• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Gold Price Today
Gold Price Today 24th July 2024: ୩୫୦୦ ଟଙ୍କା କମିଲା ସୁନା ଦର, ଡେରି ନକରି କିଣି ଆଣନ୍ତୁ ଗହଣା

ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । କଟକ ଓ ଭୁବନେଶ୍ୱରରେ ସୁନା ଦର ୩୫୦୦ ଟଙ୍କା ହ୍ରାସ ପାଇଛି ।

Special Report
ଥରକେ ଖାଉଥିଲେ ୧୦କେଜି ଖାଦ୍ୟ, ହେଲେ....ଛାଡିଗଲା ପ୍ରାଣ

ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

Special Story
5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ....ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ

ସରକାର କା ମାଲ୍‌ ଦରିଆ ମେ’ ଡାଲ୍‌ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି...

Bahanaga Train Tragedy
୯ମ ଶ୍ରେଣୀ ଝିଅର ବାହାନଗା କାହାଣୀ

ବାହାନଗା ରେଳ ଦୁର୍ଘଟଣା । ସେ ଦିନର ସେ କଳା ରାତିକୁ ମନେପକାଇଲେ ଆଜି ବି ଛାତି ଥରି ଉଠେ । ଅକାଳରେ ଚାଲିଗଲା ଶହଶହ ଲୋକଙ୍କ ଜୀବନ । ଉଜୁଡ଼ିଗଲା କାହିଁ କେତେ ପରିବାର । କିଏ ସ୍ବାମୀଙ୍କୁ ହରାଇଲା ଆଉ କିଏ ଭେଣ୍ଡିଆ ପୁଅକୁ... ଆଉ...

Panchang
Panchang Today 24th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Toda
Panchang Today 23rd July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Chanakya Niti
Chanakya Niti: ଜୀବନକୁ ନଷ୍ଟ କରିଦେଇପାରେ ଏହି ଭୁଲ୍, ଜାଣନ୍ତୁ କଣ ଏହି ଭୁଲ୍

ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନୁଯାୟୀ ଏଭଳି ଭୁଲ୍ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭଲ ମଣିଷକୁ ମଧ୍ୟ ନଷ୍ଟ କରିଦେବ । ମଣିଷ ଯେତେ ଭଲ ଓ ସର୍ବତ୍ତମ ହେଉ ନା କାହିଁକି ଏହି ଭୁଲ୍ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ...

Rice Mill Collapsed
ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍, ଅଳ୍ପକେ ବର୍ତ୍ତିଲେ ମିଲ୍ କର୍ମଚାରୀ

ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଅଘଟଣ । ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍ ଓ ଗୋଦାମ ଘର । ପୋତି ହୋଇରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଚାଉଳ

'fish posto'
କେବେ ଖାଇଛନ୍ତି 'ଭାକୁର ମାଛ ପୋସ୍ତ'

କେବେ ଭାକୁର ମାଛ ପୋସ୍ତ ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ।

Bangladesh voilence
ବାଂଲାଦେଶ ହିଂସାକାଣ୍ଡ: ସ୍ୱଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

Gold Price Today
Gold Price Today 21st July 2024: ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ଦାମ୍

ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ratna bhandar
ଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି, ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କରାଯିବ କହିଲେ ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ ଏବଂ ତା ପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Skeleton Found Under Bridge
ପୋଲ ତଳୁ ମିଳିଲା କଙ୍କାଳ, ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼

କୋଇଡା କାଲଟା ଫାଣ୍ଡି ଅଞ୍ଚଳରେ ପୋଲ ତଳୁ ମିଳିଲା କଙ୍କାଳ । ପୋଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼ । କଙ୍କାଳ ପାଖରୁ ମିଳିଲା ବ୍ୟାଗ୍, କିଛି କାଗଜପତ୍ର ଜବତ ।

masroom bara
ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା’

ସଂଧ୍ୟା ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Traditional Festival
ଭଲ ଚାଷ ପାଇଁ ଏଠି ହୁଏ ପୂଜାର୍ଚ୍ଚନା, ଯାତ୍ରା ସଫଳ ହେଲେ ହୁଏନି ଅକାଳ ମରୁଡ଼ି

ନିଆରା ପରମ୍ପରା... ଭଲ ଚାଷ ପାଇଁ ଏଠି ହୁଏ ଯାତ୍ରା । ଚାଷ ପାଇଁ କଳାହାଣ୍ଡି କୋକସରା ଟେମରାଠାରେ ଆଦିବାସୀ ପରମ୍ପରାରେ ପାଳିତ ହୁଏ ଆଷାଢ କେନା ମଣ୍ଡେଇ ଯାତ୍ରା । ଚାଲନ୍ତୁ ଜାଣିବା କ’ଣ ଏହି ଯାତ୍ରା...କ’ଣ ଏହି ନିଆରା ପରମ୍ପରା...

chanakya niti
Chanakya Niti: ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ଏହି ସବୁ କଥା ଉପରେ ଦିଅନ୍ତୁ ଧ୍ୟାନ,ବଢିବ ସମ୍ମାନ...

ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଉପରେ ଉଲ୍ଲେଖ କରାଯାଇଥିବା କିଛି ନିୟମଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ କାହା ଘରକୁ ଯିବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ ।

gold price today
Gold Price Today 20th July 2024: ବିବାହ ଋତୁରେ କମିଲା ସୁନା ,ଜାଣନ୍ତୁ କେତେ ଅଛି ଦାମ୍

ବିବାହ ଋତୁରେ କମିଲା ସୁନା ଦର। ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

abhada
ଶ୍ରୀମନ୍ଦିରରେ ଶ୍ରୀଜିଉ; ଆଜି ବାହାରିବ ନୀଳାଚଳ ଅବଢା

ଆଜି ବାହାରିବ ନୀଳାଚଳ ଅବଢା, ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ..

Odisha BJP Executive
ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ, ଆଜି ଦ୍ୱିତୀୟ ଦିନ

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।

Pahandi in Evening
ଭିନ୍ନ ପରମ୍ପରା...ସଂଜ ନଇଁଲେ ଏଠି ପହଣ୍ଡି ହୁଏ,ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି

ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।