେ ମୃତଶରୀରକୁ ନଅ ଖଣ୍ଡ କରି କାଟି, ଯେପରି ସନ୍ଦେହ ନହେବ ସେଥିପାଇଁ ଗାଉନ ପିନ୍ଧି ସଚିନ ସ୍କୁଟରରେ ହିଁ ବିଭିନ୍ନ...

କାହିଁକି ହୁଏ ଭୂମିକମ୍ପ
Earthquake: ଥାଇଲ୍ୟାଣ୍ଡ-ମିଆଁମାର ଭୂମିକମ୍ପ... ଭାରତ ପାଇଁ ସତର୍କ ସୂଚନା

ଭୂମିକମ୍ପ ଅର୍ଥନୀତିକୁ ନଷ୍ଟ କରିବା ସହ ଜୀବନହାନି ମଧ୍ୟ କରେ । ଭାରତ କୋଡ଼ିଏ ବର୍ଷ ମଧ୍ୟରେ ଜଳବାୟୁ ବିପର୍ଯ୍ୟୟରେ ପ୍ରାୟ ୭୯.୫ ବିଲିୟନ ଡଲାର କ୍ଷତି ସହିଛି। କେବଳ ଭୁଜ ଭୂମିକମ୍ପରେ ଗୁଜରାଟକୁ ୧୦ ବିଲିୟନ ଡଲାର କ୍ଷତି ହୋଇଛି। ନେପାଳ ଭୂମିକମ୍ପ ଉତ୍ତର ଭାରତରେ ମଧ୍ୟ...

ବିପଦରେ ଶୈଶବ
Online Gaming: ପିଲା ଆଉ ଖେଳପଡ଼ିଆ ଯାଉନାହାଁନ୍ତି...ଟାଣି ନେଉଛି ଅନ୍‌ଲାଇନ୍ ଗେମ୍

ରୋବଲକ୍ସ ବିଶ୍ୱର ସବୁଠାରୁ ବଡ଼ ଗେମିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଯେଉଁଥିରେ ଦୈନିକ ୮୦ ପ୍ରତିଶତ ସକ୍ରିୟ ୟୁଜର ଅନଲାଇନ ଗେମ ଖେଳନ୍ତି । ଏଥିରେ ୪୦ ପ୍ରତିଶତ ୟୁଜରଙ୍କ ବୟସ ୧୩ ବର୍ଷରୁ କମ । ଏହି ପ୍ଲାଟଫର୍ମରେ ଅନୁଚିତ କଣ୍ଟେଣ୍ଟ, ଗାଳିଗୁଲଜ ହେଉଥିବା ପରି...

Saturn Transit in Pisces
Saturn Transit: ମୀନ ରାଶିରେ ଶନି ଚଳନ; ଅଙ୍କ ଜ୍ୟୋତିଷରେ ୧ରୁ ୯ ନମ୍ବର ପର୍ଯ୍ୟନ୍ତ ଭବିଷ୍ୟବାଣୀ...

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଏବଂ କର୍ମର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକମାନଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ତେବେ ଶନି ଚଳନ ଯୋଗୁଁ ୧ରୁ ୯ ମୂଳାଙ୍କ ଲୋକଙ୍କ ଜୀବନରେ କ’ଣ ନୂଆ ପରିବର୍ତ୍ତନ ଘଟିବ,ଆସନ୍ତୁ ଜାଣିବା...

ଭୂମିକମ୍ପର ଛାତିଥରା କାହାଣୀ
Earthquake: ଝିଅକୁ ସ୍କୁଲ୍‌ରୁ ଆଣିବାକୁ ଯାଇଥିଲି...ଭୂମିକମ୍ପର ଛାତିଥରା କାହାଣୀ ବଖାଣିଲେ ଭାରତୀୟ ବ୍ୟକ୍ତି

ଆଗାମୀ ସମୟରେ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମିଆଁମାରରେ ଅନେକ ବଡ଼ ଭୂକମ୍ପ ହୋଇଛି। ମିଆଁମାରରେ ହେଉଛି ବିଶ୍ବରେ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ...

AIର କମାଲ୍
AI Treatment: ହାତ ଟେକିଦେଲେ ଡାକ୍ତର, ବିରଳ ରୋଗରୁ ବଞ୍ଚାଇଦେଲା AI

କୃତ୍ରିମ ବୁଦ୍ଧିମତାର ଉପଯୋଗ ଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ନୂତନ କାର୍ଯ୍ୟ କ୍ଷେତ୍ର ସୃଷ୍ଟି ହେବା ସହିତ ପ୍ରଚଳିତ ଜୀବନଜୀବିକାର ସ୍ୱରୂପ ମଧ୍ୟ ବଦଳିଛି । ଏହା ମାନବ ସଭ୍ୟତା ପାଇଁ ବରଦାନ ବି ହୋଇପାରେ କିମ୍ବା ଘାତକ ବି ହୋଇପାରେ...

