ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ...
କରୋନା ପରେ ପୁଣି ସାମ୍ନାକୁ ଆସିଲା ଏକ ରହସ୍ୟମୟ ରୋଗ । କାନାଡାର ନ୍ୟୁ ବ୍ରନ୍ସୱିକ୍ ସହରରେ ଏହି ଅଜଣା ମସ୍ତିଷ୍କ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଅଜଣା ମସ୍ତିଷ୍କ ରୋଗରେ ଅନେକ ଲୋକ ଅସୁସ୍ଥ...
ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି...
ପୁଣିଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ । ହରିୟାଣାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍କୁ ହାତେଇଲା TATA । ଏକ...
କୁଆଡେ ଗଲେ ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ? ଲଖିମ୍ପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି କ୍ରାଇମ୍ ବ୍ରାଞ୍ଚର ନିକଟରେ ଉପସ୍ଥିତ ହୋଇନାହାଁନ୍ତି । ଯାହା ଏବେ କାହାକୁ ଜଣାନାହିଁ ।
ଚଳିତ ବର୍ଷ ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର । କଟକ ସହରର କେତେକ ମୁସଲମାନ ଏବଂ ଓଡ଼ିଆ କାରିଗର ଜରିମେଢକୁ ତିଆରି କରିଥାନ୍ତି ।
ଆଜି ମଧ୍ୟ ବଢ଼ିଲା ତୈଳ ଦର। ଦେଶରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି।
ସୁନ୍ଦରଗଡ ସହରରେ ଘନ କୁହୁଡି,ପ୍ରାତଃ ଭ୍ରମଣରେ ଯାଉଥିବା ଲୋକ କୁହୁଡିର ମଜା ନେଲେI ୨୦ଫୁଟ ଦୂରରେ ଥିବା ଜିନିଷ ଦେଖା ଯାଉ ନଥିଲା
ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦରେ ଆଜି ବଲାଙ୍ଗିରରେ ସଫେଇ କର୍ମଚାରୀଙ୍କ ବନ୍ଦ ଡାକରା।
ଆଇପିଏଲର ଆଗାମୀ ସିଜନ ଖେଳିନପାରନ୍ତି ଧୋନୀ। ଏକ ଟ୍ବିଟକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅଇପିଏଲ ସହ ସବୁଦିନ ପାଇଁ ପଡିଆରୁ ବିଦାୟ ନେବେ ଧୋନୀ।
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ-ଅକ୍ସନ। ଅଲିମ୍ପିଆନ୍ ନୀରଜ ଚୋପ୍ରାଙ୍କ ଜାଭଲିନ ସର୍ବାଧିକ ଦେଢ କୋଟି। ଲଭଲିନାଙ୍କ ବକ୍ସିଂ ଗ୍ଲୋଭ୍ସକୁ ୯୧ ଲକ୍ଷର ବିଡ୍। ନମାମୀ ଗଂଗେ ମିଶନରେ ବ୍ୟବହୃତହେବ ସମସ୍ତ ଅର୍ଥ
କମ ପରିଶ୍ରମରେ ଲାଭଦାୟକ ଲାଖ ଚାଷ । ସ୍ୱାବଲମ୍ୱୀ କରିବାକୁ ଚାଷୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଚାଷ ଓ ଲାଖର ବ୍ୟବହାର ନେଇ ଟ୍ରେନିଂ ।
ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ।୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଏନେଇ ସୂଚନା ଦେଲେ ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍ I
ମାଆଙ୍କ ନିକଟରେ ନବରାତ୍ର ପୂଜା ଆରମ୍ଭ । କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ଠାରେ ଶ୍ରଦ୍ଧାଳୁଙ୍କ ସମାଗମ ।ମୂଳାଷ୍ଟମୀ ଠାରୁ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା
ଘର ଭିତରେ ବିସ୍ପୋରଣ। ବିସ୍ଫୋରଣରେ ଜଣେ ୮ ବର୍ଷର ନାବାଳକ ଗୁରୁତର। ନାବାଳକ ଜଣଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର ।
ନିର୍ମାଣ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।
ଆଜି ୨୦୨୧ ମସିହା, ଅକ୍ଟୋବର, ୮ ତାରିଖ, ଶୁକ୍ରବାର କନ୍ୟା ୨୨ ଦିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.....
ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍ରେ ଲାଗୁ ହେବ ଏହି ନିୟମ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍ ଓ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ...