• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

motor lunch
ଖତ ଖାଉଛି ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ‘ମୋଟର ଲଞ୍ଚ’

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଯାତାୟାତ ପାଇଁ ପୂର୍ବରୁ ଅନେକ ମୋଟର ଲଞ୍ଚ ବାଲିମେଳା ଜଳ ଭଣ୍ଡାରରେ ଯାତାୟାତ କରୁଥିଲା । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପ୍ରାୟ ବୋଟ ଅଚଳ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହେବାକୁ ବସିଛି ।

asurkumari temple
କେବେ ମିଳିବ ଅସୁରକୁମାରୀ ପୀଠକୁ ମାନ୍ୟତା

ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ,...

facebook
୬ ଘଣ୍ଟା ପାଇଁ କୋଟି କୋଟି କ୍ଷତି

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।

atm robbers
ଏବେ ଏଟିମ୍ ସ୍ବାପ୍ କରୁଥିଲେ ସାବଧାନ ଥିବେ

ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।

BMC guidelines
ଭିଡ କମିଲେ କମିବ ପଜିଟିଭ୍ ସଂଖ୍ୟା

ଭିଡ କମାଇଲେ କମିବ ଭୁବନେଶ୍ୱରରେ ପଜେଟିଭ୍ ହାର । ଏମିତି ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ଏବଂ ICMR। ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। କରୋନାକୁ ରୋକିବା ପାଇଁ ଏହା ସରକାରଙ୍କ ତରଫରୁ ଆଗୁଆ ପଦକ୍ଷେପ।

jayram pangi
ଦଳ ଛାଡିବେ କି ଜୟରାମ୍ ପାଙ୍ଗି!

ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ।

open drains
ମୁକୁଳା ଡ୍ରେନରେ ପଡିବ ସ୍ଲାପ୍ !

ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍‌ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

jalad kumar tripathy
ଜଳଦ କୁମାର ତ୍ରିପାଠୀ ହେବେ ନୂଆ ସୂଚନା କମିଶନର୍

ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଜଳଦ କୁମାର ତ୍ରିପାଠୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ସୂଚନା କମିଶନର ଶପଥ ଗ୍ରହଣ କରିଥିଲେ ।

rape
ଦିଲ୍ଲୀରେ ମହିଳାଙ୍କୁ ଗଣଦୁଷ୍କର୍ମଣ: ଜଣେ ଗିରଫ୍, ଦୁଇ ଫେରାର୍

ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

Navjot Singh Sidhu
କେନ୍ଦ୍ରକୁ ସିଦ୍ଧୁଙ୍କ ଚେତାବନୀ; ପ୍ରିୟଙ୍କାକୁ ମୁକ୍ତ କର ନହେଲ...

 ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ...

imran khan
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ବାଇଡେନ୍‌ଙ୍କ ଅଣଦେଖା

ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍‌ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା ହେବା ପାଇଁ...

Bhupesh Baghel sitting on the ground at Lucknow airport said I am being stopped from going to Lakhim
ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍‌ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।

Taliban says those graduated from 2000 to 2020 are no use madrasa education is valuable
୨୦ ବର୍ଷର ଡିଗ୍ରୀକୁ ଅବୈଧ ଘୋଷଣା କଲା ତାଲିବାନ୍‌

ତାଲିବାନ୍‌ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍‌ରେ ତାଲିବାନ୍‌ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା...

China sent 56 warplanes into Taiwan defense zone on monday
ଡ୍ରାଗନ୍‌ର ନୂଆ ଷଡ଼ଯନ୍ତ୍ର ! ତାଇୱାନକୁ ଭେଟି ଦେଲା ୫୨ଟି ଯୁଦ୍ଧ ବିମାନ

ତାଇୱାନ୍‌କୁ ଚୀନ୍‌ର ଭେଟି । ଗତକାଲି ଚୀନ୍‌ ତାଇୱାନ୍‌କୁ ୫୨ ଟି ଯୁଦ୍ଧ ବିମାନ ଭେଟି ସ୍ୱରୂପ ଦେଇଛି । ତାଇୱାନ୍‌ର ରକ୍ଷା ମନ୍ତ୍ରୀଳୟ ଅନୁସାରେ, ବାୟୁ ପ୍ରତିରକ୍ଷା ପ୍ରଣାଳୀରୁ ତାଇୱାନ ବାୟୁସେନା (Taiwan Airforce) ଚୀନ୍‌ର ଯୁଦ୍ଧ ବିମାନର ଗତିବିଧି ଉପରେ ନଜର ରଖିଥିଲା । ଯାହା...

Motor launch of millions of dollars worth of property is being ruined
ଖତ ଖାଉଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି !

ଖତ ଖାଉଛି ମୋଟର ଲଞ୍ଚ । ପରିତ୍ୟକ୍ତ ଅବସ୍ଥାରେ ନଷ୍ଟ ହୋଇ ପଡିରହିଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତିର ମୋଟର ଲଞ୍ଚ । ଯାହା ଦିନେ ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ଥିଲା ।

BMC Issues Guidelines For Winter Season
ବାହା-ବ୍ରତ-ଶୁଦ୍ଧିକ୍ରିୟା ସର୍ବାଧିକ ୫୦ ଲୋକ

ଶୀତ ଋତୁ ଆସୁଥିବାରୁ ରାଜଧାନୀରେ BMC କୋଭିଡ଼ କଟକଣା। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି।

Petrol Price Today In Delhi Near 102 Rupees Litre And Diesel Price Crosses 90 Rs Litre Samp
ଆଉ ଲୋକେ ଗାଡ଼ି ଚଢ଼ିବେ ତ?

ପେଟ୍ରୋଲ ଦର ୧୦୯ ଟଙ୍କା ! ଆଉ ଲୋକେ ଗାଡ଼ି ଚଢ଼ିବେ ତ?

CDPO Caught Red-Handed While Accepting Rs 80,000 Bribe In Kalahandi
ଲାଞ୍ଚ ନେଉଥିଲେ ଫସିଗଲେ

ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡ଼ିପିଓ ମୀନା କୁମାରୀ ପାତ୍ର। ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

Udala Bike Mechanic Creates Magic Using Coconut Shell
ପେଶା ମେକାନିକ୍ ନିଶା ଶଢ଼େଇକଳା

ପେଶାରେ ଗାଡି ମେକାନିକ୍ ହେଲେ ନିଶା ସୁନ୍ଦର ଘରକରଣା ଜିନିଷ ତିଆରି କରିବା।

Special Story | Lady Entrepreneure In Rourkela Excels In Poultry Farming - OTV Report
ସ୍ୱାମୀ ଦେଖିଥିଲେ ସୁନା ଫସଲର ସ୍ୱପ୍ନ, ସାକାର କଲେ ସ୍ତ୍ରୀ

ରାଉରକେଲାର ୟେ ହେଉଛନ୍ତି ଜଣେ ସଫଳ ମହିଳା ଚାଷୀ। ତାଙ୍କ ସ୍ୱାମୀ ଗତବର୍ଷ କରୋନାରେ ଆରପାରିକୁ ଚାଲିଯାଇଛନ୍ତି। ସ୍ୱାମୀଙ୍କର ସ୍ୱପ୍ନ ଥିଲା ଯେ, ସେ ଏକ ସୁନ୍ଦର ଫାର୍ମ ହାଉସ୍ ତିଆରି କରିବେ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result