ବିଦେଶମୁହାଁ ଭାରତୀୟ
Wealthy Indians: ଧନୀ ଲୋକଙ୍କୁ ପସନ୍ଦ ଆସୁନି କି ନିଜ ଦେଶ...୨୨ ପ୍ରତିଶତ ଲୋକ ଭାରତ ଛାଡ଼ିବାକୁ ଚାହାନ୍ତି

ରିପୋର୍ଟ ଅନୁଯାୟୀ, ଭାରତୀୟ ଧନୀମାନେ ବିଶେଷ ଭାବରେ ୟୁଏଇକୁ ଯାଇ ବସବାସ କରୁଛନ୍ତି । ହେଲେ ଏହି ସ୍ଥାନାନ୍ତର ଯୋଗୁଁ ଭାରତ କୌଣସି କ୍ଷତି ସହିବ ନାହିଁ । କାରଣ ଦେଶରେ ଦିନକୁ ଦିନ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ ଭାରତ ଛାଡିଥିବା କୋଟିପତିଙ୍କ ମଧ୍ୟରୁ...

ସୋସିଆଲ ମିଡିଆରେ ଚର୍ଚ୍ଚା
Kunal Kamra: କାମରାଙ୍କୁ ନେଇ ଏକ୍ସ ୱାର : ହଂସଲ ମେହଟା ଓ କଙ୍ଗନା ମୁହାଁମୁହିଁ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ...

ଡିଜିଟାଲ୍ ଆରେଷ୍ଟ
Digital Arrest: ଡିଜିଟାଲ ଆରେଷ୍ଟ ଏକ ମନଗଢ଼ା ଶବ୍ଦ...ଏଭଳି ଠକେଇର ମୂଳଫଣ୍ଡା ମାଇଣ୍ଡ ଗେମ୍

ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସୂଚନାର ଅଭାବ, ଅନଲାଇନ୍ କଥାବାର୍ତ୍ତା ଉପରେ ବିଶ୍ୱାସ କରି ଲୋକମାନେ ଠକାମିର ଶିକାର ହୁଅନ୍ତି। ସରଳ ଭାଷାରେ କହିବାକୁ ଗଲେ, ଡିଜିଟାଲ୍ ଆରେଷ୍ଟ ଏପରି ଏକ ଠକେଇ ଯେଉଁଥିରେ ଠକମାନେ ପୋଲିସ...

ହରଡ଼ଘଣାରେ ପାକିସ୍ତାନ
Struggle for Freedom: ସ୍ୱାଧୀନତା ପାଇଁ ସଂଘର୍ଷ...କାହିଁକି ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଛି ବେଲୁଚିସ୍ତାନ ?

ବଲୁଚ ଲିବରେସନ୍ ଆର୍ମି ହେଉଛି ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ଏକ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ। ଏହି ସଂଗଠନ ବଲୁଚ୍ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନ ଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଦାବି କରେ । ବିଏଲଏର ଲକ୍ଷ୍ୟ ହେଉଛି ବଲୁଚ୍ ଲୋକଙ୍କ ଅଧିକାରକୁ ସୁରକ୍ଷା...

Know about the the increasing micro wedding trends in india
Micro Wedding Trend: ଭାରତରେ ବଢ଼ୁଛି ମାଇକ୍ରୋ ୱେଡିଂ ଟ୍ରେଣ୍ଡ, ଜାଣନ୍ତୁ କ’ଣ ଏହାର ବିଶେଷତ୍ବ ଓ କାହିଁକି ଏହା ସ୍ବାଗତଯୋଗ୍ୟ

ଟଙ୍କା ଥାଉ କି ନଥାଉ, ଜମି ବିକ କି ଘର ବିକ, ବାହାଘର ଜାକଜମକରେ କରିବାକୁ ଆପଣ ବାଧ୍ୟ। ଏବେ ଅଣଓଡ଼ିଆ ବିବାହ ପରମ୍ପରା ବାପା ମାଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷିରେ, ଏବେ ଆମ ଦେଶରେ ଧୀରେ ଧୀରେ ମାଇକ୍ରୋ ୱେଡିଂ ଟ୍ରେଣ୍ଡ ଲୋକପ୍ରିୟ...

