ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ।ଭଦ୍ରକ ବରଗଡ଼ା ସେବା ସମବାୟ ସମିତିରେ ମହା ଦୁର୍ନୀତି ।
ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଫଗୁଣସିନେରୀ ଗାଁରେ ମେଳି କରିଥିଲେ ଆନ୍ଧ୍ର ଅଧିକାରୀ। କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ ।
ଭୁବନେଶ୍ୱର ପିଏମଜିକେ ୧୦ ଫୁଟ ଉପରକୁ ଉଠିଲା କାର । ଡ୍ରାଇଭର ନିଶାଖାଇ ସ୍କର୍ପିଓ କାର କୁ ଭାବିଲେ ଏରେପ୍ଲେନ୍ , ବିଳମ୍ୱିତ ରାତିରେ ଦୃତ ଗତିରେ କାର ଚଳାଇ ମର୍ମନ୍ତୁଦ ଦୁର୍ଘଟଣା
ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ପୋଲିସର ତନାଘନା। ଫୁଲବାଣୀରେ ଆତ୍ମସର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ।
ମାଆ ସମଲେଇଙ୍କ ପାଇଁ ତିଆରି ହେବ ରୁପା ପରଭା ଓ ଛତର। ମାଆଙ୍କ ଆସ୍ଥାନର ପଛ ପାର୍ଶ୍ୱରେ ଏହି ପରଭା ଲାଗିବ। ପ୍ରାୟ ୮୦ ରୁ ୯୦ କିଲୋ ଓଜନର ରୁପା ଲାଗିବ
ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଳକ ହୋଇଥିବା ଜଣାପଡିଛି ।
ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ ।
ଆର୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ପୁଣି ହେବ ଶୁଣାଣି। ମୁମ୍ବାଇ ସ୍ବତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ କାଲି ହୋଇଥିଲା ଶୁଣାଣି ।
ଯୁବତୀ ଜଣକ ବସିଛନ୍ତି। ଆଉ ତାଙ୍କ ସାଙ୍ଗରେ ଖେଳୁଛି ବିରାଟ ଅଜଗର। କେହି କାହାରିକୁ ଡରୁ ନାହାନ୍ତି।
ସେ ଧାନକୁ ନିଜ ପିଲାମାନଙ୍କ ପରି ପାଳନ୍ତି। ଅନେକ କିସମ ଧାନ ବିହନ ଆଉ ଦେଖିବାକୁ ମିଳୁନି। କିନ୍ତୁ ତାହା ସାଇତା ହୋଇ ରହିଛି କୁସୁମ ମିଶ୍ରଙ୍କ ଧାନ ବ୍ୟାଙ୍କରେ। ଯାହାକୁ ଦେଖିଲେ ଆପଣଙ୍କ ମନ ପୂରି ଉଠିବ।
ଏନସିବିର ଏହି ଦବଙ୍ଗ ଅଫିସରଙ୍କ ପାଇଁ ଦିନେ ପାଣି ପିଇଥିଲେ ଶାହରୁଖ ଖାନ। ବିମାନବନ୍ଦରରେ ନାକେଦମ ହୋଇ ତଣ୍ଡ ଗଣିଥିଲେ।
ଏଣିକି ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆପଣଙ୍କ ମୋବାଇଲ୍ରେ ଖୋଲିବ ନାହିଁ ହ୍ୱାଟ୍ସଆପ୍। ନୂଆ ନିର୍ଦ୍ଦେଶନାମା ହେଲା ଜାରି।
କେତେବେଳେ ଟାଟା। କେତେବେଳେ ମାରୁତୀ। ଏବେ ଅମୂଲ ନାଁରେ ଆସୁଛି ମେସେଜ୍।
ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ...
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍ଭିନ୍ ଜାରି ରଖିଛି। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ।
ମହାମାରୀ କରୋନାର ସୃଷ୍ଟି ଚୀନରୁ ହିଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ କିନ୍ତୁ ଏନେଇ ସର୍ବଦା ଅସ୍ୱୀକାର କରିଆସୁଛି । ଅନୁମାନ କରାଯାଉଛି ଯେ ଚୀନର ବାଦୁଡିଙ୍କ ଠାରୁ କରୋନା ସଂକ୍ରମଣ ମଣିଷକୁ ବ୍ୟାପିଛି । ମହାମାରୀ କରୋନାର ଉତ୍ପତ୍ତି ଉହାନ୍ ସହର ପରିଦର୍ଶନ ପାଇଁ...
ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟ ଏକ ମନ୍ଦିରରେ ଦଣ୍ଡମା ବା ଦାଣ୍ଡୁଲମା ଠାକୁରାଣୀ ମନ୍ଦିରରେ ଏକ ଉଇ ହୁଙ୍କାରେ ମାଆ ପୂଜା ପାଆନ୍ତି..ଦଶହରା ବେଳେ ମାଆ ଭକ୍ତଙ୍କୁ ଦର୍ଶନ ଦିଅନ୍ତି.. ନଅ ଦିନ ପୂଜାର୍ଚ୍ଚନା ପରେ ପୁଣି ବନ୍ଦ କରିଦିଆଯାଏ.. ବର୍ଷକୁ ଥରେ ନବରାତ୍ର ସମୟରେ ହିଁ ଦଣ୍ଡମା ଠାକୁରାଣୀ...