• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Water Level of Mahanadi River Decreases
ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍,ମୁଣ୍ଡଳୀ ଠାରେ କମୁଛି ମହାନଦୀର ଜଳସ୍ତର

ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଗତ ରବିବାର ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଥିଲା । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣ ହୋଇଯିବା ପରେ ହୀରାକୁଦର ୨ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି । ଏହାପରେ କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର କମିବାରେ ଲାଗିଛି ।

Devotee Roll
ରାସ୍ତାରେ ଗଡ଼ିଗଡ଼ି ୬୦ କିମି

ପ୍ରଭୁଙ୍କ ଚରଣରେ ଯେବେ ଭକ୍ତଟିଏ ଶରଣ ନିଏ, ତା’କୁ ନିଜର ଛତ୍ରଛାୟା ତଳେ ସୁରକ୍ଷା ଦିଅନ୍ତି ଭଗବାନ । ଆଜି ଏ ଭକ୍ତ ବି ଭଗବାନଙ୍କ ଶରଣକୁ ଯାଇଛି । ବିଶ୍ୱର ମଙ୍ଗଳ କାମନା କରି ରାସ୍ତାରେ ଗଡ଼ିଗଡ଼ି ୬୦ କିଲୋମିଟର ଅତିକ୍ରମ କରିଛି ।

Fan Inks Tattoo
ଛାତିରେ ବାବୁସାନଙ୍କ ଟାଟୋ...ବାବୁ ଆଇ ଲଭ୍ ୟୁ

ଛାତିରେ ବାବୁସାନଙ୍କ ଟାଟୋ । ଦର୍ଶକ ବନ୍ଧୁ ଏମିତି ଟାଟୋ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ବଲିଉଡ୍‌ ଓ ଟଲିଉଡ୍‌ର ହିରୋମାନଙ୍କ ଚିତ୍ରକୁ ଫ୍ୟାନ୍ସମାନେ ମଧ୍ୟ ନିଜ ଦେହରେ ବନାଇଥିବେ ଦେଖିବାକୁ ପାଇଥିବେ ।

Gold Price Today
Gold Price Today 30th July 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Panchang Today
Panchang Today 30th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang
Panchang Today 28th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

statue
ପତ୍ନୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ୱାମୀ, ଚାଷ ଜମିରେ ନିର୍ମାଣ କଲେ ଅବିକଳ ପ୍ରତିମୂର୍ତ୍ତି

ପତ୍ନୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି,ଜୀବନ ସାଥି ପାଇଁ ଚାଷ ଜମିରେ ନିର୍ମାଣ କଲେ ପ୍ରତିମୂର୍ତ୍ତି । ସ୍ତ୍ରୀ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ନିର୍ମାଣ କରାଇଲେ ସ୍ବାମୀ ।

soya manchurian
ବର୍ଷା ପାଗରେ ବନାନ୍ତୁ ଗରମାଗରମ ‘ସୋୟା ମଞ୍ଚୁରିଆନ୍’

ଭେଜ୍‌ରେ କଣ ବନେଇବେ ସେଥିପାଇଁ ଚିନ୍ତିତ କି? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ସୋୟାବିନ୍‌ର ଏକ ନୂଆ ରେସିପି । ଏହି ରେସିପିର ନାଁ ହେଉଛି ’ସୋୟା ମଞ୍ଚୁରିଆନ୍’ ।

Gold Price Today
Gold Price Today 27th July 2024: ସବୁଦିନ କମୁଛି ସୁନା ଦର,୧୦ ଗ୍ରାମକୁ କେତେ...ଜାଣନ୍ତୁ

କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

wood mafia
ଚୋରା କାଠ ମାଫିଆଙ୍କ ଉପରେ ବଡ଼ ଆକ୍ସନ୍, ମାଫିଆକୁ ଧରାଇଲା ଡ୍ରୋନ୍

ବନ ବିଭାଗ ଓ ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରାଇଲା ଡ୍ରୋନ୍ । ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିଲା ବଡ଼ ଆକ୍ସନ୍।

paris olympics 2024
ପ୍ୟାରିସ ଅଲିମ୍ପିକ୍ସରେ ଉଡ଼ିଲା ତ୍ରିରଙ୍ଗା, କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଖେଳାଳି

ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା । ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଜଣ ଭାରତୀୟ ଖେଳାଳି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 Looted From Bus
ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ ଟଙ୍କା, ଗାଏବ ହୋଇଗଲା ୨ଟି ବ୍ୟାଗ୍

ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ । ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ । ୨ ମିନିଟରେ ଗାଏବ ହୋଇଗଲା ୨ଟି ବ୍ୟାଗ୍ ।

weather
ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା!୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Patato
ବଜାରରୁ ଆଳୁ ଗାଏବ, ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ

ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି....

Panchang
Panchang Today 27th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price
Gold Price Today 26th July 2024: ପୁଣି ଶସ୍ତା ହେଲା ସୁନା ,ଜାଣନ୍ତୁ କେତେ ରହିଛି ଦାମ୍

କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Panchang
Panchang Today 26th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

gold necklace
Gold Price Today 25th July 2024: ପୁଣି କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Gold Price Today
Gold Price Today 24th July 2024: ୩୫୦୦ ଟଙ୍କା କମିଲା ସୁନା ଦର, ଡେରି ନକରି କିଣି ଆଣନ୍ତୁ ଗହଣା

ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । କଟକ ଓ ଭୁବନେଶ୍ୱରରେ ସୁନା ଦର ୩୫୦୦ ଟଙ୍କା ହ୍ରାସ ପାଇଛି ।

Special Report
ଥରକେ ଖାଉଥିଲେ ୧୦କେଜି ଖାଦ୍ୟ, ହେଲେ....ଛାଡିଗଲା ପ୍ରାଣ

ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।