• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

durga puja
ଅକ୍ଟୋବର ୭ରେ ନବରାତ୍ର , କଣ ରହିଛି କଳସୀ ସ୍ଥାପନାର ମହତ୍ତ୍ୱ ଜାଣନ୍ତୁ...

ଚଳିତ ମାସରୁ ଆରମ୍ଭ ହୋଇଯିବ ମା ଜଗତ୍‌ ଜନନୀ ମା ଦୁର୍ଗାଙ୍କ ଶାରଦିଆ ନବରାତ୍ର ପୂଜା । ନବରାତ୍ରର ୯ଟି ଦିନରେ ପିଠମାନଙ୍କରେ ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁସଜ୍ଜିତ କରାଯାଇଥାଏ । ଏହାସହ ଅନେକ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ଏହି ପୂଜାକୁ ନିଜ ଘରେ ମଧ୍ୟ...

The Mysterious Death Of Thousands Of Birds In Russia
ସମୁଦ୍ର କୂଳରେ ମରି ପଡିଛନ୍ତି ହଜାର ହଜାର ପକ୍ଷୀ; ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ...

ସମୁଦ୍ର କୂଳରେ ମରି ପଡିଛନ୍ତି ହଜାର ହଜାର ପକ୍ଷୀ । ଋଷ୍‌ କ୍ରିମିଆର ଆରାବତ୍ ସ୍ପିଟ୍‌ (Arabat Spit)ରେ ଏହି ପକ୍ଷୀ ଗୁଡିକ ମରି ପଡିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ ପକ୍ଷୀମାନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ।

Fire fighters and police attend the scene as plane hits Milan building
୨ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ; ଦୁର୍ଘଟଣାରେ ୮ ମୃତ

ଇଟାଲିରେ ବଡ ଅଘଟଣ । ଦୁଇ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ । ଇଟାଲିର ମିଲାନ ସହରରେ ଏହି ଦୁର୍ଘଟଣା ହୋଇଛି । ରନୱେରେ ଅବତରଣ କରିବା ପୂର୍ବରୁ ଏକ ଛୋଟ ବିମାନଟି ମିଲାନର ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଖସିପଡିଥିଲା ।

Air Indias Plane Got Stuck Under The Footover Bridge
ଓଭର ବ୍ରିଜ୍‌ ତଳେ ଫସିଗଲା ପ୍ଲେନ୍‌ !

ଓଭର ବ୍ରିଜ୍‌ ତଳେ ଫସିଗଲା ପ୍ଲେନ୍‌ । ରାଜଧାନୀ ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ଏକ ଓଭର ବ୍ରିଜ୍‌ ତଳେ ଗୋଟେ ପ୍ଲେନ୍‌ ଅଟକିଯା ରହିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୪୦ ସେକେଣ୍ଡର ଏହି ଭିଡିଓରେ...

\'Nattu Kaka\' Of \'Tarak Mehta Ka Ooltah Chasma\' Passes Away
ଆଉ ନାହାନ୍ତି ନଟୁ କାକା

ଆଉ ଦେଖିବାକୁ ମିଳିବନି ତାରକ ମେହତା କା ଉଲ୍ଟା ଚଷମା ଧାରାବାହିକର ନଟୁ କାକାଙ୍କୁ। ଗତକାଲି ତାଙ୍କର ପରଲୋକ ଘଟିଛି। ଅଭିନେତା ଘନଶ୍ୟାମ ନାୟକ ତଥା ଟେଲି ପରଦାର ନଟୁ କାକାଙ୍କର ଗତକାଲି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।

Elephant Herd Destroy Acres Of Farm Land In Keonjhar’s Champua
ଫସଲ ଦଳିଦେଇଗଲେ ପଲେ ହାତୀ

କେନ୍ଦୁଝର ଚମ୍ପୁଆ ରେଂଜ ସୁଲୁଗୁଡାରେ ହାତୀ ଆତଙ୍କ । ଏକକାଳୀନ ୨୧ଟି ହାତୀ ପଶି ଆସିଥିବାରୁ ଲୋକେ ଭୟଭିତ୍ତ। ପାଖ ଜଙ୍ଗଲରୁ ବାହାରି ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

