ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ଏକ ବଡ ଝଟକା। ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କ ବିବାହ ବନ୍ଧନରେ ଫାଟକ ଲାଗିଯାଇଛି। ଦୁହେଁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସୁପରଷ୍ଟାର ନିଜ ଇନଷ୍ଟାଗ୍ରାମ ପେଜରେ ଏନେଇ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଛାଡପତ୍ରର ଘୋଷଣା...
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ବା ମନରେଗାରେ କାମ କରି ମାସ ମାସ ଧରି ମଜୁରୀ ପାଇନାହାନ୍ତି ଶ୍ରମିକ।
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମ ତଲାରେ ଯୁବକମାନେ ପ୍ରତିବାଦ କରୁଛନ୍ତି। ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୩୩ କେଭି ବିଦ୍ୟୁତ ଗ୍ରୀଡ଼ ସବଷ୍ଟେସନ ସମ୍ମୁଖରେ ଧାରଣା ଦେଇଛନ୍ତି।
ବାପାମାଆଙ୍କର ଗୋଟିଏ ବୋଲି ଝିଅ ଆନନ୍ଦିତା । କଅଁଳ ବୟସରେ ପୀଡିତ ହୋଇଛି ବ୍ଲଡ କ୍ୟାନସରରେ । ବଡଡାକ୍ତରଖାନା ଫେରାଇଦେବା ପରେ ଏବେ କୋଲକାତାରେ ରହି ଚିକିତ୍ସିତ ହେଉଛନ୍ତି ।
ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ ର ଏୟାର୍ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ପଦରେ ନିଯୁକ୍ତ ହୋଇଛନ୍ତି ଏୟାର୍ ମାର୍ଶଲ ଦିଲୀପ କୁମ…
ଗାନ୍ଧି ଜୟନ୍ତୀ ଅବସରରେ ବିଶ୍ୱର ସବୁଠୁ ଉଚ୍ଚତମ ଟାୱାର ବ୍ରୁଜ ଖଲିଫାରେ ବାପୁଙ୍କ ଆଦର୍ଶ ଓ ଗାଥାର ଲାଇଟ୍ ଶୋ ଅନୁଷ୍ଠିତ ହୋଇଛି।
ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି।
ଆଉ କିଛି ଦିନର ଅପେକ୍ଷା। ଧରାବତରଣ କରିବେ ମାଆ ଜଗତଜନନୀ ଦୁର୍ଗା। ଏଥିପାଇଁ ଏବେ ଚଳଚଞ୍ଚଳ କୋଲକାତା। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଦେଶରେ କମୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୨୨ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୮,୧୩,୯୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୮,୮୧୭ ରେ...
ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ...
ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍ କରିଛି। ଗତକାଲି ରାତିରେ ମୁମ୍ବାଇରେ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍ରେ ରେଭ୍ ପାର୍ଟି ଚାଲିଥିବା ଖବର ପାଇ ଏନ୍ସିବି ଅଚାନକ୍ ଚଢ଼ଉ କରିଥିଲା। ଏହି ସମୟରେ କ୍ରୁଜ୍ ଜାହାଜରୁ ବହୁ ପରିମାଣର...
ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ। ନୂଆ ନୂଆ ତରିକା ଆପଣାଇ ସାଇବର ଠକମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ହ୍ୟାକରମାନେ ପପୁଲାର୍ ସୋସିଆଲ ମିଡିଆ ପ୍ଲାଟଫର୍ମ୍ସ ଟେଲିଗ୍ରାମକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଏମିତି ଖାଲି କରି ଦେଉଛନ୍ତି ଆକାଉଣ୍ଟ...
ସକାଳୁ ଉଠିବା ମାତ୍ରେ ଆମେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି। କେମିତି ଓ କଣ ଖାଇବା? ସେନେଇ ଅନେକ ସମୟରେ ଆଲୋଚନା ହୋଇଥାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଯେଉଁମାନେ ଖାଦ୍ୟ ପ୍ରିୟ ସେମାନଙ୍କ ପାଇଁ ଏହା ବଡ଼...
ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ଖାଲି ହେବ? କେମିତି ଜାଣିବେ ସିଲିଣ୍ଡରରେ କେତେ ଗ୍ୟାସ ସରିଛି? ଆଉ କେତେ ଗ୍ୟାସ ସିଲିଣ୍ଡରରେ ଅଛି? କେବେ ଯୋଗାଡ କରିବାକୁ ହେବ ନୂଆ ସିଲିଣ୍ଡର? ଏମିତି ସବୁ ପ୍ରଶ୍ନର ଉତ୍ତର ପାଇଁ ଜାଣନ୍ତୁ ଏହି ଟ୍ରିକ୍...
ହଠାତ୍ ଏ ସଂସାରରେ ଏକା ହୋଇଗଲା ପ୍ରମିଳା। ଛୋଟିଆ ଭାଇ ଦୁଇଟି। ନିଜର ରୋଜଗାର ବୋଲି କିଛି ନାହିଁ। ବର୍ଷା ହେଲେ ଚାଳଘର ସାରା ପାଣି। ନିଜ ଭବିଷ୍ଯତ ଓ ବାହାଘର କଥା ସେ ଆଉ ଭାବୁନି। କେବଳ ଗୋଟିଏ ଚିନ୍ତା, ଭାଇ ଦୁଇଟିକୁ କେମିତି ମଣିଷ କରିବ।...
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୩ ତାରିଖ, ରବିବାର, କନ୍ୟା ୧୭ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ମଘା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ...