""
ଓଡିଶା Videos ପଞ୍ଜାବରେ ଚମକିଲା ଓଡ଼ିଆ ପୁଅ ପଞ୍ଜାବରେ କମାଲ କଲେ ଓଡ଼ିଆ ପୁଅ । ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଦେଖାଇଲେ ଜଲୱା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିମପଲ୍ଲୀ ଗାଁର ଆୟୁଷ ବଳ ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି । Pallipuspa Samal 09 Sep 2024 10:53 IST Odisha Boy Shines in Punjab Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