Covid-19 | Betel Leaf Farmers In Cuttack Face Financial Crunch, Demands Govt Help
ଫୁଲ୍ ଘାଟାରେ ପାନ ଚାଷ

ପାନଚାଷୀ ଏବେ ପ୍ରବଳ ଚିନ୍ତାରେ। ଚାଷ କରିବାକୁ ଖର୍ଚ୍ଚ ଯେତେ ହେଉଛି, ସେହି ଅନୁସାରେ ଲାଭ ନାହିଁ। ଘୋଡ଼ା ୬କୁ ଦାନା ୯... ଦେଖନ୍ତୁ କଟକ ନିଆଳି ଓ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରୁ ପାନଚାଷୀଙ୍କ ଖବର।

Bhubaneswar Railway Station To Be Developed As World-Class Station
କେମିତି ହେବ ଭୁବନେଶ୍ୱର ରେଳ ଷ୍ଟେଶନର ବିକାଶ

PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି।

Vehicle Runs Over 4 Farmers In UP’s Lakhimpur Kheri, DM Requests Not To Politicise Incident
କୃଷକଙ୍କୁ ଗାଡ଼ି ମଡ଼େଇ ହତ୍ୟା

ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ମଡ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ସେଠାରେ ଅନେକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଦେଖନ୍ତୁ ଖବର।

Mumbai Drug Case | NCB To Interrogate SRK’s Son Aryan Khan
ଆର୍ୟନଙ୍କ ପାଖରେ କୋକେନ୍, ଚରସ...

ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଏନସିବି। ଗତକାଲି ଆର୍ୟନଙ୍କ ପାଖରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା।

Spesial Story | DTP Operator In MP Turns Crorepati Overnight, Know How
ମାସକୁ ପାଉଥିଲେ ୮ ହଜାର ଦରମା, ରାତାରାତି କୋଟିପତି ପରେ ଦାନ କଲେ ଲକ୍ଷ ଲକ୍ଷ

ସେ କେବେ ହେଲେ ଭାବି ନଥିଲେ ଏତେ ଟଙ୍କା ପାଇ କୋଟିପତି ହେବେ ବୋଲି। ହେଲେ ଗୋଟିଏ ଖେଳ ତାଙ୍କୁ ରାତାରାତି କରି ଦେଲା କୋଟିପତି।

Special Story | Unique Marriage In Pakistan- Bride & groom Romance On JCB Machine
ପାକିସ୍ତାନରେ ନିଆରା ବାହାଘର, ଜେସିବି ଉପରେ ନବ ଦମ୍ପତିଙ୍କ ରୋମାନ୍ସ

ଆପଣ ଅନେକ ବାହାଘର ଦେଖିଥିବେ। ଏହି ଏମିତି ବାହାଘର କେବେ ହେଲେ କେଉଁଠି ବି ଦେଖି ନଥିଲେ। ଜେସିବି ଉପରେ ଏମିତି କଲେ ନବ ଦମ୍ପତି। ଯାହାକୁ କେବେ ହେଲେ ଦେଖି ନଥିଲା ପାକିସ୍ତାନ...

Spesial Story | Taliban To Get Nuclear Weapons From Pakistan!
ତାଲିବାନକୁ ଅଣୁ ଅସ୍ତ୍ର ଦେବ ପାକିସ୍ତାନ! ଚିନ୍ତା ବଢାଇଲା ଜନ୍‌ ବୋଲଟନ୍‌ଙ୍କ ମନ୍ତବ୍ୟ

ମାରାତ୍ମକ ଅଣୁ ଅସ୍ତ୍ର ତାଲିବାନକୁ ଦେବ ପାକିସ୍ତାନ! ଜନ୍‌ ବୋଲଟନ୍‌ଙ୍କ ସୂଚନା ପରେ ଚିନ୍ତାରେ ପୂରା ବିଶ୍ୱ। କେତେବେଳେ ରଚିପାରେ ଧ୍ୱଂସର ତାଣ୍ଡବ ଲୀଳା।

daily horoscope
Daily Horoscope, 4 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୪ ତାରିଖ, ସୋମବାର, କନ୍ୟା ୧୮ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Talibani Home Ministry Spokesman Says Five Civilians Were Killed In The Bomb Blast In Kabul
କାବୁଲ ବୋମା ବିସ୍ପୋରଣରେ ୫ ନାଗରିକ ମୃତ; ସୂଚନା ଦେଲେ ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର

