/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725700332.jpg)
Uterus Tumor Treatment
ଏଣିକି ବିନା ସର୍ଜରୀରେ ହୋଇପାରୁଛି ୟୁଟେରସ ଟ୍ୟୁମର ଚିକିତ୍ସା। ମାଇକ୍ରୋୱେଭ ଆବଲେସନ୍ ନାମକ ନୂଆ ଚିକିତ୍ସା ପଦ୍ଧତି ଜରିଆରେ ଟ୍ୟୁମରକୁ ମେଲ୍ଟ କରାଯାଇ ଭଲ କରାଯାଇ ପାରୁଛି। ଅନ୍ତର୍ଜାତୀୟ ସ୍ତରରେ ବହୁଳ ଭାବେ ବ୍ୟବହାର ହେଉଥିବା ଏହି ନୂଆ ପଦ୍ଧତିରେ ଭୁବନେଶ୍ବର ତଥା ଓଡ଼ିଶାରେ ପ୍ରଥମ ଥର ଲାଗି ୟୁଟେରସ ଟ୍ୟୁମର ଚିକିତ୍ସା କରାଯାଇଛି।
Advertisment
ତେବେ ଏହି ଚିକିତ୍ସା ପଦ୍ଧତି କଣ ? ଏହା ଯୋଗୁଁ ରୋଗୀଙ୍କୁ କେତେ ଫାଇଦା ମିଳିବ ? ଏନେଇ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)