• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

The price of ginger increased
ଅଚାନକ ବଢ଼ିଲା ଅଦା ଦର,ଏବେ ଦର ଛୁଇଁଲାଣି ୨୦୦

ଅଚାନକ ବଢ଼ିଲା ଅଦା ଦର । ୧୫ ଦିନ ପୂର୍ବରୁ କେଜି ଥିଲା ୭୦ରୁ ୮୦ ଭିତରେ କିନ୍ତୁ ଏବେ ଦର ଛୁଇଁଲାଣି ୨୦୦ ।

Today Panchang
Today Panchang 28th May 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ, ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

parliament building
ନୂଆ ସଂସଦ ଭବନ ଲୋକାର୍ପିତ,ସମ୍ମାନିତ ହେଲେ ଓଡ଼ିଆ ଶ୍ରମିକ

ନୂଆ ସଂସଦ ଭବନରେ ସ୍ଥାପନ ହେଲା ରାଜଦଣ୍ଡ ବା ସେଙ୍ଗୋଲ । ସଂସଦ ଭବନ ନିର୍ମାଣରେ ଶ୍ରମଦାନ କରିଥିବା ଓଡ଼ିଆ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Special arrangements
ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ଉତ୍ପାତ କମାଇବ ତାର ଜାଲି

ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା

Gold Price Today
Gold Price Today 27th May 2023: କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।

Helpiing Man
ନିଜ ଟଙ୍କାରେ ଅସହାୟଙ୍କୁ ମାଗଣା ଘର ଦେଉଛନ୍ତି ଭରତ

ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍‌ କରୁଛନ୍ତି ଗାଁ ଲୋକେ

can’t force customers
ଦୋକାନରେ ନମ୍ବର ଦେବାକୁ ବାଧ୍ୟ ନୁହନ୍ତି ଗ୍ରାହକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ

Widow with 4 children
ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା

Truck terminal
ପାର୍କିଂ ନାହିଁ...ରାସ୍ତା ଉପରେ ଗାଡି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ

 panchanga
Today Panchang 27th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

cries for help
ବାବୁ ମତେ ସାହାଯ୍ୟ କର. ମୋ ସ୍ୱାମୀ ବଞ୍ଚିବ

ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି

mutton boti masala recipe
ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ମଟନ ବୋଟି ମସାଲା’

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ ବୋଟି ମସାଲା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Gold Price Today
Gold Price Today 26th May 2023: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍?

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୧୦ ଟଙ୍କା ହୋଇଛି।

Nab Das murder case
ନବ ଦାସ ହତ୍ୟା ମାମଲା, ଦାଖଲ ହେଲା ଚାର୍ଜସିଟ୍

ନବ ଦାସ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ ।

lifeguards
କେଵେ ହେବ ଲାଇଫଗାର୍ଡ ସ୍ଥାୟୀ ନିଯୁକ୍ତି ,ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ କିଏ ଦେବ ସୁରକ୍ଷା ?

ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା ।

IPL
ଆଜି କଡ଼ା ଟକ୍କର, ଆଇପିଏଲ କ୍ୱାଲିଫାୟର-୨ ମୁକାବିଲା

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ମୁକାବିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ହେବ କଡ଼ା ଟକ୍କର ।

Amit Saha
ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ: କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି...

ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ । ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

Panchang
Today Panchang 26th May 2023: ଜାଣନ୍ତୁ ଆଜିର ଶୁଭ ବେଳା, ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

pineapple juice benefits
ସପୁରୀ ରସରେ ଅଛି ରୋଗ ପ୍ରତିରୋଧକ ଶକ୍ତି, ଏହାକୁ ପିଇଲେ କ’ଣ ମିଳେ ଫାଇଦା...

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ଖରାଦିନେ ସାଧାରଣତଃ ଶରୀରରେ ଜଳିୟ ଅଂଶ କମ୍ ରହିଥାଏ । ଏଥିପାଇଁ ଆମ ଶରୀର ପାଇଁ ସପୁରୀ ଜୁସ୍ ନିତ୍ୟାନ୍ତ ଆବଶ୍ୟକ ।

Gold Price Today
Gold Price Today 25th May 2023: ଆଜି ପରିବର୍ତ୍ତନ ହୋଇଛି ସୁନା ଦର, କିଣିବାକୁ ଯାଉଥିଲେ ନଜର ପକାନ୍ତୁ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।