କାବୁଲର ଏକ ମସଜିଦ୍‌ରେ ବୋମା ବିସ୍ପୋରଣ । ଗତକାଲିର ଏହି ବିସ୍ପୋରଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ପୋରଣଟି ମସଜିଦ୍‌ ସ୍ଥିତ ରାସ୍ତା କଡରେ ହୋଇଛି । ହେଲେ ମସଜିଦ୍‌...

Bear
ପାର୍କରେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ

ପାର୍କରେ ବସିଥିବା ବେଳେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ। ଏଭଳି ଏକ ଘଟଣା ଆମେରିକାର ନର୍ଥ କାରୋଲିନା ସହରରେ ଦେଖିବାକୁ ମିଳିଛି। ଦମ୍ପତି ଜଣକ ନିଜର ପୋଷା କୁକୁରକୁ ନେଇ ପାର୍କ ଯାଇଥିବା ବେଳେ ହଠାତ୍ ଏକ କଳା ଭାଲୁ ତାଙ୍କ ଆଡକୁ ମାଡି ଆସିଥିଲା। ଭାଲୁକୁ...

Haagen Dazs Ice Cream Brand Launches Adult Only Flavors With Alcoholic Content Pratp
ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

ଆଇସ୍‌କ୍ରିମ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ । ଆପଣମାନେ କେବେ ଶୁଣିଛନ୍ତି କି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଖୁବ୍‌ ଶୀଘ୍ର ଏହି ଆଇସ୍‌କ୍ରିମ୍‌ଟି କେବଳ ବଡ ମାନଙ୍କ ପାଇଁ ହିଁ...

Bargam Airbase
ଆଫଗାନ୍ ଏୟାରବେସ୍‌କୁ ଅକ୍ତିଆର କଲା ଚୀନ୍; ଭାରତ ପାଇଁ ବିପଦ ସଂକେତ

ଆଫଗାନିସ୍ତାନରେ ଥିବା ଆମେରିକୀୟ ଏୟାର ବେସକୁ ଚୀନ୍‌ ଅକ୍ତିଆର କରିଥିବାର ସୂଚନା ମିଳିଛି। ଚୀନ ପାକିସ୍ତାନ ସହାୟତାରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଛି। ଯଦି ଏହା ସତ, ତେବେ ଏହା ଭାରତ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

5 Pakistani Soldiers Killed In Terror Attack In Waziristan Near Afghan Border
ପାକ୍‌-ଆଫଗାନ୍‌ ସୀମାରେ ଆତଙ୍କୀ ଆକ୍ରମଣ; ୫ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ଆଫଗାନିସ୍ଥାନ ସୀମାରେ ୫ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତର ପଶ୍ଚିମ ସ୍ଥିତ ସୁରକ୍ଷାବାହିନୀର ଏକ ଗାଡି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଫଳରେ ରେ ୫ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରୁ ୪ ଜଣ ଫ୍ରଣ୍ଟିଅର୍...

ଡ୍ରଗ୍ସ୍ ପାର୍ଟିରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ ଗିରଫ

ମୁମ୍ୱାଇରେ ବଡ ଧରଣର ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ଘଟଣାରେ ସାହ୍‌ରୁଖ୍‌ ଖାନ୍‌ଙ୍କୁ ଜେରା । ଏହାସହ ତାଙ୍କ ଫୋନ୍‌କୁ ଜବତ କରାଯାଇଛି । ଫୋନ୍‌ରେ ସେ କାହା କାହା ସହ କଥାବାର୍ତ୍ତା ହୋଇଥିଲେ ତାହା ଯାଂଚ କରାଯାଇଛି । 

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result