ଝୁଲା ପୋଲ ଏବେ ପାଲଟିଛି ମରଣଯନ୍ତ୍ରା। ବାରମ୍ବାର ଦୁର୍ଘଟଣା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି।
କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା ବିରଜାଙ୍କ ରଥ । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ଡ୍ରୋନରେ ପହଁଚିଲା କରୋନା ଟିକା। ଆଇସିଏମଆର୍ ଡ୍ରୋନ୍ ଭିତ୍ତିକ ଟିକା ଯୋଗାଣ ମଡେଲ୍ ଆଇ ଡ୍ରୋନ୍ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
ସମସ୍ତେ ସ୍ୱପ୍ନ ଦେଖନ୍ତି। ହେଲେ ଯିଏ ସ୍ୱପ୍ନକୁ ସତ କରି ଦେଖାଏ ସେ ହିଁ ସଫଳ ବ୍ୟକ୍ତିତ୍ୱ। ୪ ଥର ଦେଲେ ୟୁପିଏସସି ପରୀକ୍ଷା। ପ୍ରଥମେ ଫେଲ ମାରିଲେ।
୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍।
ଆପଣ ବିମାନଙ୍କୁ ଆକାଶରେ ଉଡିବା ଦେଖିଥିବେ। ହେଲେ କେବେ ଦେଖି ନଥିବେ ରାସ୍ତାରେ। ଯାଉ ଯାଉ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆର ଏହି ବିମାନ। ଜାଣନ୍ତୁ କାହିଁକି
ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ କି ହିଟ୍ ଆଣ୍ଡ ରନ୍ କେସ୍ ସବୁଥିରେ ଅଭିଯୁକ୍ତକୁ ଖସାଇରେ ସେ ମାହିର। ଦିନେ ତାଙ୍କ ପାଇଁ ବେଲ ପାଇଥିଲେ ସଞ୍ଜୟ ଦତ୍ତ ଓ ସଲମାନ ଖାନ।
କିଛି ସମୟ ଧରି ସାରା ବିଶ୍ୱରେ ଡାଉନ୍ ହୋଇଯାଇଥିଲା ସୋସିଆଲ ମିଡ଼ିଆ ଫ୍ଲାଟ୍ଫର୍ମ। ଯାହା ଦ୍ୱାରା ସୋସିଆଲ ମିଡ଼ିଆର ପ୍ରମୁଖ ଆପ୍ ଚାଲୁ ନାଲୁ ନଥିଲା । ଯାହାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଥିଲା। ଯାହାର କାରଣ ଜାଣିବା ଓ ଅଭିଯୋଗ କରିବା...
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୫ ତାରିଖ, ମଙ୍ଗଳବାର, କନ୍ୟା ୧୯ ଦିନ ଆଶ୍ୱିନ ମାସ, କୃଷ୍ଣ ପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଝୁଲା ପୋଲ ପାଲଟିଛି ମରଣଯନ୍ତ୍ରା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଥିବା ଏହି ପୋଲ୍ ଓ ଆଖପାଖରେ ଯାଇଛି ଅନେକ ପର୍ଯ୍ୟଟକଙ୍କ ଜୀବନ । ଲୋକମାନେ ଏହା ଉପରେ ବୁଲନ୍ତି, ଫଟୋ ଉଠାନ୍ତି ହେଲେ ଏହି ପୋଲ ଏବେ ସାଜିଛି କାଳ । ଗତ...
ରବିବାର କାବୁଲର ଇଦଗାହ୍ ମସଜିଦ ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ତାଲିବାନ କ୍ରୋଧିତ ଥିବାର ଦେଖାଯାଇଛି। ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣର ଜବାବରେ ତାଲିବାନ ଆଇଏସ୍-ଖୋରାସାନ୍ (ଆଇଏସ୍-କେ) ବେସ ଉପରେ ଆକ୍ରମଣ କରିଛି।
ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି
ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।
ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍ଡି...
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍...
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍...
କରୋନା ମହାମାରୀ (କୋଭିଡ -19) ସମ୍ବନ୍ଧରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅନ୍ୟ ଦେଶମାନଙ୍କ ପରି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ କରୋନା ମହାମାରୀ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ୍ ଅକଲ୍ୟାଣ୍ଡରେ ଲକଡାଉନ୍...
ପଞ୍ଜାବରେ ସିଏମ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେଉଥିବାର ଦେଖାଯାଉଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ପତ୍ନୀ ତଥା ସାଂସଦ ପ୍ରୀତି କୋର୍ କଂଗ୍ରେସ ହାଇକମାଣ୍ଡ ଉପରେ ନିଜର କ୍ରୋଧ ଦେଖାଇଛନ୍ତି।