artist
କଥା କହୁଛି ଇପ୍ସିତାଙ୍କ ଚିତ୍ର
ହାତରେ ପେନସିଲ୍ ଧରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ତାଙ୍କ ହାତର ସ୍ପର୍ଶରେ ଯେମିତି ଏହି ସବୁ ଫଟୋଚିତ୍ର ଜୀବନ୍ତ ହୋଇଉଠୁଛି । ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ ଓ ଅଗ୍ରପୁଜ୍ୟ ଗଜାନନଙ୍କ ଭଳି ଅନେକ ଛବି ଆଙ୍କି ଏବେ ଚର୍ଚ୍ଚାରେ ଇପ୍ସିତା ।
artist
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)