ମାତ୍ର ୩ ଟଙ୍କାରେ ଏହି ହୋଟେଲ୍ରେ ମିଳୁଛି ମାଛ ବେସର ଓ ଭାତ। ଏହା ସାଙ୍ଗକୁ ରହିଛି ଅନେକ ପ୍ରକାର ସ୍ୱାଦିଷ୍ଟ ତରକାରୀ। କଦଳୀ ପତ୍ରରେ ବାଢିଦିଅନ୍ତି ଗରମ ଗରମ ଖାଦ୍ୟ, ଜାଣନ୍ତୁ କେଉଁ ହୋଟେଲ୍ରେ ଆଜିର ମହଙ୍ଗା ଦିନରେ ମିଳୁଛି ୩ ଟଙ୍କାରେ ଖାଇବା...
Published: Otv Khabar Bureau
Last updated: 09 October 2021, 02:42 PM IST
ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି।