ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଦଶହରା ଘଡ଼ିରେ ଉତ୍ପାତ କରୁଛନ୍ତି ଦୁର୍ବୃତ୍ତ। ଗତ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ ଛକରେ ଜଣେ ବାଇକ୍ ଆରୋହୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି।
ଆଜି ୨୮ତମ ନ୍ୟାଶନାଲ ହ୍ୟୁମାନ୍ ରାଇଟ୍ସ କମିଶନ ପ୍ରତିଷ୍ଠା ଦିବସ। ଏହି ଅବସରରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କୁ ବିଲ୍ବବରଣ କରାଯାଇ ପାଛୋଟି ଅଣାଯାଇଥିଲା ।
୨୦୦୦ ମସିହାରେ ପ୍ରଥମ ଅଧିଗ୍ରହଣ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ଜାରି ରହିଛି। ଗତ ୨୧ ବର୍ଷରେ ଟାଟା ଗ୍ରୁପ କିଣି ସାରିଲାଣି ୧୨ଟି କମ୍ପାନୀ। ସେ ସବୁ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ...
ଏହି ଅଫିସ୍ରେ ଦିନକୁ ୪ ଘଂଟା କାମ କଲେ ମାସକୁ ମିଳିବ ୭୦ ହଜାର ଟଙ୍କା। କମ୍ପାନୀର ନାହିଁ କୌଣସି ପ୍ରତିବନ୍ଧକ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଏମିତି ସତର୍କ ସୂଚନା। ଯାହାକୁ ନେଇ ଛାନିଆ ସାରା ବିଶ୍ୱ। କରୋନା ପରେ ଚୀନରେ ବ୍ୟାପୁଛି ଆଉ ଏକ ମହାମାରୀ। ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ମୃତ୍ୟୁ ହେଉଛି। ସେ ଭାଇରସ୍ ବିଷୟରେ ଜାଣନ୍ତୁ...
ଆଜି ୨୦୨୧ ମସିହା, ଅକ୍ଟୋବର, ୧୨ତାରିଖ, ମଙ୍ଗଳବାର, କନ୍ୟା ୨୬ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ସପ୍ତମୀତିଥି, ମୂଳା ନକ୍ଷତ୍ର, ଧନୁଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ଶୋପିଆନ୍ରେ ଆଜି ସକାଳେ ଏକ ଏନ୍କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? ଦିନକୁ ଦିନ କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି । କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ । ଶକ୍ତି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ...
ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ରାଜଧାନୀରେ ପୁଣି ଥରେ ଆତଙ୍କରାଜ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଛକରେ ଆଜି ଜଣେ ବାଇକ୍ ଆରୋହୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବାଇକ୍ ଆରୋହୀଙ୍କୁ ୧୦ରୁ ଉର୍ଦ୍ଧ୍ୱ ଯୁବକ ଘେରି ଯାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକଙ୍କୁ କ୍ୟାପିଟାଲ...
କରୋନା ମହାମାରୀକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲଗାଯାଇଛି । ପବିତ୍ର ଦଶହରା ଯୋଗୁଁ ଭିଡ ଜମିବା ଆଶଙ୍କାରେ ଏହି ନିୟମ ଲାଗୁ କରାଯାଇଛି ।
ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି।
ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି I ଦଶହରାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ I ୧୮ ତାରିଖ କୁମାର ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ଅନୁମତି ଦିଆଯାଇଛି । ପାର୍ବଣକୁ ଆଖିରେ ରଖି ପୁରୀ ଶୀମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ରବିବାର ସା ଠାରୁ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ବର୍ଷା ହେବା ସହ ବିଶେଷ କରି ପାହା଼ଡିଆ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ଜୋଜିଲା ପାସ୍, ଅମରନାଥ ଏବଂ ସିନ୍ଧ ଟପ୍ କରନାରେ ବରଫପାତ ହୋଇଛି ।
ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ...
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପିଛା ଛାଡୁନି ବିବାଦ । ଏବେ ପିଲାଙ୍କ ଭିତରେ ନୂଆ ପରୀକ୍ଷା ନୀତିକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ବଢିବାରେ ଲାଗିଛି । ଆଶଙ୍କା ଏହା ଯେ ଏନେଇ ଘରୋଇ କଲେଜର ପିଲା ଅଧିକ ମାର୍କ ପାଇଯିବେ ।
ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ...
ଢେଙ୍କାନାଳ ୧୨ ବାଟାଲିୟନ NCC କାର୍ଯ୍ୟଳୟ ପରିଦର୍ଶନ କଲେ ବୈଜୟନ୍ତ। NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କ୍ୟାଡେଟ୍ ମାନଙ୍କ ଦ୍ୱାରା ଫାୟାରିଂ, ଓ୍ୱିପନ ସୋ, ଅବଷ୍ଟ୍ରାକଲ୍ କୌଶଳ ପ୍ରଦର୍ଶନ ।
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍...