• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 11 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 10 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

ACF Death Case
ବିଦ୍ୟାଭାରତୀ ହିଁ ଘଟଣାରେ ଦୋଷୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି

Molesting minor girl
ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।

India-China
ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ

ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । LAC ବିବାଦକୁ ନେଇ ଆସନ୍ତାକାଲି...

Panchayat Polls
ପ୍ରକାଶ ପାଇଲା ପଂଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ଚିଠା ତାଲିକା, କିନ୍ତୁ ଚିଠାରେ ରହିଛି କେଁ...ଜାଣନ୍ତୁ କେଉଁଠି ରହିଛି ଅସୁବିଧା..

ପ୍ରକାଶ ପାଇଲା ପଂଚାୟତ ନିର୍ବାଚନ ଲାଗି ଆସନ ସଂରକ୍ଷଣର ଚିଠା ତାଲିକା । ବ୍ଲକ୍ ଅଫିସରେ ଝୁଲୁଛି ଲିଷ୍ଟ କିନ୍ତୁ ତାଲିକାକୁ ନେଇ ଅନେକ ସ୍ଥାନରେ ଦେଖାଦେଇଛି ବିବାଦ । ଓ୍ୱାର୍ଡମେମ୍ବରରୁ ସରପଂଚ ଯାଏଁ ଓ ସମିତି ସଭ୍ୟରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ଯ୍ୟନ୍ତ ଏହି ସଂରକ୍ଷଣର ଚିଠା...

Schizophrenic Man Private Part Cutting
ମାନସିକ ସ୍ଥିତି ହରାଇ ପ୍ରାଇଭେଟ୍ ପାର୍ଟ କାଟିଦେଲେ ଯୁବକ

ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ । ଏହାକୁ ଦେଖି ଲୋକେ ବେଶ ଆଶ୍ଚର୍ଯ୍ୟଚକିତ ହୋଇପଡନ୍ତି । ଏହିପରି ଏକ ଘଟଣା କେନିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ୪୫ ବର୍ଷର ଜଣେ ମାନସିକ ରୋଗୀ ବିସାଦଗ୍ରସ୍ତ ହୋଇ...

Mumbai Drugs Case
ଅଭିଯୋଗ ଭିତ୍ତିହୀନ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: NCB

ଦିନକୁ ଦିନ ଅଧିକ ଜଟିଳ ହେଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି NCB ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ NCB...

 Mette Frederiksen and Narendra Modi
“ପ୍ରେରଣାର ଉତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା...

Doctor Arrested For Demanding And Accepting Bribe In Odisha’s Mayurbhanj
ଲାଞ୍ଚ ମାଗି ଫସିଲେ ଡାକ୍ତର

ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ନେଇ ଲାଞ୍ଚ ମାଗିଥିଲେ ଡାକ୍ତର ଦେବଦତ୍ତ ପାତ୍ର । ଡାକ୍ତର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।

Special Story | PM KISAN Yojana | Check List Of Documents To Be Submitted To Get Assistance Amount
ଚାଷୀଙ୍କ ପାଇଁ ଜରୁରୀ ଖବର, ଏସବୁ ଡକ୍ୟୁମେଣ୍ଟ୍ ଥିଲେ ପିଏମ କିଷାନ କିସ୍ତି ମିଳିବ ୪ ହଜାର ଟଙ୍କା

ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ, ଫଟାଫଟ୍ କରନ୍ତୁ ଏସବୁ କାମ। ଏବେ ଗୋଟିଏ କିସ୍ତିରେ ୨ ହଜାର ଟଙ୍କା ବଦଳରେ ଚାଷୀଙ୍କ ଖାତାରେ ଜମା ହେବାକୁ ଯାଉଛି ୪ ହଜାର ଟଙ୍କା।

Special Story | Rice & Fish Curry At Rs 3 In Hotels | Know Where To Have It!
ମାତ୍ର ୩ ଟଙ୍କାରେ ଏହି ହୋଟେଲ୍‌ରେ ମିଳୁଛି ମାଛ ବେସର ଓ ଭାତ। ଖାଇଲେ ପେଟ ପୂରା ଫୁଲ୍‌

ମାତ୍ର ୩ ଟଙ୍କାରେ ଏହି ହୋଟେଲ୍‌ରେ ମିଳୁଛି ମାଛ ବେସର ଓ ଭାତ। ଏହା ସାଙ୍ଗକୁ ରହିଛି ଅନେକ ପ୍ରକାର ସ୍ୱାଦିଷ୍ଟ ତରକାରୀ।

Special Story | Breaking Taboos! Odisha Woman Works As Swiggy Delivery Girl To Manage Family
ସ୍ୱିଗି ଓମ୍ୟାନ ସଂଯୁକ୍ତା ନନ୍ଦ: ସ୍ୱପ୍ନ ସହ ଆଗକୁ ବଢୁଛନ୍ତି, ନିଜେ ନିଜର ପରିଚୟ

ସବୁକାମ ମହିଳାମାନେ କରିପାରିବେ । ଘରକୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିପାରିବେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଭୁବନେଶ୍ୱରର ସଂଯୁକ୍ତା ନନ୍ଦ ।

jhalawar-crime-news-if-girl-did-not-talk-then-mad-lover-killed-her-murder-surrender-police
କଥାବାର୍ତ୍ତା ନ ହେବାରୁ ପ୍ରେମିକାକୁ ହତ୍ୟା କରି ଆତ୍ମସମର୍ପଣ କଲେ ଯୁବକ

କଥାବାର୍ତ୍ତା ନ କରିବାରୁ ପ୍ରେମିକର ହତ୍ୟା କରିଛନ୍ତି ଯୁବକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କଲେ ଯୁବକ । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍‌ ନାମକ ଜଣେ ଯୁବକ ନିଜ ଗାଁର...

miss-universe
ଦୁବାଇରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ 'ମିସ୍ ୟୁନିଭର୍ସ ୟୁଏଇ' ପ୍ରତିଯୋଗିତା;ଭାଗ ନେଇପାରିବେ ଭାରତୀୟ ଯୁବତୀ

ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।

Bhadrak basudebpur nua village grapping with drinking water problem
ଅଚଳ ହୋଇ ପଡିଛି ପାଣି ପାଇପ୍; ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ

ଅଚଳ ହୋଇ ପଡିଛି ପାଣି ପାଇପାଇପ୍‌ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।

ncb-raid-continues-in-mumbai-bandra-area-another-drug-peddler-detained
ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା; ବିଭିନ୍ନ ସ୍ଥାନରେ ଏନ୍‌ସିବିର ଚଢାଉ

ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି ।

Villagers in koraput gear up to construsct road to village on their own
ବାରମ୍ୱାର ଗୁହାରୀ ପରେ ଶୁଣିଲାନି ପ୍ରଶାସନ, ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ

ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି ।

Daily Horoscope, 21 Sept 2021
Daily Horoscope,9 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର, ୯ ତାରିଖ, ଶନିବାର, କନ୍ୟା ୨୩ ଦିନ ଆଶ୍ୱିନ ମାସ, ଶୁକ୍ଳ ପକ୍ଷ, ତୃତୀୟା ଭୁକ୍ତ ଚତୁର୍ଥୀ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Petrol price today
ଦେଶରେ ଲଗାମ୍‌ଛଡା ପେଟ୍ରୋଲ ଦର !

ତେଲ ଦରରେ ଲାଗୁନି ଲଗାମ୍‌ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।