/odishatv-khabar/media/post_attachments/uploadimage/library/16_9/16_9_0/Panchang__1725851489.jpg)
Panchang
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର ।ଚନ୍ଦ୍ର- ତୁଳା ଦିବା ୧୧.୨୭ ଗତେ ବିଛା,ତିଥି- ୬ଷ୍ଠୀ ରାତ୍ରି ୦୯.୫୩ ଗତେ ୭ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୪ ଗତେ ୨ ପର୍ଯ୍ୟନ୍ତ , ତା’ପରେ ରାତ୍ରି ୦୯.୫୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
Advertisment
ଶୁଭସମୟ:
ପ୍ରାତଃ – ୦୫.୩୬ ରୁ ୦୭.୦୮
ଦିବା- ୧୦.୩୦ ରୁ ୧୨.୫୭
ଦିବା- ୦୪.୧୯ ରୁ ୦୫.୦୨
ସନ୍ଧ୍ୟା- ୦୬.୩୮ ରୁ ୦୮.୫୯
ରାତ୍ରି- ୧୧.୪୩ ରୁ ୦୨.୨୮
ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୦୮ ରୁ ୦୮.୪୦
କାଳବେଳା- ପ୍ରାତଃ ୦୭.୦୮ ରୁ ୦୮.୪୦
ବାରବେଳା-ଦିବା ୦୨.୪୭ ରୁ ୦୪.୧୯
କାଳରାତ୍ରି- ରାତ୍ରି ୧୦.୧୫ ରୁ ୧୧.୪୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)