• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

manish das
ଏଥର ଖୋଲିବ ଗୁମର..

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍‌ଭିନ୍‌ ଜାରି ରଖିଛି। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ।

Coronavirus
WHO ର କରୋନା ତଦନ୍ତ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଚୀନ୍

ମହାମାରୀ କରୋନାର ସୃଷ୍ଟି ଚୀନରୁ ହିଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ କିନ୍ତୁ ଏନେଇ ସର୍ବଦା ଅସ୍ୱୀକାର କରିଆସୁଛି । ଅନୁମାନ କରାଯାଉଛି ଯେ ଚୀନର ବାଦୁଡିଙ୍କ ଠାରୁ କରୋନା ସଂକ୍ରମଣ ମଣିଷକୁ ବ୍ୟାପିଛି । ମହାମାରୀ କରୋନାର ଉତ୍ପତ୍ତି ଉହାନ୍‌ ସହର ପରିଦର୍ଶନ ପାଇଁ...

paralakhemundi temple
ଏଠି ବର୍ଷରେ ଥରେ ଖୋଲେ ପୀଠ

ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟ ଏକ ମନ୍ଦିରରେ ଦଣ୍ଡମା ବା ଦାଣ୍ଡୁଲମା ଠାକୁରାଣୀ ମନ୍ଦିରରେ ଏକ ଉଇ ହୁଙ୍କାରେ ମାଆ ପୂଜା ପାଆନ୍ତି..ଦଶହରା ବେଳେ ମାଆ ଭକ୍ତଙ୍କୁ ଦର୍ଶନ ଦିଅନ୍ତି.. ନଅ ଦିନ ପୂଜାର୍ଚ୍ଚନା ପରେ ପୁଣି ବନ୍ଦ କରିଦିଆଯାଏ.. ବର୍ଷକୁ ଥରେ ନବରାତ୍ର ସମୟରେ ହିଁ ଦଣ୍ଡମା ଠାକୁରାଣୀ...

chhatar jatra
କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର୍‌ ଯାତ୍ରା।

କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର୍‌ ଯାତ୍ରା। ପ୍ରତି ବର୍ଷ ହଜାର ହଜାର ଭକ୍ତ ଏହି ଛତର୍ ଯାତ୍ରାରେ ସାମିଲ ହୁଅନ୍ତି। କିନ୍ତୁ ଏଥର କରୋନା ପାଇଁ ବିନା ଭକ୍ତରେ ଛତର୍ ଯାତ୍ରା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

India Has A Coal Stock For 22 Days, No Shortage Till Now - Pralhad Joshi, Coal Minister
ଦେଶରେ ଅଭାବ ନାହିଁ କୋଇଲା

୨୨ ଦିନ ପାଇଁ ଷ୍ଟକ୍ ରହିଛି କୋଇଲା.. ଶକ୍ତି ଉତ୍ପାଦନ ସଂସ୍ଥାକୁ କୋଇଲା ଯୋଗାଣ ବଢ଼ାଇବାକୁ CILକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

small girl father as a pilot
ବାପା ପାଇଲଟ୍, ଝିଅ ଯାତ୍ରୀ

ଯେଉଁ ଫ୍ଲାଇଟରେ ବାପା ପାଇଲଟ୍, ସେହି ଫ୍ଲାଇଟରେ କୁନି ଝିଅ ଯାତ୍ରୀ.. ଉଡ଼ାଜାହାଜରେ ଝିଅଟି ପାଇଲଟ ବାପାଙ୍କୁ ଦେଖିବା ପରେ କେତେ ଖୁସି ହେଇଯାଇଛି ଦେଖନ୍ତୁ

sainik school
ଆଉ ୧୦୦ ସୈନିକ ସ୍କୁଲ୍

ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ...

PM Modi To Inaugurate Gati Shakti Yojana Today
୧୦୦ ଲକ୍ଷ କୋଟିର ବଜେଟ, ଯୁବପିଢ଼ିଙ୍କୁ ନିଯୁକ୍ତି

କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି.. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିବେ । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ।

mahastami
ଆଜି ମହାମାୟାଙ୍କ ମହାଷ୍ଟମୀ

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ ଜନନୀ। ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ।

kkr vs dc
ଆଇପିଏଲ୍ ର ମହାମୁକାବଲା ଦିଲ୍ଲୀ ବନାମ କେକେଆର୍

ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ...

aryan khan bail
ଆର୍ୟନଙ୍କୁ ଜେଲ୍ ନା ବେଲ୍ ?

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ...

giant python playing with girl
କୁନି ଝିଅର ଭୟ ନାହିଁ ଅଜଗରକୁ

ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି...

israel
ଇସ୍ରାଏଲ ସହ କୌଣସି ଦେଶ ପଙ୍ଗା ନେବାକୁ ଚାହାନ୍ତି ନାହିଁ, ଜାଣିଛନ୍ତି କାହିଁକି?

କାହିଁକି ଇସ୍ରାଏଲ ଭଳି ଏକ ଛୋଟ ଦେଶକୁ ଡ଼ରୁଛି ସମଗ୍ର ବିଶ୍ୱ? ତା ସହ ଟକ୍କର ଦେବାକୁ କେହି ସାହସ କରୁ ନାହାନ୍ତି କାହିଁକି? ଜାଣିଛନ୍ତି କି ଏହାର କାରଣ? ଆସନ୍ତୁ ଦେଖିବା ଏହି ଭିଡିଓ ଷ୍ଟୋରି।

crops
ଗୋଟିଏ ଧାନରୁ ବାହାରୁଛି ୨ଟି ଚାଉଳ, ବିହନର ନାଁ ‘ସଉତୁଣୀ’

ଓଡ଼ିଆ ଧାନ ଗବେଷକଙ୍କ କମାଲ। ଗୋଟିଏ ଧାନରୁ ବାହାର କରୁଛନ୍ତି ୨ଟି ଚାଉଳ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ଏକ ଘରୋଇ ଧାନ ବିହନ ବ୍ୟାଙ୍କରେ ସଂଗ୍ରହ କରି ରଖାଯାଇଚି ୧୦୫୫ ପ୍ରକାରର ବିରଳ ଧାନବିହନ। ଏଭଳି ଗବେଷକଙ୍କୁ ସରକାର...

covid vaccine
ବୁଷ୍ଟର ଡୋଜ୍ ସପକ୍ଷରେ WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ...

kkr vs dc
ଫାଇନାଲ ଦୌଡ ପାଇଁ ଶେଷ ଦିନ; କେକେଆର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ କିଏ ମାରିବ ବାଜି?

ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 13 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Durga Puja
ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା

ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା...

gmail went down
ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା ।

ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା...

airlines
୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ

ଏବେ ବିମାନରେ ସବୁ ସିଟ୍ ଫୁଲ୍ ହବ। ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଦେଶ ମଧ୍ୟରେ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି Iକୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବ ।