/odishatv-khabar/media/post_attachments/uploadimage/library/16_9/16_9_0/loot_1725686885.jpg)
loot
ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ରାଉରକେଲାର ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ । ୪ ଜଣ ଲୁଟେରା ଦୋକାନରେ ପଶି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ । ତେବେ ୪ ଡକାୟତ ପଶିଥିବା ନେଇ ଜାଣିବା ପରେ ବାହାରେ ଥିବା ଲୋକେ ପାଟିତୁଣ୍ଡ କରିବା ସହ ପୋଲିସକୁ ଖବର ଦେଇଥିଲେ ।
ଏହାପରେ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ କାବୁ କରିଥିବା ବେଳେ ଅନ୍ୟ ୩ ଜଣ ଖସିଯିବାରେ ସଫଳ ହୋଇଛନ୍ତି । ... ଘଟଣା ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।
ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ରାଉରକେଲାର ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ ।#Loot#Rourkela#OTVpic.twitter.com/mRH3K1jR6J
— ଓଟିଭି (@otvkhabar) September 7, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)