Special Story | Breaking Taboos! Odisha Woman Works As Swiggy Delivery Girl To Manage Family
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story | Breaking Taboos! Odisha Woman Works As Swiggy Delivery Girl To Manage Family
ସବୁକାମ ମହିଳାମାନେ କରିପାରିବେ । ଘରକୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିପାରିବେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଭୁବନେଶ୍ୱରର ସଂଯୁକ୍ତା ନନ୍ଦ । ସ୍ୱପ୍ନ ଦେଖିଛନ୍ତି । ତାକୁ ସାକାର କରିଛନ୍ତି । ଆଉ ପରିବାର ମୁହଁରେ ହସ ଫୁଟାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)