Phubbing
Burning Issue: ସମ୍ପର୍କରେ ଫାଟ ସୃଷ୍ଟି କରୁଛି Phubbing, କ’ଣ ଏହାର ଅର୍ଥ ?

ଆପଣଙ୍କ ସାଥୀ ବାରମ୍ବାର ମୋବାଇଲ ଉପରେ ଅଧିକ ଧ୍ୟାନ ଦେଲେ,ଆପଣଙ୍କୁ କିପରି ଲାଗିବ ? ଯେପରି ଗୋଟିଏ ଛୋଟ ଯନ୍ତ୍ର ସାମ୍ନାରେ ମଣିଷର କୌଣସି ମୂଲ୍ୟ ନାହିଁ । ଜଣେ ସବୁବେଳେ ଫୋନରେ ବ୍ୟସ୍ତ ରହିଲେ ଅନ୍ୟ ଜଣକ ନିଜକୁ ଗୁରୁତ୍ୱହୀନ ମନେକରେ । ଆଉ ଏହିଠାରୁ ସମ୍ପର୍କରେ...

AI
Grok AI: ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି ଏଲନ ମସ୍କଙ୍କ ଗ୍ରୋକ AI, ୱର୍କିଂ ମଡେଲରେ ଲୁଚିଛି ରହସ୍ୟ ?

ଗ୍ରୋକ୍ AIକୁ ଇଣ୍ଟିଲିଜେନ୍ସ ସହିତ ପ୍ରଶ୍ନର ଉତ୍ତର ଦେବାପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଆକ୍ରମଣାତ୍ମକ ଆଚରଣ ମଧ୍ୟ ସାମିଲ ରହିଛି । ତେଣୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି, ଆପଣ ଥଟ୍ଟାମଜା ଇତ୍ୟାଦିକୁ ପସନ୍ଦ କରୁନଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ ।

Saif Ali Khan
Enemy Property: ୧୦ ହଜାର କୋଟିର ସମ୍ପତ୍ତିକୁ କାହିଁକି ଘୋଷଣା କରାଗଲା ଶତ୍ରୁ ସମ୍ପତ୍ତି ? ରହିଛି ସୈଫ ଅଲ୍ଲୀ ଖାନ କନେକ୍ସନ

ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନଙ୍କର ଶନିଦଶା ଚାଲିଥିବା ପରି ଲାଗୁଛି । ପଟୌଦି ପରିବାର ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଘନେଇ ଆସୁଛି । ନିକଟରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଆହତ ହୋଇ ୫ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେ...

ଶସ୍ତା ହେବ ମଧୁମେହ ଔଷଧ
Diabetes Medicine: ୧୦ କୋଟି ମଧୁମେହ ରୋଗୀଙ୍କ ପାଇଁ ଗୁଡ୍ ନ୍ୟୁଜ, ୯୦ ପ୍ରତିଶତ କମିବ ଔଷଧ ଦାମ୍

ଭାରତର ଚତୁର୍ଥ ବଡ଼ କମ୍ପାନୀ ମ୍ୟାନକାଇଣ୍ଡ ଫାର୍ମା ଏହି ଔଷଧକୁ ଦଶ ଭାଗରୁ ଭାଗେ ମୂଲ୍ୟରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଛି । ମ୍ୟାନକାଇଣ୍ଡ ଫାର୍ମାର ଉପାଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ଜୁନୈଜା କହିଛନ୍ତି, ୧୦ଏମଜିର ଟାବଲେଟ ବର୍ତ୍ତମାନ ୫.୪୯ ଓ ୨୫ଏମଜିର ଟାବଲେଟ...

ଦାନ କରିବାରେ ରେକର୍ଡ
Inspirational Example: ଦେଶର ୧ ନମ୍ବର ଦାନବୀର, କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେବାରେ କରିଛନ୍ତି ରେକର୍ଡ

ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ...

ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ । ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆରେ ଦୀର୍ଘ ୮ ବର୍ଷ ବୃତ୍ତିଗତ ଜୀବନ । ଏବେ ଫ୍ରିଲାନ୍ସର ଭାବରେ  କାର୍ଯ୍ୟ ଜାରି ରଖିଛି । ଆଞ୍ଚଳିକ, ଦେଶବିଦେଶ ଓ ସ୍ୱତନ୍ତ୍ର ଆଲେଖ୍ୟ ଉପସ୍ଥାପନ କରିବାର ଦକ୍ଷତା ରହିଛି।